Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା :ଭାସିଗଲେ ୨୦ଶ୍ରମିକ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା  । ୨୫ ଜୁନରେ ପ୍ରବଳ ବର୍ଷା ପରେ ଧର୍ମଶାଳା ନିକଟସ୍ଥ ଖାନିଆରାର ମାନୁନି ଖଡ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ମାନୁନି ଖଡ୍ଡରେ ଜଳ ପ୍ରକଳ୍ପରେ କାମ କରୁଥିବା ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି ।…

ଆପଣଙ୍କ ବ୍ୟକ୍ତିଗତ କଥା ଶୁଛୁଛି ସୋସିଆଲ ମଡିଆ, ସାବଧାନ ! ନହେଲେ ଫସିବେ….

ନୂଆଦିଲ୍ଲୀ:  ଆପଣ କେବେ ଆଶ୍ଚର୍ଯ୍ୟ ହୋଇଛନ୍ତି କି ଯେତେବେଳେ ଆପଣ ବନ୍ଧୁଙ୍କ ସହ କିଛି ବିଷୟରେ କଥା ହୁଅନ୍ତି, ଆଉ ସେହି ଜିନିଷ ହଠାତ୍ ଆପଣଙ୍କ ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ୟୁଟ୍ୟୁବ ଫିଡରେ ଦେଖାଯାଏ? ଯଦି ଏପରି ହୋଇଛି, ତେବେ ଏହା କେବଳ ଏକ ସଂଯୋଗ ନୁହେଁ। ଏକ ନୂଆ ରିପୋର୍ଟରେ ବଡ଼…

ନୋବେଲ ଶାନ୍ତି ପାଇଁ ମନୋନୀତ ହେଲେ ଟ୍ରମ୍ପ ! ପାକିସ୍ତାନ ବୈଦେଶିକ ମନ୍ତ୍ରୀ କଲେ ସୁପାରିଶ

ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  । ଇରାନ-ଇସ୍ରାଏଲ ମଧ୍ୟରେ ସିଜଫାୟାର ପାଇଁ ତାଙ୍କୁ କରାଯାଇଛି ମନୋନୀତ । ଏପରି ରିପୋର୍ଚ ପ୍ରକାଶ କରିଛି ଫକ୍ସ ନ୍ୟୁଜ  ।  ଆମେରିକା ସାଂସଦ ବଡି କାର୍ଟର ଟ୍ରମ୍ପଙ୍କୁ ଏହି ପୁରସ୍କାର…

Amazon କରିବ ଲ୍ୟାବ୍‍ ଟେଷ୍ଟ, ୬୦ ମିନିଟରେ ସଂଗ୍ରହ କରିବ ଆପଣଙ୍କ ରକ୍ତ ନମୁନା

ନୂଆଦିଲ୍ଲୀ:ଏବେ ଆମାଜନ୍‍ ଆପଣଙ୍କୁ ଘରେ ବସି ଲ୍ୟାବ୍‍ ଟେଷ୍ଟ କରାଇବାକୁ ସହଜ କରିଦେଇଛି। କମ୍ପାନୀ ଏକ ନୂଆ ସେବା ଆରମ୍ଭ କରିଛି, ଯାହାର ନାମ ହେଉଛି Amazon Diagnostics। ଏହି ସେବା ପ୍ରତିଶ୍ରୁତି ଦେଉଛି ଯେ ବୁକିଂ କରିବାର ୬୦ ମିନିଟ୍‍ ମଧ୍ୟରେ ଆପଣଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ ଏବଂ…

ଆମେରିକା ଗୁଇନ୍ଦା ସଂସ୍ଥାର ସାଂଘାତିକ ଖୁଲାସା, ଧରାପଡ଼ିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ବାରା ଇରାନ୍‌ର ପରମାଣୁ କେନ୍ଦ୍ର ଉପରେ କରାଯାଇଥିବା ଆକ୍ରମଣକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟ୍ରମ୍ପ ଦାବି କରିଥିଲେ ଯେ, ଏହି ଆକ୍ରମଣ ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମକୁ ଦଶ ବର୍ଷ ପଛକୁ ଠେଲି ଦେଇଛି। କିନ୍ତୁ ଲିକ୍‌…

ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରିବ ସିବିଏସଇ 

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ଅର୍ଥାତ୍ ୨୦୨୬ ମସିହା ଠାରୁ ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆୟୋଜିତ କରିବ। ତେବେ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଇଚ୍ଛାଧୀନ…

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ନେଇ ରୋଚକ କଥା

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ  ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଭାରତୀୟ ସମୟ ଦିନ ୧୨ଟା ୧ରେ ଆକ୍ସିଅମ୍-୪ ମିଶନ…

ହ୍ବାଇଟ୍ ହାଉସର ସିଚୁଏସନ୍ ରୁମ୍…ଏଇଠୁ ବିଶ୍ବ ଉପରେ ନଜର

ନୂଆଦିଲ୍ଲୀ: ହ୍ବାଇଟ୍ ହାଉସର ସିଚୁଏସନ୍ ରୁମରେ ବସି ସାରା ବିଶ୍ବ ଉପରେ ନଜର ରଖନ୍ତି ଆମେରିକା ରାଷ୍ଟ୍ରପତି । ଏଇଠି ପହଞ୍ଚେ ସାରା ଦୁନିଆର ଗୁଇନ୍ଦା ସୂଚନା । ଆତଙ୍କବାଦୀ ଆକ୍ରମଣ ହେଉ କି ଯୁଦ୍ଧ, ସୂଚନା ମିଳିବା ମାତ୍ରେ ଏଠାରୁ ନିଆଯାଏ ନିଷ୍ପତ୍ତି । ଓସାମା ବିନ ଲାଦେନକୁ ମାରିବାକୁ ଯୋଜନା…

ବଙ୍ଗାଳୀ ଏବଂ ବାଂଲାଦେଶୀ ମଧ୍ୟରେ ପାର୍ଥକ୍ୟ! ପଶ୍ଚିମବଙ୍ଗର ୨୨ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ଦିଦି କାହିଁକି ଚିନ୍ତିତ?

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗଳାର ଶ୍ରମିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ବାଂଲାଦେଶୀ କୁହାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସେହି ଲୋକଙ୍କ ପାଖପରେ ନିଜର ନାଗରିକତା ପ୍ରମାଣ କରିବା…

ଲଞ୍ଚ ହେଲା ଆକ୍ସିଅମ-୪ ମିଶନ: ଆଇଆଇଏସ ଯାତ୍ରାରେ ଶୁଭାଂଶୁ, ଗାଜର ହାଲୱା ବି ସାମିଲ

ନୂଆଦିଲ୍ଲୀ: ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଆକ୍ସିଅମ-୪ ମିଶନ। ଆଜି ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଛି ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍। ଡ୍ରାଗନ୍…