Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଇରାନର ଫୋର୍ଡୋରେ ଥିବା ଭୂତଳ ପରମାଣୁ କେନ୍ଦ୍ର ଉପରକୁ ଆକ୍ରମଣ: ଆଇଏଇଏ କହିଲା, ‘ଭାରୀ କ୍ଷତି ସହିବ’

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ଏବେ ତୀବ୍ର ହୋଇଛି ଇରାନ ଇସ୍ରାଏଲ ଯୁଦ୍ଧ । ରକ୍ତ ଚାଉଳ ଚୋବାଉଥିବା ଇରାନ ଏବେ ଇସ୍ରାଏଲ ଉପରେ ୫୫୦ କ୍ଷେପଣାସ୍ତ୍ର ବର୍ଷା କରିସାରିଲାଣି । ଯେଉଁଥିରେ ଅତିଷ୍ଟ ହୋଇ ଆଜି ସକାଳେ ପୁଣି ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଯେଉଁଥିରେ ଇରାନର…

ଇରାନର ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ନିଷ୍ପତି ପରେ ଚୀନକୁ ଏହି ଅନୁରୋଧ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ନିଷ୍ପତି ନେଇଛି ଇରାନ। ଯାହାଦ୍ବାରା ବିଶ୍ଵ ବାଣିଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏହି ନିଷ୍ପତ୍ତିରୁ ଇରାନ କିଭଳି ଓହରିବ, ସେଥିପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ…

ଇରାନ ଆକାଶରେ ଆମେରିକାର ବି-୨: ୩୭ ଘଣ୍ଟା ପର୍ଯ୍ୟନ୍ତ କେମିତି ପାଇଲଟ କାଟିଥିଲେ ସମୟ?

ନୂଆଦିଲ୍ଲୀ: ଇରାନର ୩ଟି ପରମାଣୁ ସ୍ଥାନ ଉପରେ ବଙ୍କର ବଷ୍ଟର ବୋମା ପକାଇବା ପରେ, B-2 ବୋମାବର୍ଷୀ ବିମାନ ଆମେରିକା ଫେରି ଆସିଛି । ଏହାର ୩୭ ଘଣ୍ଟାର ଅପରେସନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୋମାବର୍ଷୀର ପାଇଲଟମାନଙ୍କୁ ପ୍ରଶଂସା କରିଛନ୍ତି। ନର୍ଥ୍ରପ୍ ଗ୍ରୁମନ୍ କମ୍ପାନୀର…

ଆମେରିକାର ଆକ୍ରମଣ…ଜବାବି ହମଲା କରିବ କି ଇରାନ୍ ?

ନୂଆଦିଲ୍ଲୀ: ଇରାନ ଉପରେ ହମଲା କରି ନିଜ କାର୍ଯ୍ୟକାଳରେ ସବୁଠୁ ବଡ଼ ରିସ୍କ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ । ଇରାନର ନତାଞ୍ଜ, ଫୋର୍ଡୋ ଓ ଇସ୍ଫହାନରେ ଥିବା ୟୁରାନିୟମ ସମୃଦ୍ଧିକରଣସ୍ଥଳ ଉପରେ ଆକ୍ରମଣ କରିଛି ଆମେରିକା । ଫୋର୍ଡୋ ପରମାଣୁ ସାଇଟ ଉପରେ ବୋମାର ପୂରା ପେଲୋଡ୍…

ଇରାନ ଉପରେ ଆମେରିକାର ଆକ୍ରମଣ: କେମିତି ଟ୍ରମ୍ପଙ୍କୁ ମନାଇଲେ ନେତାନ୍ୟାହୁ?

ନୂଆଦିଲ୍ଲୀ: ଏବେ ମଧ୍ୟପ୍ରାଚ୍ୟରେ ଭାଳେଣି ପଡିଛି । ଆମେରିକାର ଏଣ୍ଟ୍ରି ଇରାନ ଏବଂ ଇସ୍ରାଏଲ ଯୁଦ୍ଧକୁ ଆହୁରି ତୀବ୍ର କରିଛି । ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷପଣାସ୍ତ୍ର ଇରାନ ବର୍ଷା କରିଥିବା ବେଳେ, ଆଜି ଇସ୍ରାଏଲ ମଧ୍ୟ ଇରାନ ଉପରେ ଏକ…

ଇନ୍ଦୋର-ଭୁବନେଶ୍ୱର ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି; ରନୱେରୁ ଫେରିଲା

ଭୁବନେଶ୍ୱର: ଇନ୍ଦୋରରୁ ଭୁବନେଶ୍ୱର ଯାଉଥିବା ଇଣ୍ଡିଗୋ ବିମାନ '6E 6332' (ଏୟାରବସ୍ A320 ନିଓ ବିମାନ) ସୋମବାର ଦିନ ମଝି ରନୱେରୁ ଫେରି ଯାଇଛି। ସୂଚନା ଅନୁଯାୟୀ, ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିରେ ୧୪୦ ଜଣ ଯାତ୍ରୀ…

ଯଦି ବନ୍ଦ ହୁଏ ହରମୁଜ୍ ପ୍ରଣାଳୀ, କେତେ ପ୍ରଭାବିତ ହେବ ଭାରତ?

ନୂଆଦିଲ୍ଲୀ: ଆମେରିକା ମଧ୍ୟ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରବେଶ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକା ଇରାନର ୩ଟି ପରମାଣୁ ଘାଟି ଉପରେ ବୋମା ପକାଇବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ଗଭୀର ହୋଇଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି…

ଶତ୍ରୁକୁ ଚେତାବନୀ ଦେଲେ ଖାମେନେଇ: କହିଲେ,’କଠୋର ଦଣ୍ଡ ମିଳିବ’, ହେଲେ ଆମେରିକାର ନାଁ ନେଲେନି….

ନୂଆଦିଲ୍ଲୀ: ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ଏବେ ରକ୍ତର ଚାଉଳ ଚୋବାଉଛନ୍ତି ଇରାନ ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଖାମେନେଇ। ଆକ୍ରମଣ ପରେ ଖାମେନେଇ ଏବେ କ୍ରୋଧିତ ହୋଇ ଇସ୍ରାଏଲ ଉପରେ ରାଗ ସୂଜାଉଥିଲା ବେଳେ, ଆମେରିକାର ନାମ ନନେଇ ପୁଣି କଡ଼ା ଧମକ ଦେଇଛନ୍ତି। ଶତ୍ରୁକୁ ଦଣ୍ଡ…

ଖରାପ ପାଗରେ ବିମାନ ଉଡ଼ାଣ ପାଇଁ DGCA ଜାରି କଲା ନୂଆ ନିୟମ…

ନୂଆଦିଲ୍ଲୀ: ବିମାନ ଚଳାଚଳ ନିୟାମକ DGCA ଖରାପ ପାଗରେ ବିମାନ ଉଡ଼ାଣ ପାଇଁ ଏହାର ନିୟମକୁ ଅପଡେଟ୍ କରିଛି । ନୂତନ ନିୟମ ଅନୁଯାୟୀ, ବିମାନ ସମୟସାରଣୀ ଅପେକ୍ଷା ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ପାଗ ଖରାପ କିମ୍ବା ବିପଦପୂର୍ଣ୍ଣ ହୁଏ, ତେବେ ପାଇଲଟମାନଙ୍କୁ…

ଇରାନ ଉପରେ ଆକ୍ରମଣ ବେଳେ ଭାରତୀୟ ଆକାଶ ପଥ ବ୍ୟବହାର କରିଥିଲା ​​କି ଆମେରିକା?

ନୂଆଦିଲ୍ଲୀ: ଆମେରିକାର ଲଢ଼ୁଆ ବିମାନ ଇରାନ ବିରୁଦ୍ଧରେ ଆକ୍ରମଣ କରିବା ପାଇଁ ଭାରତୀୟ ଆକାଶ ସୀମା ବ୍ୟବହାର କରିଥିବା କିଛି ସୋସିଆଲ ମିଡିଆର ଦାବିକୁ ଭାରତ ଖାରଜ କରିଛି। ଆମେରିକା ତିନୋଟି ଇରାନ ପରମାଣୁ ସ୍ଥାନ ଉପରେ ବୋମା ପକାଇଥିଲା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପ୍ରତିଶୋଧ…