Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଡୁରୁ ବାହାରିଲା ଆଙ୍ଗୁଠି; ଖୋଳତାଡ଼ ଆରମ୍ଭ କଲା FDA

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଆମ୍ବେଗାଓଁ ତାଲୁକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡିମ୍ବେର ଏକ ମିଠା ଦୋକାନର ଲଡୁ ଭିତରୁ ଏକ ମଣିଷ ଆଙ୍ଗୁଠି ମିଳିଛି। ଯାହା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋହେ ବୁଡ୍ରୁକର…

ବିରଳ ଜି ବ୍ଲଡ଼ ଗ୍ରୁପ ଆବିଷ୍କାର କଲେ ଗବେଷକ

ନୂଆଦିଲ୍ଲୀ: ଫ୍ରାନ୍ସର ଗବେଷକମାନେ ଏକ ଭିନ୍ନ ପ୍ରକାରର ବ୍ଲଡ଼ ଗ୍ରୁପ ଆବିଷ୍କାର କରିଛନ୍ତି। ଯାହାକି ସମଗ୍ର ବିଶ୍ବରେ କେବଳ ଜଣେ ମହିଳାଙ୍କ ପାଖରେ ହିଁ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ଲଡ଼ ଗ୍ରୁପଟି ଅନ୍ୟ ୪୭ ରକ୍ତ ଗ୍ରୁପର ସହିତ ମେଳ ଖାଉନାହିଁ। ଫ୍ରାନ୍ସ…

ଆଉ ଜଣେ ରାଜା ରଘୁବଂଶୀ; ବିବାହର ମାସେ ପରେ ସ୍ବାମୀଙ୍କୁ ମାରିଦେଲେ!

ହାଇଦ୍ରାବାଦ: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା କାହା ମନରୁ ଲିଭିନଥିବା ବେଳେ ଆନ୍ଧ୍ରପ୍ରଦେଶର ନନ୍ଦୟାଲ ଜିଲ୍ଲାରୁ ସେହିପରି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ସେଠାକାର ସୁକାଲିମେଟ୍ଟା ଅଞ୍ଚଳର ଏଚଏନଏସଏସ କେନାଲ ନିକଟରେ ୩୨ ବର୍ଷୀୟ ତେଜେଶ୍ୱରଙ୍କ ମୃତଦେହ ମିଳିଛି। ସୂଚନା…

ଯମୁନୋତ୍ରୀରେ ଭୂସ୍ଖଳନ; ଜଣେ ମୃତ,କିଛି ଯାତ୍ରୀ ଫସି ରହିଥିବା ଆଶଙ୍କା

ଉତ୍ତରାଖଣ୍ଡ: ଉତ୍ତରକାଶୀର ଯମୁନୋତ୍ରୀ ପଦଯାତ୍ରା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାରେ ହଠାତ୍ ଭୂସ୍ଖଳନ ଯୋଗୁଁ ଯାତ୍ରୀମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି ଅଘଟଣରେ ମାଟି ଅତଡା ତଳେ ୩ ଜଣ ଶ୍ରଦ୍ଧାଳୁ ପୋତି ହୋଇ ପଡିଥିବା ଆଶଙ୍କା କରାଯାଉଛି। ଜିଲ୍ଲା ବିପର୍ଯ୍ୟୟ…

ପ୍ରଥମ ଗଲ୍ଫ ଦେଶ ଭାବେ ଓମାନରେ ଆୟକର ଲାଗୁ

ଦୁବାଇ: ଗଲ୍ଫ ଦେଶ ମଧ୍ୟରେ ଓମାନ ପ୍ରଥମ ଦେଶ ଭାବେ  ଦେଶରେ ଆୟକର ଲାଗୁ କରିବା ନେଇ ଘୋଷଣା କରିଛି। ବର୍ତ୍ତମାନ ଉପସାଗରୀୟ ଦେଶ ମାନଙ୍କରେ ଶ୍ରମିକ ଏବଂ ଚାକିରିଆଙ୍କ ଉପରେ କୌଣସି ପ୍ରକାରର  ଆୟକର ଲାଗୁ କରାଯାଇନାହିଁ। ତେବେ ଓମାନ ସରକାରଙ୍କ ନୂତନ ଟିକସ ଆଇନ ଅନୁଯାୟୀ  ଯେଉଁମାନଙ୍କର…

ସମ୍ଭାବ୍ୟ ଆକ୍ରମଣ ନେଇ ନାଗରିକଙ୍କୁ ସଚେତନ କଲା ଆମେରିକା

ୱାଶିଂଟନ: ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂଆ ଆଡଭାଇଜରି ଜାରି କରିଛି। ଯେଉଁଥିରେ ଦେଶ ମଧ୍ୟରେ "ସମ୍ଭାବ୍ୟ ଆକ୍ରମଣ ତଥା ହିଂସା" ବିଷୟରେ ଚେତାବନୀ ଦିଆଯାଇଛି। ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚଏସ) ଦ୍ୱାରା ଏହା ଜାରି କରାଯାଇଛି।…

ପୁଣି ଇରାନର ଫୋର୍ଡୋରେ ଥିବା ଭୂତଳ ପରମାଣୁ କେନ୍ଦ୍ର ଉପରକୁ ଆକ୍ରମଣ: ଆଇଏଇଏ କହିଲା, ‘ଭାରୀ କ୍ଷତି ସହିବ’

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ଏବେ ତୀବ୍ର ହୋଇଛି ଇରାନ ଇସ୍ରାଏଲ ଯୁଦ୍ଧ । ରକ୍ତ ଚାଉଳ ଚୋବାଉଥିବା ଇରାନ ଏବେ ଇସ୍ରାଏଲ ଉପରେ ୫୫୦ କ୍ଷେପଣାସ୍ତ୍ର ବର୍ଷା କରିସାରିଲାଣି । ଯେଉଁଥିରେ ଅତିଷ୍ଟ ହୋଇ ଆଜି ସକାଳେ ପୁଣି ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଯେଉଁଥିରେ ଇରାନର…

ଇରାନର ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ନିଷ୍ପତି ପରେ ଚୀନକୁ ଏହି ଅନୁରୋଧ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ନିଷ୍ପତି ନେଇଛି ଇରାନ। ଯାହାଦ୍ବାରା ବିଶ୍ଵ ବାଣିଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏହି ନିଷ୍ପତ୍ତିରୁ ଇରାନ କିଭଳି ଓହରିବ, ସେଥିପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ…

ଇରାନ ଆକାଶରେ ଆମେରିକାର ବି-୨: ୩୭ ଘଣ୍ଟା ପର୍ଯ୍ୟନ୍ତ କେମିତି ପାଇଲଟ କାଟିଥିଲେ ସମୟ?

ନୂଆଦିଲ୍ଲୀ: ଇରାନର ୩ଟି ପରମାଣୁ ସ୍ଥାନ ଉପରେ ବଙ୍କର ବଷ୍ଟର ବୋମା ପକାଇବା ପରେ, B-2 ବୋମାବର୍ଷୀ ବିମାନ ଆମେରିକା ଫେରି ଆସିଛି । ଏହାର ୩୭ ଘଣ୍ଟାର ଅପରେସନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୋମାବର୍ଷୀର ପାଇଲଟମାନଙ୍କୁ ପ୍ରଶଂସା କରିଛନ୍ତି। ନର୍ଥ୍ରପ୍ ଗ୍ରୁମନ୍ କମ୍ପାନୀର…

ଆମେରିକାର ଆକ୍ରମଣ…ଜବାବି ହମଲା କରିବ କି ଇରାନ୍ ?

ନୂଆଦିଲ୍ଲୀ: ଇରାନ ଉପରେ ହମଲା କରି ନିଜ କାର୍ଯ୍ୟକାଳରେ ସବୁଠୁ ବଡ଼ ରିସ୍କ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ । ଇରାନର ନତାଞ୍ଜ, ଫୋର୍ଡୋ ଓ ଇସ୍ଫହାନରେ ଥିବା ୟୁରାନିୟମ ସମୃଦ୍ଧିକରଣସ୍ଥଳ ଉପରେ ଆକ୍ରମଣ କରିଛି ଆମେରିକା । ଫୋର୍ଡୋ ପରମାଣୁ ସାଇଟ ଉପରେ ବୋମାର ପୂରା ପେଲୋଡ୍…