Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

PM Modi: ଏହି ୩ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ଫୋକସରେ ବିଶ୍ୱାସ,ବିକାଶ ଏବଂ ରଣନୈତିକ ସହଭାଗୀତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିସେମ୍ବର୧୫ ରୁ ୧୮ ପର୍ଯ୍ୟନ୍ତ ବିଦେଶ ଯାତ୍ରା ବିଷୟରେ ବୈଦେଶିକ ମନ୍ତ୍ରଣାଳୟ ବିସ୍ତୃତ ସୂଚନା ପ୍ରଦାନ କରିଛି। ଏହି ଯାତ୍ରାରେ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ଅନ୍ତର୍ଭୁକ୍ତ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ,…

Tej Pratap Yadav announced: ତେଜ ପ୍ରତାପ ଯାଦବଙ୍କ ବଡ଼ ଘୋଷଣା;ମୋ ଦଳ ବଙ୍ଗଳା ଓ ୟୁପି …

ନୂଆଦିଲ୍ଲୀ: ଜନଶକ୍ତି ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ନିରନ୍ତର ବିସ୍ତାର କରୁଛି । ଆମ ଦଳ ପଶ୍ଚିମବଙ୍ଗ ଏବଂ ୨୦୨୭ରେ ଉତ୍ତର ପ୍ରଦେଶରେ ମଧ୍ୟ ନିର୍ବାଚନ ଲଢ଼ିବ। ଶୁକ୍ରବାର ଦିନ, ତେଜ ପ୍ରତାପ ଯାଦବ କହିଥିଲେ ଯେ…

Census of India 2027: ୨ଟି ପର୍ଯ୍ୟାୟରେ ହେବ ଜନଗଣନା….୧୨ହଜାର କୋଟି ବଜେଟ୍ ମଞ୍ଜୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ପ୍ରମୁଖ ନିଷ୍ପତ୍ତି ନେଇଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ''୨୦୨୭ ଜନଗଣନା ସମ୍ପର୍କରେ ଏକ…

ଈ-ସିଗାରେଟ୍ କ’ଣ ? TMC ସାଂସଦଙ୍କ ଉପରେ ଅଭିଯୋଗ ପରେ ଜାଣନ୍ତୁ ରୋଚକ କଥା

ନୂଆଦିଲ୍ଲୀ: ଭାରତୀୟ ସଂସଦକୁ ଦେଶର ସବୁଠାରୁ ସମ୍ମାନିତ ସଂସ୍ଥା ଭାବେ ଗଣାଯାଏ। କିନ୍ତୁ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଲୋକସଭା ଭିତରେ ଜଣେ ସାଂସଦ ଈ-ସିଗାରେଟ୍ (ଇଲେକ୍‌ଟ୍ରୋନିକ୍ ସିଗାରେଟ୍) ପିଇଥିବା ଅଭିଯୋଗ ଉଠିବା ପରେ ସଦନରେ ଭୟଙ୍କର ହଙ୍ଗାମା ଦେଖିବାକୁ ମିଳିଛି। ବିଜେପି ସାଂସଦ…

ଜୀବନ ବଞ୍ଚାଇବ ଆଣ୍ଡ୍ରୋଏଡ୍, ସ୍ମାର୍ଟଫୋନରେ ଆସିଲା Emergency Live Video

ନୂଆଦିଲ୍ଲୀ : ଗୁଗୁଲ୍ ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଫିଚର ‘ଇମରଜେନ୍ସି ଲାଇଭ୍ ଭିଡିଓ’ ଲଞ୍ଚ କରିଦେଇଛି। ଆଇଫୋନ୍‌ରେ ଏହି ଫିଚର ପୂର୍ବରୁ ଉପଲବ୍ଧ ଥିବା ବେଳେ ଏବେ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀ ମଧ୍ୟ ବିପଦ ସମୟରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ…

ଦୁନିଆର ସବୁଠାରୁ ଦାମୀ ଅଣ୍ଡା ଦେଉଥିବା କୁକୁଡ଼ା, ଯାହାର ମୂଲ୍ୟ ୪୦ ହଜାର !

ନୂଆଦିଲ୍ଲୀ: ଆପଣ କ’ଣ କେବେ ଭାବିଛନ୍ତି ଯେ ଗୋଟିଏ ଅଣ୍ଡା ଆପଣଙ୍କୁ ଧନୀ କରିପାରିବ? ନା ବୋଧହୁଏ! ଆମେ ଏଠି ବଜାରରେ ୧୦ରୁ ୧୫ ଟଙ୍କାରେ ମିଳୁଥିବା ସାଧାରଣ ଧଳା କିମ୍ବା ବାଦାମି ଅଣ୍ଡାର କଥା କହୁନାହୁଁ। ବିଶ୍ୱରେ ଏକ ଏଭଳି କୁକୁଡ଼ା ରହିଛି, ଯାହାର ଅଣ୍ଡାର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍…

NIA raids: ଆତଙ୍କବାଦୀ ନେଟୱାର୍କର ହେବ ପର୍ଦ୍ଦାଫାସ; ହଜାରିବାଗରେ NIAର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସନ୍ଦିଗ୍ଧ ଆତଙ୍କବାଦୀ ଶାହନୱାଜ ଆଲମ ସହ ଜଡିତ ଏକ ମାମଲାର ତଦନ୍ତ ପାଇଁ NIAର ଏକ ଦଳ ଝାଡ଼ଖଣ୍ଡର ହଜାରିବାଗରେ ପହଞ୍ଚିଛି। ଶାହନୱାଜ ଆଲମକୁ ୨୦୨୩ ମସିହାରେ ଗିରଫ କରାଯାଇଥିଲା। NIA ଦ୍ୱାରା ପ୍ରାପ୍ତ ଗୁଇନ୍ଦା ସୂଚନା ଆଧାରରେ ଏହି ଚଢାଉ କରାଯାଇଥିଲା। ଟିମ୍ ଟି ହଜାରିବାଗର…

ପ୍ରବଳ ପବନ ଯୋଗୁ ମାଗଣା ହେଲା ବିଦ୍ୟୁତ, ଜାଣନ୍ତୁ କାହିଁକି ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଫ୍ରାନ୍ସ ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଗତ ୯ ଡିସେମ୍ବର ଦିନ କିଛି ଘଣ୍ଟା ପାଇଁ ବିଦ୍ୟୁତ୍ ମୂଲ୍ୟ ସଂପୂର୍ଣ୍ଣ ଶୂନ୍ୟ ହୋଇଯାଇଥିଲା। ଏହି ଅଭୂତପୂର୍ବ ଘଟଣା ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଯଦିଓ ଏହା କେବଳ କିଛି ଘଣ୍ଟା ପାଇଁ ମୁକ୍ତ ବିଦ୍ୟୁତ୍ ଥିଲା, ତଥାପି ଏହାର ପଛର…

Myanmar military air strike: ସେନାର ଏୟାର ଷ୍ଟ୍ରାଇକରେ ହସ୍ପିଟାଲ ଧ୍ବଂସ; ୩୪ ମୃତ ଓ ୮୦ଆହତ

ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟରୁ ଏକ ଦୁଃଖଦ ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନାମୁତାବକ ରାତିସାରା ସେନା ଦ୍ୱାରା ହୋଇଥିବା ଏୟାରଷ୍ଟ୍ରାଇକ(Myanmar military air strike)ରେ ଏକ ସମ୍ପୂର୍ଣ୍ଣ ହସ୍ପିଟାଲ ଧ୍ୱଂସାବଶେଷରେ ପରିଣତ ହୋଇଯାଇଛି। ବୁଧବାର ରାତିରେ ଅରାକାନ୍…

ବଦଳିବ ‘ମନରେଗା ଯୋଜନା’ ନାଁ, କ୍ୟାବିନେଟ ବୈଠକରେ ମଞ୍ଜୁରୀ

ନୂଆଦିଲ୍ଲୀ: ପରିବର୍ତ୍ତନ ହେବ ମନରେଗା ଯୋଜନାର ନାମ। ମୋଦି ସରକାର MNREGA Scheme ର ନାଁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା…