Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

SBI କ୍ଲର୍କ ପାଇଁ ବାହାରିଲା ଅନେକ ପଦବୀ, ଆବେଦନର ଶେଷ ତାରିଖ ….

ନୂଆଦିଲ୍ଲୀ; ସରକାରୀ ଚାକିରି ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଏକ ବଡ଼ ସୁଯୋଗ ଆଣିଛି। SBI ଜୁନିୟର ଆସୋସିଏଟ୍ (କ୍ଲର୍କ) ପଦବୀ ପାଇଁ ୬,୫୮୯ଟି ପଦବୀ ପୂରଣ କରିବାକୁ ଯାଉଛି, ଯାହା ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରିବାର ଏକ…

Interim pm Sushila Karki: ଶପଥ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି; ଜାଣନ୍ତୁ ଭାରତ ସହ…

କାଠମାଣ୍ଡୁ : ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ କେପି ଶର୍ମା ଓଲିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା କାର୍କିଙ୍କ ଶପଥ ଗ୍ରହଣ କରିଛନ୍ତି । ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ…

Operation Sindoor: ଭାରତ ପାଇଁ ‘ଅପରେସନ ସିନ୍ଦୂର’ ଏକ ରିଆଲିଟି ଚେକ୍ ଥିଲା: ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ପୁଣେରେ ଆୟୋଜିତ ଦକ୍ଷିଣ କମାଣ୍ଡ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସେମିନାରରେ ଉଦବୋଧନ ଦେଇ ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଅପରେସନ ସିନ୍ଦୂରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଅପରେସନ ସିନ୍ଦୂର ବିଷୟରେ କହିବା ସମୟରେ ସେ କହିଥିଲେ ଯେ ଏହି ଅପରେସନ ଆମ…

ସବୁ ରାଜ୍ୟକୁ ଆଲର୍ଟ କଲେ ସରକାର, ଆସୁଛି ଆଉ ଏକ ମହାମାରୀ !

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ କେବଳ ଘରବାଡ଼ି ଏବଂ ଫସଲର କ୍ଷତି କରିନାହିଁ, ବରଂ ଏହା ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି – ଯାହା ହେଉଛି ମଶାଜନିତ ରୋଗଗୁଡ଼ିକର ବ୍ୟାପକ…

ଶୌଚାଳୟ ପାଲଟିଛି ଆକର୍ଷଣର କେନ୍ଦ୍ର

ବେଜିଂ: ଆପଣ କେବେ ବି ଚିନ୍ତା କରିଛନ୍ତି କି ଗୋଟିଏ ଶୌଚାଳୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜିବ । ଏହା ସତ୍ୟ । ଚୀନରେ ଏ ଭଳି ଏକ ଶୌଚାଳୟ ଅଛି ଯାହା ଭିତରକୁ ଗଲେ ତୁମେ ଏକ ଭିନ୍ନ ଦୁନିଆକୁ ଆସିଲା ପରି ଅନୁଭବ କରିବ । ହୁନହୁଆଙ୍କ ନାଇଟ ମାର୍କେଟରେ ସର୍ବସାଧାରଣଙ୍କ ପାଇଁ ଏହି ଶୌଚାଳୟ…

ବାଣ ଫୁଟାଇବା ଉପରେ କେବଳ ଦିଲ୍ଲୀ କାହିଁକି ସମଗ୍ର ଦେଶରେ ପ୍ରତିବନ୍ଧକ ଲଗାଯିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ସମୟରେ ବାଣଫୁଟା କାରଣରୁ ହେଉଥିବା ବାୟୁ ପ୍ରଦ୍ୟୁଷଣକୁ ନେଇ ସିଜେଆଇ ଜଷ୍ଟିସ୍ ବି.ଆର. ଗଭାଇ ସାରା ଦେଶରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜଷ୍ଟିସ୍ ଗଭାଇ କହିଛନ୍ତି ଯେ,…

ମାନହାନି ମାମଲା ବାତିଲ ପାଇଁ ଆବେଦନ ପ୍ରତ୍ୟାହାର କଲେ କଙ୍ଗନା, ସୁପ୍ରିମକୋର୍ଟ ଦେଇଥିଲେ କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ: ମାନହାନି ମାମଲାକୁ ନେଇ ଅଭିନେତ୍ରୀ ତଥା ବିଜେପି ନେତ୍ରୀ କଙ୍ଗନା ରାଣାୱତଙ୍କ ସମସ୍ୟା ବଢ଼ିଛି । ଏହି ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । କଙ୍ଗନା ରାଣାୱତ ସୁପ୍ରିମକୋର୍ଟରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବା ପାଇଁ ଆବେଦନ ପ୍ରତ୍ୟାହାର…

ଭଙ୍ଗ ହେଲା ନେପାଳ ସଂସଦ; ସୁଶୀଳା କାର୍କି ହେବେ ଅନ୍ତରୀଣ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳର ରାଜନୀତିରେ ବଡ଼ ମୋଡ଼। ଭଙ୍ଗ ହେଲା ନେପାଳ ସଂସଦ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସଂସଦକୁ ଭାଙ୍ଗି ଦେଇଛନ୍ତି ଏବଂ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରିଛନ୍ତି। ଶୁକ୍ରବାର ରାତି ୯ଟା (ଭାରତୀୟ ସମୟ ୮.୪୫) ରେ…

ସେଓ ଚାଷୀଙ୍କୁ ରେଲୱେର ବଡ଼ ଭେଟି, କାଶ୍ମୀରରୁ ଦିଲ୍ଲୀ ଯାଏ ଗଡ଼ିବ ସେଓ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ସେଓ ଚାଷୀଙ୍କୁ ରେଲୱେ ପକ୍ଷରୁ ବଡ଼ ଭେଟି। କାଶ୍ମୀର ଘଟୀର ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ଦେଇ, ଭାରତୀୟ ରେଳବାଇ 'ଜଏଣ୍ଟ ପାର୍ସଲ ପ୍ରଡକ୍ଟ-ରାପିଡ୍ କାର୍ଗୋ ସର୍ଭିସ୍' (JPP-RCS) ଆରମ୍ଭ କରିଛି। ଏହି ସେବା ଅଧୀନରେ, ଏବେ କାଶ୍ମୀରର ତାଜା ସେଓ ସିଧାସଳଖ ଦିଲ୍ଲୀର ବଜାରରେ ପହଞ୍ଚିବ,…

Vaishno devi yatra: ମାତା ବୈଷ୍ଣୋ ଦେବୀଙ୍କ ଭକ୍ତଙ୍କ ପାଇଁ ଆସିଛି ଖୁସି ଖବର;ପୁଣି ଏହି ଦିନରୁ ଆରମ୍ଭ ହେବ…

ନୂଆଦିଲ୍ଲୀ:ଶ୍ରୀ ମାତା ବୈଷ୍ଣୋଦେବୀ ଯାଉଥିବା ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର। ଖରାପ ପାଗ ଏବଂ ଟ୍ରାକ୍ ର ଆବଶ୍ୟକ ମରାମତି କାର୍ଯ୍ୟ ଯୋଗୁଁ ଯାତ୍ରା କିଛି ଦିନ ପାଇଁ ବନ୍ଦ କରାଯାଇଥିଲା। ଏବେ ଏହା ସେପ୍ଟେମ୍ବର ୧୪ ରୁ ପୁଣି ଆରମ୍ଭ ହେବାକୁ ଯାଉଛି। ଯାତ୍ରା ପୁନଃଆରମ୍ଭ ଏବଂ ଦର୍ଶନ ପାଇଁ…