Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Maoist leader surrender: ମାଓ ସଙ୍ଗଠନକୁ ଶକ୍ତ ଝଟକା, ହାର୍ଡକୋର୍ ମାଓ ନେତ୍ରୀ ସୁଜାତାର ଆତ୍ମସମର୍ପଣ

ହାଇଦ୍ରାବାଦ: ମାଓ ସଙ୍ଗଠନକୁ ପୁଣି ଶକ୍ତ ଝଟକା। ଧିରେ ଧିରେ ଭାଙ୍ଗୁଛି ମାଓଗଡ଼। ପୁଣି ଜଣେ ହାର୍ଡକୋର୍ ମାଓ ନେତ୍ରୀଙ୍କର ଆତ୍ମସମର୍ପଣ। ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓ ନେତ୍ରୀ ସୁଜାତା। ସୂଚନା ଅନୁସାରେ ସୁଜାତା ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର ରାଶି। ମାଓ…

କଙ୍ଗୋରେ ଦୁଇ ବୋଟ ଦୁର୍ଘଟଣାରେ ୧୯୩ ମୃତ, ମୃତକଙ୍କ ମଧ୍ୟରେ ଛାତ୍ର..

କଙ୍ଗୋ: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଉତ୍ତର-ପଶ୍ଚିମ ଇକ୍ୱାଟୁର୍ ପ୍ରଦେଶର ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଡଙ୍ଗା ଦୁର୍ଘଟଣା ଘଟି ପ୍ରାୟ ୧୯୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନେକ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି। ତେବେ ଏହି ଦୁଇଟି ଘଟଣା ଯଥାକ୍ରମେ ବୁଧବାର ଏବଂ…

PM Modi Manipur Visit: ମିଜୋରାମକୁ ମୋଦିଙ୍କ ଭେଟି: ଉଦଘାଟନ କଲେ ପ୍ରଥମ ରେଳ ଲାଇନ…୩ଟି ଟ୍ରେନକୁ ପତାକା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଟି ରାଜ୍ୟ ଗସ୍ତରେ ଅଛନ୍ତି । ଆଜି ପ୍ରଥମ ଦିନରେ ସେ ପ୍ରଥମେ ମିଜୋରାମରେ ପହଞ୍ଚିଛନ୍ତି । ସେ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମଣିପୁର, ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ସେ ପାଞ୍ଚଟି…

India congratulated Sushila Karki: ଆମେ ଏକାଠି କାମ କରିବୁ, ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଏଭଳି…

ନୂଆଦିଲ୍ଲୀ: ନେପାଳରେ ହିଂସା ପରେ, ସୁଶୀଳା କାର୍କି ଏବେ ଅନ୍ତରୀଣ ସରକାର ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଛି। ଏହାସହ ଭାରତ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆଶା ପ୍ରକାଶ…

‘ଶୁଳ୍କ ନଷ୍ଟ କରିଛି ଭାରତ ସହିତ ସମ୍ପର୍କ’, ସ୍ବୀକାର କଲେ ଟ୍ରମ୍ପ, କହିଲେ ‘ଏବେ ରୁଷ ଉପରେ…’

ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ବିବାଦ ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଭାରତକୁ ଧମକ ଦେଇଥିବା ଟ୍ରମ୍ପଙ୍କ ସ୍ବର ଏବେ ଭାରତ ଭଲ ବନ୍ଧୁ ଦେଶ ବୋଲି ବାରମ୍ବାର ବୟାନ ଦେଉଛନ୍ତି । ଭାରତ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ…

Earthquake Jolts Russia’s Kamchatka: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ରୁଷିଆ, ୨ ମାସରେ ୨ୟ ଭୟଙ୍କର,…

ନୂଆଦିଲ୍ଲୀ: ରୁଷିଆରେ ଆଜି ପୁଣି ଏକ ଭୟଙ୍କର ଭୂମିକମ୍ପ ହୋଇଛି । ରୁଷର କାମଚଟକାରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳଷ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ମାପ କରାଯାଇଛି। ରୁଷର ପୂର୍ବରେ ଥିବା ସମାନ ଅଞ୍ଚଳ କାମଚଟକା ଗତ ଜୁଲାଇ ମାସରେ ଭୂମିକମ୍ପରେ ଥରିଉଠିଥିଲା । ଯାହା…

ଆଉ ୬ମାସ ବଢ଼ିଲା ପିଏମ୍ କିଷାନ ଅବଧି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କେୱାଇସି ସମୟ ସୀମାକୁ ଛଅ ମାସ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବଧି ବୃଦ୍ଧିର ଲକ୍ଷ୍ୟ ହେଉଛି ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା…

୨ ବର୍ଷର ହିଂସା ପରେ ମୋଦିଙ୍କ ପ୍ରଥମ ମଣିପୁର ଗସ୍ତ, ଜାଣନ୍ତୁ କଣ ରହିଛି ଖାସ୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତ କରିବେ। ସେ ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ ବିସ୍ଥାପିତ ଲୋକଙ୍କ ସହିତ ଆଲୋଚନା କରିବେ। ରାଜ୍ୟରେ ହୋଇଥିବା ଜାତିଗତ ହିଂସାର ୨ ବର୍ଷ ପରେ ଏହା ମୋଦିଙ୍କର ପ୍ରଥମ ମଣିପୁର ଗସ୍ତ ହେବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ…

ମାର୍ଚ୍ଚ ୨୦୨୬ରେ ନେପାଳରେ ହେବ ନିର୍ବାଚନ, ଦେଶ ପାଇବ ନୂଆ ସରକାର

କାଠମାଣ୍ଡୁ: ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ କ୍ଷମତା ଗ୍ରହଣ କରିବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ନେପାଳରେ ୨୧ ମାର୍ଚ୍ଚ ୨୦୨୬ରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ନେପାଳ ଏକ…

Truck Runs Over Ganesh Visarjan Devotees:ଗଣେଶ ଭସାଣ ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୮ ମୃତ, ୨୦…

ନୂଆଦିଲ୍ଲୀ: ଗଣେଶ ମହୋତ୍ସବ ମଧ୍ୟରେ କର୍ଣ୍ଣାଟକର ହସନ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ଆସିଛି। ଶୁକ୍ରବାର ରାତିରେ ଏଠାକାର ଏକ ଗାଁରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଉପରେ ଏକ ଅନିୟନ୍ତ୍ରିତ ଟ୍ରକ୍ ମାଡ଼ିଗଲା । ଶୋଭାଯାତ୍ରାରେ ସାମିଲ ଥିବା ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଲୋକ ଆହତ…