Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନବୀନ ନିବାସରେ ବାଲେଶ୍ଵର ବିଜେଡି କଳି….

ଭୁବନେଶ୍ବର: ନବୀନ ନିବାସରେ ପହଞ୍ଚିଲା ବାଲେଶ୍ଵର ବିଜେଡି କଳି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଜିଲ୍ଲା ସଭାପତି କରିବାକୁ ଦାବି ହୋଇଛି । ଏନେଇ ଆଜି ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ ଆସି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।…

Nepal Gen Z Unrest: ପ୍ଲିଜ ମୋତେ ବଞ୍ଚାଇ ଦିଅ…. ନେପାଳରେ ଫସିଥିବା ଭାତୀୟ ମହିଳାଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ : ଯୁଦ୍ଧଭୂମିରେ ପରିଣତ ହେଲା ନେପାଳ ରାଜଧାନୀ । ସଂସଦ ଭବନରେ ଲଗାଇଲେ ନିଆଁ, ଆଉ ଲୁହବୁହା ଗ୍ୟାସ୍‌ରେ ଅଣନିଶ୍ବାସୀ ଯୁବପିଢ଼ି... ହସ୍ପିଟାଲରେ ବେଡ୍‌ର ସଂକଟ ଦେଖାଦେଉଛି...ରାସ୍ତାରେ ଆମ୍ବୁଲାନ୍ସର ସାଇରନ୍‌ ଶୁଭୁଛି...ଏକ ଯୁଦ୍ଧଭୂମିରେ ପରିଣତ ହୋଇଛି ନେପାଳର…

Nepal Gen Z Protest: ରାତିରେ କାଠମାଣ୍ଡୁକୁ କବଜା କଲା ସେନା, ତଥାପି ଥମୁନି ବିଦ୍ରୋହର ବହ୍ନି, ଏବେ କ’ଣ…

ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ବ୍ୟାନ ଏବଂ ଦୁର୍ନୀତି ଅଭିଯୋଗରେ ନେପାଳରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଏକ ଭୟଙ୍କର ଏବଂ ବିପଜ୍ଜନକ ରୂପ ନେଇଛି । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କ ସହିତ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଏହା ପରେ…

VP CP Radhakrishnan: ଦେଶର ନୂଆ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କ ସୁରକ୍ଷା ବୃଦ୍ଧି, Z+ କଭର ସହିତ ସୁରକ୍ଷା ଦେବେ…

ନୂଆଦିଲ୍ଲୀ: ବଢିଲା ଉପରାଷ୍ଟ୍ରପତିଙ୍କ ସୁରକ୍ଷା । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) 'Z+' ବର୍ଗର କଭର ଅଧୀନରେ ଭାରତର ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଛି । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦାଧିକାରୀଙ୍କ ନିକଟତମ ସୁରକ୍ଷା ପାଇଁ ଏଲିଟ୍…

Sweden’s health minister collapses: ମନ୍ତ୍ରୀ ପଦ ପାଉ ପାଉ ଟଳିପଡିଲେ ସ୍ବାସ୍ଥ୍ୟମନ୍ତ୍ରୀ, ମଞ୍ଚ ଉପରେ…

ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ମଞ୍ଚରେ ଅଚେତ ହୋଇଗଲେ ସ୍ବାସ୍ଥ୍ୟମନ୍ତ୍ରୀ । ସ୍ୱିଡେନର ନବନିଯୁକ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଏଲିସାବେଟ୍ ଲାନ୍ ମଙ୍ଗଳବାର ଏକ ଲାଇଭ୍ ପ୍ରେସ୍ କନଫରେନ୍ସ ସମୟରେ ଅଚେତ ହୋଇ ତଳେ ପଡ଼ିଗଲେ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ…

India-US trade talks: ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ, ଟାରିଫ ବିବାଦର ସମାଧାନ ପାଇଁ ଭରପୂର ଉଦ୍ୟମ

ନୂଆଦିଲ୍ଲୀ: ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ। ପୁଣି ଭାରତ ଏବଂ ଆମେରିକା ହେବେ ଘନିଷ୍ଠ ବନ୍ଧୁ। କାରଣ ଟାରିଫ ବିବାଦର ସମାଧାନ ପାଇଁ ଚାଲିଛି ଭରପୂର ଉଦ୍ୟମ। ଟ୍ରମ୍ପ କହିଛନ୍ତି, ବାଣିଜ୍ୟ ପ୍ରତିବନ୍ଧକ ଦୂର ପାଇଁ ଜାରି ରହିଛି ଆଲୋଚନା। ବନ୍ଧୁ ମୋଦିଙ୍କ ସହ କଥା ହେବା ପାଇଁ କରିଛି ଅପେକ୍ଷା।…

Nepal Gen Z Protest: ନେପାଳ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା…ଶାନ୍ତି…

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ନେପାଳରେ ସୋସିଆଲ ମିଡିଆ ବ୍ୟାନ ଏବଂ ଦୁର୍ନୀତି ବିରୋଧରେ ପ୍ରତିବାଦ କ୍ରମାଗତ ଭାବରେ ହିଂସାତ୍ମକ ହେବାରେ ଲାଗିଛି। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, କ୍ୟାବିନେଟ ସୁରକ୍ଷା କମିଟି (Cabinet Committee on Security…

ଏବେ ହେଲିକପ୍ଟରରେ କେଦାରନାଥ ଯିବା ପାଇଁ ଦେବାକୁ ପଡିବ ୨ ଗୁଣା ଅଧିକ ଟଙ୍କା…

ଡେରାଡୁନ: ଏଥର ହେଲିକପ୍ଟରରେ କେଦାରନାଥ ଧାମକୁ ଯାତ୍ରା କରିବା ଶ୍ରଦ୍ଧାଳୁମାନଙ୍କୁ ମହଙ୍ଗା ପଡିବ । ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ (UCADA) ହେଲିକପ୍ଟର ଭଡ଼ା ୪୯ ପ୍ରତିଶତ ବୃଦ୍ଧି କରିଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଚୂଡ଼ାନ୍ତ ଅନୁମତି…

ସମ୍ପତି ପାଇଁ କୋର୍ଟରେ କରିସ୍ମା କପୁରଙ୍କ ଦୁଇ ପିଲା, ଜାଣନ୍ତୁ କଣ ରହିଛି ପୁରା ଘଟଣା…

ମୁମ୍ବାଇ: କରିସ୍ମା କପୁରଙ୍କ ଦୁଇ ସନ୍ତାନ ସମାଇରା ଏବଂ କିୟାନ୍ ସେମାନଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ଅଂଶ ପାଇବା ପାଇଁ ବର୍ତ୍ତମାନ୍ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ସେମାନଙ୍କ ସାବତ…

ଉପରାଷ୍ଟ୍ରପତି ନିର୍ବାଚନ: ୧୫ ଭୋଟ ଅବୈଧ, କ୍ରସ ଭୋଟିଂ ସଂଖ୍ୟା ଅସ୍ପଷ୍ଟ

ନୂଆଦିଲ୍ଲୀ: ଭାରତର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକୃଷ୍ଣନ ବିଜୟୀ ହୋଇଛନ୍ତି। ସେ ମୋଟ ୪୫୨ ଭୋଟ ପାଇଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ ପାଇ ପରାଜିତ ହୋଇଛନ୍ତି। ନିର୍ବାଚନରେ ୯୮.୨% ଭୋଟିଂ ହୋଇଥିଲା। କିନ୍ତୁ ୧୫ଟି ଭୋଟ ଅବୈଧ ଘୋଷିତ ହୋଇଛି।…