Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡିବାରେ ଲାଗିଛି । ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନିକଟରେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଏବଂ ତାଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କଲେ ସାଇପ୍ରସ୍‌ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି ଏହି ଗସ୍ତ ଏତେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ଗସ୍ତରେ ସାଇପ୍ରସରେ ପହଞ୍ଚିଛନ୍ତି। ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡେସ୍ ବିମାନବନ୍ଦରରେ ରେଡ କାର୍ପେଟ ବିଛାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ସାଇପ୍ରସ ଗସ୍ତରେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା; ପରିବାରକୁ ମୃତଦେହ ବଦଳରେ ଦିଆଗଲା ଦୁଇଟି ମୁଣ୍ଡ…

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପିଡୀତଙ୍କ ମୃତଦେହ ସେମାନଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଡିଏନଏ ମାଧ୍ୟମରେ ମୃତଦେହ ଚିହ୍ନଟ କରାଯାଉଥିବା ନେଇ ବିଜେ ମେଡିକାଲ୍ କଲେଜର ଅତିରିକ୍ତ ମେଡିକାଲ୍…

ଆସନ୍ତାକାଲି ରାଜକୀୟ ସମ୍ମାନ ସହ ହେବ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର

ଗୁଜୁରାଟ: ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ ହୋଇଛି । ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। ଆସନ୍ତାକାଲି ( ସୋମବାର ଦିନ) ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ରାଜକୋଟରେ ହେବ । ସୂଚନା ଅନୁଯାୟୀ,…

‘୪୯୮ଏ’ ଟି କାଫେ; ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ବ୍ୟକ୍ତି ହାତରେ ହାତକଡି ପକାଇ ଏଭଳି କଲେ…

ନୂଆଦିଲ୍ଲୀ: ଫିଲ୍ମରେ ହୁଏତ ଆପଣ ମାନେ ବହୁତ ଥର ଦେଖିଥିବେ ଯେ ମିଥ୍ୟା ଯୌତୁକ ନିର୍ଯାତନା ଓ ଘରୋଇ ହିଂସା ମାମଲାରେ କିପରି ପୁରୁଷ ମାନଙ୍କୁ ଫସାଇ ପ୍ରତାଡ଼ିତ କରାଯାଇଥାଏ କିନ୍ତୁ ଯଦି ଏହା ବାସ୍ତବ ଜୀବନରେ ଘଟେ ତାହେଲେ ପରିଣାମ କେତେ ଯେ ଭୟଙ୍କର ହେବ ତାହା କଳ୍ପନା ବି କରି ହେବନାହିଁ।…

ଆଉ ଏୟାର ଇଣ୍ଡିଆରେ ଯାତ୍ରା କରିବି ନାହିଁ; କାହିଁକି ଏଭଳି କହିଲେ ଡେଭିଡ୍ ୱାର୍ଣ୍ଣର

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କେବେବି ଏୟାର ଇଣ୍ଡିଆରେ ଯାତ୍ରା କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।…

ଭୁଶୁଡ଼ିଲା ବ୍ରିଜ; ନଦୀରେ ଭାସିଗଲେ ୨୫ରୁ ଅଧିକ ପର୍ଯ୍ୟଟକ, ୬ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି। ମିଳିଥିବା ଖବର ଅନୁସାରେ ବ୍ରିଜ ଭୁଶୁଡ଼ିବା ଯୋଗୁ ୬…

କ’ଣ ଏହି ହରମୁଜ୍ ପ୍ରଣାଳୀ? ଇରାନ- ଇସ୍ରାଏଲ ଯୁଦ୍ଧ କିପରି ଅନ୍ୟଦେଶକୁ କରିପାରେ ହଟହଟା…..

ନୂଆଦିଲ୍ଲୀ: ଇସ୍ରାଏଲ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଇରାନ ହରମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଚିନ୍ତା କରୁଛି। ଏକ ଇରାନୀ ସାଂସଦଙ୍କ ଦାବି ଅନୁଯାୟୀ ହରମୁଜ୍ ପ୍ରଣାଳୀ ବନ୍ଦ କରିବା ବିଷୟରେ ଚିନ୍ତା କରୁଛନ୍ତି। ଯଦି ଇରାନ ଏପରି ପଦକ୍ଷେପ ନିଏ, ତେବେ ତୈଳ ମୂଲ୍ୟ ବୃଦ୍ଧି ପାଇବ ଏବଂ…

ଅସୀମ ମୁନିରଙ୍କୁ ଆମେରିକା ନିମନ୍ତ୍ରଣ: ସଫା ସଫା ମନା କରିଦେଲା ହ୍ୱାଇଟ ହାଉସ….

ନୂଆଦିଲ୍ଲୀ: ପାକିସ୍ତାନ ଫିଲ୍ଡ ମାର୍ସଲ ଅସୀମ ମୁନିରଙ୍କୁ ୱାଶିଂଟନରେ ଚାଲିଥିବା ସାମରିକ ପରେଡ୍‌ରେ ଅତିଥି ଭାବରେ ନିମନ୍ତ୍ରଣ ପ୍ରସ୍ତାବକୁ ଖଣ୍ଡନ କରିଛି ହ୍ୱାଇଟ ହାଉସ। ଆମେରିକା କହିଛି ଯେ ପରେଡ୍ ପାଇଁ କୌଣସି ବିଦେଶୀ ସାମରିକ ନେତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ତେବେ ପୂର୍ବରୁ…

ଇସ୍ରାଏଲ୍-ଇରାନ ଯୁଦ୍ଧ…ବଢିଲେ ଅସମ୍ଭାଳ !

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଜୋରଦାର ହୋଇଛି ଯୁଦ୍ଧ। ଇସ୍ରାଏଲର ତେଲ ଅବୀବ ଓ ଇରାନର ତେହେରାନ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଜୀବନ ଯାଇଥିବା ବେଳେ ମାଟିରେ ମିଶିଛି ବହୁତଳ କୋଠା। ଯୁଦ୍ଧ ଆଉ ବଢିଲେ କିମ୍ବା ଅନ୍ୟ କୌଣସି ଦେଶ ଏଥିରେ ସାମିଲ ହେଲେ,0 ସ୍ଥିତି…