Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ….

ଅହମ୍ମଦାବାଦ: ଚିହ୍ନଟ ହେଲା ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ ଶରୀର। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଯାଉଥିବା ୨୪୨ ଜଣ ଯାତ୍ରୀ ମଧ୍ୟରେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରହିଥିଲେ। ବିମାନ ଦୁର୍ଘଟଣାରେ ମୃତ ଶରୀର ଗୁଡ଼ିକ…

‘ଚୀନ୍ ବିମାନ ଅପେକ୍ଷା ଭଲ ରାଫେଲ’, ପାକିସ୍ତାନ ଦାବିକୁ ପ୍ରତ୍ୟାଖ୍ୟାନ କରି କିଛି ଏପରି କହିଲା ଫରାସୀ…

ନୂଆଦିଲ୍ଲୀ: ପାକିସ୍ତାନର ମିଛ ପୁଣିଥରେ ସାମ୍ନାକୁ ଆସିଛି। ରାଫେଲ ତିଆରି କରୁଥିବା କମ୍ପାନୀ ଡାସଲ୍ଟ ଆଭିଏସନ୍‌ର ସିଇଓ ଏରିକ୍ ଟ୍ରାପିଅର୍, ଅପରେସନ୍ ସିନ୍ଦୂର ଅନ୍ତର୍ଗତ ସମ୍ପ୍ରତି ସାମରିକ ସଂଘର୍ଷ ସମୟରେ ତିନୋଟି ଭାରତୀୟ ରାଫେଲ୍ ଯୁଦ୍ଧ ବିମାନକୁ ଖସାଇ ଦେବାର ପାକିସ୍ତାନର ଦାବିକୁ…

ବିମାନ ଦୁର୍ଘଟଣାରେ ପୂର୍ବରୁ ପ୍ରାଣ ହରେଇଛନ୍ତି ଅନେକ ନେତା ଓ ପଦାଧିକାରୀ…

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଥିଲା । ଏହି ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରୁ କେବଳ ଜଣେ ବଞ୍ଚି ଯାଇଥିଲେ । ତଥାପି, ବିଜୟ ରୂପାନୀ ପ୍ରଥମ ନେତା ନୁହଁନ୍ତି ଯିଏ…

କେରଳରେ ଜରୁରୀକାଳୀନ ଅବତରଣ କଲା ବ୍ରିଟିଶ ଫାଇଟର ଜେଟ୍ 

ନୂଆଦିଲ୍ଲୀ: କେରଳର ତିରୁବନନ୍ତପୁରମରେ ଶନିବାର ଏକ ବ୍ରିଟିଶ ଲଢ଼ୁଆ ବିମାନ ଜରୁରୀକାଳୀନ ଅବତରଣ କରିଛି। ସୂଚନା ଅନୁଯାୟୀ, ଏହି ଲଢ଼ୁଆ ବିମାନ ଇନ୍ଧନ ଅଭାବରୁ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି। କମ ଇନ୍ଧନ ଯୋଗୁଁ ଶନିବାର ରାତି ପ୍ରାୟ ୯.୩୦ ସମୟରେ ବ୍ରିଟିଶ F-35 ଲଢ଼ୁଆ ବିମାନକୁ…

ପୁଣି ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, ‘ପୁରା ଶକ୍ତି ସହ ଜବାବ ଦେବ ଆମେରିକା’……

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣରେ ଆମେରିକାର କୌଣସି ଭୂମିକା ନାହିଁ। ଯଦି ଇରାନ…

ହେଲିକପ୍ଟର ଦୁର୍ଘଟଣା ପରେ ବଡ଼ ନିଷ୍ପତ୍ତି; ଚାରିଧାମରେ ​ନିଷେଧ ହେଲା ​ହେଲିକପ୍ଟର ସେବା

ଡେରାଡୁନ: ଆଜି ସକାଳେ ଉତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ, ଚାରିଧାମ ଯାତ୍ରା ସମୟରେ ଉପଲବ୍ଧ ହେଲିକପ୍ଟର ସେବାକୁ ନିଷିଦ୍ଧ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ UKADA ଏବଂ DGCA ଏହି…

ଇରାନ-ଇସ୍ରାଏଲ ସଂଘର୍ଷ…. ଯଦି ଯୁଦ୍ଧ ହୁଏ, କିଏ କାହା ଉପରେ ଭାରି ପଡିବ?

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଶନିବାର ରାତିରେ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏଥିରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଏବଂ ପରମାଣୁ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଇରାନକୁ ବହୁ କ୍ଷତି ସହିବାକୁ ପଡ଼ିଛି। ଇସ୍ରାଏଲର ଆକ୍ରମଣ ପରେ…

ଇରାନର ପରମାଣୁ ପ୍ରକଳ୍ପ ଏବଂ ଗ୍ୟାସ ଫିଲ୍ଡ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ, ତେହେରାନବି ଦେଲା ବାଲିଷ୍ଟିକ୍…

ନୂଆଦିଲ୍ଲୀ: ଶନିବାର ପୁଣି ଇସ୍ରାଏଲ ଇରାନର ତୈଳ ଭିତ୍ତିଭୂମି ଉପରେ ଏକ ବଡ଼ ଆକ୍ରମଣ କରିଛି। ଇରାନର ପରମାଣୁ ପ୍ରକଳ୍ପ ଏବଂ ଗ୍ୟାସ କ୍ଷେତ୍ର ଉପରେ ଇସ୍ରାଏଲର ବଡ଼ ଆକ୍ରମଣ କରିଥିବା ବେଳେ ତେହେରାନ ମଧ୍ୟ ଜବାବି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଗତକାଲି ରାତିରେ ତେଲ ଅଭିଭ ଏବଂ…

ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଜି-୭ ସମ୍ମିଳନୀରେ ଯୋଗଦେବେ 

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ୫ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ସକ୍ରିୟ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିବା ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ। ଯେଉଁଥିରେ ସେ…

କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୫ ମୃତ

ଡେରାଡୁନ: କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟର୍ ଟି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଖବର ମିଳିବା ପରେ ଦୁର୍ଘଟଣାସ୍ଥଳରେ ରେସ୍‌କ୍ୟୁ ଟିମ୍‌ ଓ ପୋଲିସ ପହଞ୍ଚି…