Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘କିଏ ଜାଣେ କେବେ କାହାର ଶେଷ ଯାତ୍ରା ହେବ’: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଭାବୁକ ହେଲେ ଅନୁପମ

ମୁମ୍ବାଇ: ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ଡ୍ରିମଲାଇନର ଦୁର୍ଘଟଣାରେ ବରିଷ୍ଠ ଅଭିନେତା ଅନୁପମ ଖେର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁଥିରେ ୨୬୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ବନା ଦେଇ ସେମାନଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଅନୁପମ । ଏନେଇ ନିଜ…

କେମିତି ବଞ୍ଚିଲେ ବିଶ୍ବାସ….କହିଲେ ସେ ଛାତିଥରା କାହାଣୀ…..

ଅହମ୍ମଦାବାଦ: କଥାରେ ଅଛି, ରଖିଲେ ହରି, ମାରିବ କିଏ?, ଏହି ଉକ୍ତିଟି  ବିଶ୍ବାସ କୁମାର ରମେଶଙ୍କ ପାଇଁ ଆଜି ସତ ହୋଇଯାଇଛି । ଏତେ ବଡ ଦୁର୍ଘଟଣା, ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ, ହେଲେ ବିମାନ ଦୁର୍ଘଟଣା ପରେ ନିଜେ ମୃତ୍ୟୁ ମୁହଁରୁ ଚାଲିକି ବାହାରି ଆସିଲେ । ଇଏ ଚମତ୍କାର ନୁହେଁ…

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ; ଫୁକେତରେ ଏମର୍ଜେନ୍ସି ଲ୍ୟାଣ୍ଡିଂ 

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେତରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଆସୁଥିଲା। କିନ୍ତୁ ଶୁକ୍ରବାର ଦିନ ବୋମା ଧମକ ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ…

ଗ୍ରାହକଙ୍କୁ ଆଶ୍ୱସ୍ତି: ଖସିଲା ଖୁଚୁରା ଦର, ମୁଦ୍ରାସ୍ଫୀତି ୨.୨୮%କୁ ହ୍ରାସ

ନୂଆଦିଲ୍ଲୀ: ଦେଶର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୨.୮୨%କୁ ହ୍ରାସ ପାଇଛି। ଗୁରୁବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ ୨.୮୨ ପ୍ରତିଶତ ରେ ପହଞ୍ଚିଛି, ଯାହା ଛଅ ବର୍ଷର ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି। ଏହା ଫେବୃଆରୀ ୨୦୧୯ ପରଠାରୁ…

ନବବଧୂଙ୍କ ପ୍ରଥମ ଉଡାଣ ବନିଗଲା ଶେଷ ଯାତ୍ରା: ସ୍ବାମୀଙ୍କୁ ଭେଟିବା ପୂର୍ବରୁ ଲିଭିଗଲା ଜୀବନ ଦୀପ…..

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ୨୪୧ ଲୋକଙ୍କ ପାଇଁ ଶେଷ ଯାତ୍ରା ଥିଲା । ଏହି ବିମାନରେ ଏମିତି ଅନେକ ଥିଲେ, ଯାହାଙ୍କର ଏହା ପ୍ରଥମ ଉଡାଣ ଥିଲା, ଆଉ ଦୁର୍ଭାଗ୍ୟବଶତଃ ଶେଷ ବି । ରାଜସ୍ଥାନର ବାଲୋତରା ଜିଲ୍ଲାର ବାସିନ୍ଦା ଖୁସବୁ ରାଜପୁରୋହିତଙ୍କର ମଧ୍ୟ ଅହମ୍ମଦାବାଦ ବିମାନ…

‘୧୨.୦୬’ ଲକି ନମ୍ବରରେ ଗଲା ରୂପାନୀଙ୍କ ଜୀବନ: ଝିଅ ଘରକୁ ଯିବା ବାଟରେ ଲିଭିଗଲା ଜୀବନ ଦୀପ….

ଅହମ୍ମଦାବାଦ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୦୦ ରୁ ଅଧିକ ଲୋକଙ୍କ ମଧ୍ୟରେ ଗୁଜରାଟର ୧୬ ତମ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ସାମିଲ ଥିଲେ । ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ…

ପରମାଣୁ ବନେଇଥାନ୍ତା ଇରାନ୍, ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍: ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି….

ନୂଆଦିଲ୍ଲୀ: ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଉପରେ ବଡ ଆକ୍ରମଣ । ଆଉ ସତକୁ ସତ ଇରାନ ଉପରେ ବଡ ଡ୍ରୋନ୍ ଆକ୍ରମଣ କରିଛି ଇସ୍ରାଏଲ୍ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଶୁକ୍ରବାର ସକାଳେ ଇରାନର ରାଜଧାନୀ ତେହେରାନ ଉପରେ ବଡ ଆକ୍ରମଣ କରିଛି।…

ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ସହାୟତାର ହାତ ବଢ଼ାଇଲା ୟୁଏସଏ

ନୂଆଦିଲ୍ଲୀ: ଅହମଦାବାଦରେ ଘଟିଥିବା ଦୁଃଖଦ ଦୁର୍ଘଟଣା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ସହାୟତାର ହାତ ବଢ଼ାଇଲା USA। ଦୁର୍ଘଟଣାର କାରଣ ଖୋଜିବା ପାଇଁ ଅଧିକ ଜ୍ଞାନକୌଶଳ ଦେବାକୁ ପ୍ରସ୍ତାବ। ଏନେଇ ନ୍ୟାସନାଲ୍‌…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ମେଡିକାଲରେ ଆହତଙ୍କୁ ଭେଟିଲେ….

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୁରୁବାର ମଧ୍ୟାହ୍ନ ପରେ ପରେ ଗୁଜୁରାଟ ଅହମ୍ମଦାବାଦରେ ଏକ ବଡ ବିମାନ ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳରେ…

ପୁଣି ହେବ କି ଆଉ ଏକ ଭୟଙ୍କର ଯୁଦ୍ଧ, ଇରାନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଆକ୍ରମଣର କାରଣ ଜଣାପଡ଼ି ନଥିବା ବେଳେ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। ଇରାନ ପ୍ରତି ଆକ୍ରମଣ କଲେ ବିଶ୍ଵ ପୁଣି ଏକ ଯୁଦ୍ଧକୁ ସାମ୍ନା କରିବା ନିଶ୍ଚିତ ବୋଲି କୁହାଯାଉଛି। ଇସ୍ରାଏଲ ରାଜଧାନୀ ତେହେରାନକୁ…