Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଔଷଧ ଦୋକାନ ଖୋଲିବାକୁ ଚାହୁଁଛନ୍ତି ? ଜାଣନ୍ତୁ କେମିତି ପାଇବେ ଲାଇସେନ୍ସ

ନୂଆଦିଲ୍ଲୀ: ଯଦି ଆପଣ ଏକ ଔଷଧ ଦୋକାନ ବା ମେଡିକାଲ ଷ୍ଟୋର ଖୋଲିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଔଷଧ ଦୋକାନ ଖୋଲିବା ଏତେ ସହଜ ନୁହେଁ; ଏହା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ଓ ଶିକ୍ଷାଗତ ଡିଗ୍ରୀ ଆବଶ୍ୟକ। ଯେମିତି ଡାକ୍ତର ହେବା ପାଇଁ MBBS, BDS…

ଚାଷୀଙ୍କ ୨୦ତମ କିସ୍ତିକୁ ନେଇ ଆସିଲା ବଡ଼ ଖବର, ୨୦ରେ ଆସିବ ଆକାଉଣ୍ଟକୁ ଟଙ୍କା

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଆନନ୍ଦର ଖବର। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ-କିସାନ) ଅଧୀନରେ ଚାଷୀମାନେ ପ୍ରତିବର୍ଷ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇଥାନ୍ତି, ଯାହା ତିନୋଟି ୨,୦୦୦ ଟଙ୍କାର ସମାନ କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ…

ମିଳିଲା ବ୍ଲାକ ବକ୍ସ;ଏଥିରେ ରେକର୍ଡ ହୋଇଛି ସବୁ ତଥ୍ୟ

ଗୁଜୁରାଟ: ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଏହି ଅଘଟଣ ପରେ ସାରା ଦେଶ ସ୍ତବ୍ଧ । ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଏହି ସମୟରେ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ବିମାନର…

ଅମ୍ବାନୀ ପରିବାରକୁ Z+ ସୁରକ୍ଷା; ଏଭଳି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପ୍ରଦାନ କରାଯାଉଥିବା ଜେଡ୍ ପ୍ଲସ୍ ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଦାୟର କରାଯାଇଥିବା ପିଆଇଏଲ୍ କୁ  ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟ କିଛି ଦିନ ତଳେ ଏକ ନିଷ୍ପତ୍ତି ଶୁଣାଇଥିଲେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା; ପତ୍ନୀଙ୍କ ଅସ୍ଥି ବିସର୍ଜନ ପାଲଟିଲା ଶେଷ ଯାତ୍ରା, ଲଣ୍ଡନରେ ଅପେକ୍ଷା କରିଛନ୍ତି କୁନି…

ଅହମ୍ମଦାବାଦ: ଅହମ୍ମଦାବାଦରେ ଗୁରୁବାର ଅପରାହ୍ନରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସାରା ଭାରତ ସ୍ତବ୍ଧ ହୋଇଯାଇଛି। ଏହି ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ କିଏ ନିଜ ସ୍ତ୍ରୀଙ୍କୁ ହରାଇଛନ୍ତି ତ କିଏ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ହରାଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଏକ…

ଇସ୍ରାଏଲ ଟାର୍ଗେଟରେ ଇରାନର ପରମାଣୁ ବୈଜ୍ଞାନିକ

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ କରିଛି ଆକ୍ରମଣ । ଏହା ଆଗକୁ କରାଳ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଇରାନର ପରମାଣୁ ଅଭିଯାନକୁ ଦୁର୍ବଳ କରିବା ପାଇଁ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ଓ ସେନା ସ୍ୱତନ୍ତ୍ର ମିଶନ ଚଳାଇଛନ୍ତି । ରିପୋର୍ଟ ମୁତାବକ ୨୦୦୭ ପରଠାରୁ ଇରାନର ୧୩ ପରମାଣୁ…

ଭାଗ୍ୟ ହେବ ଏମିତି; ୧୦ ମିନିଟ୍ ବିଳମ୍ବ ଯୋଗୁଁ ଫ୍ଲାଇଟ୍ ହେଲା ମିସ୍, ବଞ୍ଚିଗଲା ଜୀବନ

ଗୁଜୁରାଟ: ବେଳେବେଳେ ଆମ ଜୀବନରେ ଏପରି ଘଟେ, ଆମେ ସେହି ସମୟରେ ବୁଝି ପାରିନଥାଉ କାହିଁକି ଏମିତି ଘଟିଲା ଆଉ ନିଜ ଭାଗ୍ୟକୁ ଗାଳି ଦେଇଥାଉ । କିନ୍ତୁ ପରେ ଅନୁଭବ ହୁଏ ଭାଗ୍ୟ ବଳବାନ୍ ଥିଲା ଓ ଆମେ ବିପଦରୁ ରକ୍ଷା ପାଇଯାଇଛୁ । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଗତ ଗୁରୁବାର ଦିନ ଜଣେ…

ସକାଳେ ବିଜ୍ଞାପନ, ଅପରାହ୍ଣରେ ଦୁର୍ଘଟଣା: ଚର୍ଚ୍ଚାରେ ଖବରକାଗଜ ଫ୍ରଣ୍ଟପେଜ୍…

ଅହମ୍ମଦାବାଦ: ଅହମ୍ମଦାବାଦ ଦୁର୍ଘଟଣା ଭିତରେ ଚର୍ଚ୍ଚାରେ ଗୁଜୁରାଟ ଖବରକାଗଜର ଫ୍ରଣ୍ଟ୍ ପେଜ୍ । ସକାଳେ ବିଜ୍ଞାପନରେ ଦିଆଯାଇଥିବା ଦୃଶ୍ୟ, ଅପରାହ୍ଣରେ ସତରେ ପରିଣତ ହେଲା । ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ବିଜ୍ଞାପନ ଚର୍ଚ୍ଚାରେ ରହିଛି, ଯାହା…

‘କିଏ ଜାଣେ କେବେ କାହାର ଶେଷ ଯାତ୍ରା ହେବ’: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଭାବୁକ ହେଲେ ଅନୁପମ

ମୁମ୍ବାଇ: ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ଡ୍ରିମଲାଇନର ଦୁର୍ଘଟଣାରେ ବରିଷ୍ଠ ଅଭିନେତା ଅନୁପମ ଖେର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁଥିରେ ୨୬୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ବନା ଦେଇ ସେମାନଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଅନୁପମ । ଏନେଇ ନିଜ…

କେମିତି ବଞ୍ଚିଲେ ବିଶ୍ବାସ….କହିଲେ ସେ ଛାତିଥରା କାହାଣୀ…..

ଅହମ୍ମଦାବାଦ: କଥାରେ ଅଛି, ରଖିଲେ ହରି, ମାରିବ କିଏ?, ଏହି ଉକ୍ତିଟି  ବିଶ୍ବାସ କୁମାର ରମେଶଙ୍କ ପାଇଁ ଆଜି ସତ ହୋଇଯାଇଛି । ଏତେ ବଡ ଦୁର୍ଘଟଣା, ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ, ହେଲେ ବିମାନ ଦୁର୍ଘଟଣା ପରେ ନିଜେ ମୃତ୍ୟୁ ମୁହଁରୁ ଚାଲିକି ବାହାରି ଆସିଲେ । ଇଏ ଚମତ୍କାର ନୁହେଁ…