Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରମ୍ପଙ୍କ ନୂଆ ଭିିଡିଓ, ନୂଆ ବିବାଦ

ନୂଆଦିଲ୍ଲୀ: ଭିଡିଓ ପୋଷ୍ଟ କରି ନୂଆ ବିବାଦ ସୃଷ୍ଟି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ନିକଟରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏକ ଏଆଇ ଜେନେରେଟେଡ୍ ଭିଡିଓ ସେୟାର କରିଛନ୍ତି । ୪୫ ସେକେଣ୍ଡର ଏହି ଡିପଫେକ୍ ଭିଡିଓରେ ପୂର୍ବତନ ରାଷ୍ଟ୍ରପତି ବାରାକ…

ଶତ୍ରୁ ଦେଶ ସାବଧାନ୍ ! ବଦଳୁଛି ଭାରତର ଯୁଦ୍ଧନୀତି

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରରେ ସାରା ବିଶ୍ବରେ ଦମ୍ ଦେଖାଇଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଠିକଣାକୁ ଧ୍ବସ୍ତ କରିଥିଲା ଭାରତୀୟ ସେନା । ପୂରା ଅପରେସନରେ କମାଲ କରିଥିଲା ବ୍ରହ୍ମୋସ ମିସାଇଲ୍, ଆକାଶ ପ୍ରତିରକ୍ଷା ପ୍ରଣାଳୀ ପରି…

କଲେଜ କ୍ୟାମ୍ପସକୁ ଖସିଲା ବାୟୁସେନାର ଏୟାରକ୍ରାଫ୍ଟ, ଜଣେ ମୃତ

ଢ଼ାକା: ବାଂଲାଦେଶ ବାୟୁସେନାର FT-7BGI ଲଢ଼ୁଆ ବିମାନ ସୋମବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏହି ବିମାନଟି ଢାକାର ଏକ କଲେଜ କୋଠାରେ କ୍ରାଶ ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଙ୍କ ମୃତ୍ୟୁ ନେଇ ଆଶଙ୍କା…

ଇସ୍ରାଏଲ ଆକ୍ରମଣରେ ହମାସ କମାଣ୍ଡର ନିହତ; ୭୫ଟି ଆତଙ୍କବାଦୀ ଆଡ୍ଡା ଧ୍ବଂସ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆକ୍ରମଣ ଏବେ ବି ଜାରି ରହିଛି। ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଦାବି କରିଛି ଯେ, ସେମାନେ ହମାସ କମାଣ୍ଡର ବଶର ଥାବେଟଙ୍କୁ ହତ୍ୟା କରିଛନ୍ତି।ସେମାନେ ହମାସର ଅସ୍ତ୍ରଶସ୍ତ୍ର ଉତ୍ପାଦନ ମୁଖ୍ୟାଳୟରେ ଏହାର ବିକାଶ ଏବଂ ପ୍ରକଳ୍ପ ବିଭାଗର…

ହନିମୁନରେ ସ୍ୱାମୀକୁ ହତ୍ୟା କରି ଅନୁତାପ କରୁନାହାନ୍ତି ସୋନମ ରଘୁବଂଶୀ! ଜେଲରେ କେମିତି ଅଛନ୍ତି?

ଶିଲଂ: ମେଘାଳୟକୁ ହନିମୁନରେ ଯାଇଥିବା ବେଳେ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୋନମ ରଘୁବଂଶୀ ଶିଲଂ ଜେଲରେ ମାସେ ହେବ ଜେଲରେ ରହିଛନ୍ତି। କିନ୍ତୁ ସୂଚନା ଅନୁସାରେ, ସେ ନିଜ କାର୍ଯ୍ୟ ପାଇଁ କୌଣସି ଅନୁଶୋଚନା ପ୍ରକାଶ କରି ନାହାନ୍ତି ଏବଂ ତାଙ୍କ ପରିବାରର କେହି ତାଙ୍କୁ…

ତଦନ୍ତ ଏଜେନ୍ସିକୁ ବଡ଼ ଝଟକା: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ସୋମବାର ବମ୍ବେ ହାଇକୋର୍ଟ ୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ରାୟ ଅନୁଯୟୀ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ବୋମ୍ବେ ହାଇକାର୍ଟ। ଏହି ନିଷ୍ପତ୍ତି ଜଷ୍ଟିସ୍ ଅନିଲ କିଲୋର ଏବଂ ଜଷ୍ଟିସ୍…

ଚୁଟକିରେ ଆପଣଙ୍କ AI ଫୋଟୋ ବନାଇଦେବ ଇନଷ୍ଟାଗ୍ରାମ, ଜାଣନ୍ତୁ ଚମତ୍କାର ଉପାୟ

ନୂଆଦିଲ୍ଲୀ: ମେଟା AI ଭାରତରେ ତା’ର ନୂଆ ଫିଚର ‘ଇମାଜିନ ମି’ ଲଞ୍ଚ କରିଛି, ଯାହା ହ୍ୱାଟସଆପ, ଇନଷ୍ଟାଗ୍ରାମ ଓ ଫେସବୁକ ମେସେଞ୍ଜରରେ ଉପଲବ୍ଧ ହେବ। ଏହି ଫିଚର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ଆପଣଙ୍କ ଫୋଟୋକୁ ବିଭିନ୍ନ ସେଟିଂ ଓ ଷ୍ଟାଇଲରେ ବଦଳାଇବାର ସୁବିଧା ଦେଇଥାଏ।…

ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଖବର, ଡାକ୍ତର କହିଲେ ଆଉ ମାତ୍ର ଏତିକି ଦିନ….

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ଚର୍ଚ୍ଚିତ ନେତାଙ୍କ ମଧ୍ୟରୁ ଅନ୍ୟତମ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଵାସ୍ଥ୍ୟକୁ ନେଇ ନିକଟରେ ପ୍ରକାଶ ପାଇଥିବା ମେଡିକାଲ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଟ୍ରମ୍ପଙ୍କୁ ଆଖିରି କ’ଣ ହୋଇଛି? ତାଙ୍କ ରୋଗ କେତେ ଗମ୍ଭୀର ଓ…

ଏହି ପୋଷ୍ଟାଲ ସ୍କିମ୍‌ରେ ଡବଲ ହେବ ଟଙ୍କା, ପ୍ରତି ମାସ ପାଆନ୍ତୁ

ନୂଆଦିଲ୍ଲୀ: ପୋଷ୍ଟ ଅଫିସ କେବଳ ଚିଠି ପଠାଇବା କିମ୍ବା ପାଇବା ପାଇଁ ନୁହେଁ, ଏହା ଏକ ଏମିତି ଆର୍ଥିକ ପ୍ରତିଷ୍ଠାନ, ଯେଉଁଠାରେ ଆପଣଙ୍କ ସଞ୍ଚୟ ନିରାପଦ ରହିବା ସହ ନିୟମିତ ଆୟର ସୁଯୋଗ ମଧ୍ୟ ପ୍ରଦାନ କରେ। ଏହା ମଧ୍ୟରେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS) ହେଉଛି ଏକ ଏମିତି ଯୋଜନା, ଯାହା…

ନାଇଜରରେ ୨ ଭାରତୀୟଙ୍କୁ ହତ୍ୟା ସହ ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ

ନିଆମୀ: ଦକ୍ଷିଣ-ପଶ୍ଚିମ ନାଇଜରରେ ଏକ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଅପହରଣ ହୋଇଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି । ନାଇଜରର ଡୋସୋ ଅଞ୍ଚଳରେ ୧୫ ଜୁଲାଇରେ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ଦୁଃଖଦ…