Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭୦ ବର୍ଷ ପରେ ବିବାହ କଲେ ବୃଦ୍ଧ ପ୍ରେମୀଯୁଗଳ

ଜୟପୁର: ସୋସିଆଲ ମିଡିଆରେ ଏକ ବୃଦ୍ଧ ପ୍ରେମୀଯୁଗଳଙ୍କ ବିବାହ ବେଶ ଭାଇରାଲ ହେବାରେ ଲାଗିଛି । ୭୦ ବର୍ଷ ଧରି ଲିଭ ରିଲେଶନଶିପରେ ରହିବା ପରେ ସେମାନେ ଏବେ ବିବାହ କରିଛନ୍ତି । ରାଜସ୍ଥାନର ଡୁଗୁରପୁରରେ ଏହି ଘଟଣା ଘଟିଛି । ବୃଦ୍ଧ ବ୍ୟକ୍ତିଙ୍କୁ ୯୫ ହୋଇଥିବା ବେଳେ ବୃଦ୍ଧାଙ୍କ ବୟସ ୯୦ ବର୍ଷ ।…

ଋଣରେ ବୁଡ଼ିଛି ପାକିସ୍ତାନ; ତଥାପି ନେତାଙ୍କ ଦରମା ୫୦୦% ବଢ଼ାଇଲା

ଇସଲାମାବାଦ: ଋଣ ଭାରରେ ବୁଡ଼ିଛି ପାକିସ୍ତାନ। ଏଠି ସାଧାରଣ ଜନତା ଦିନକୁ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ ସଂସଦର ଏକ ନିଷ୍ପତ୍ତି କୋଟି କୋଟି ନାଗରିକଙ୍କ ଆଶାକୁ ଦୋହଲାଇ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାର ଜାତୀୟ ସଂସଦର ବାଚସ୍ପତି…

ନବବିବାହିତ ପିନାକୀ ମିଶ୍ର ଓ ମହୁଆଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ଭୁବନେଶ୍ୱର: ନିକଟରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ ଓଡ଼ିଶା ସାଂସଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପିନାକୀ ମିଶ୍ର ବିବାହ କରିଥିଲେ। ଦୁହିଁଙ୍କ ଏକ ଡ୍ୟାନ୍ସ ଭିଡିଓ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦୁହେଁ ବଲିଉଡ୍ ରୋମାଣ୍ଟିକ କ୍ଲାସିକ୍…

ଶତୃକୁ ମାତ୍ ଦେବାକୁ ଆସୁଛି INS ଅର୍ନାଲା; ଜାଣନ୍ତୁ ଏହା କେତେ ଶକ୍ତିଶାଳୀ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସେନାରେ ସାମିଲ ହେବାକୁ ଯାଉଛି ପ୍ରଥମ ସ୍ୱଦେଶୀ ଆଣ୍ଟି-ସବମରିନ୍ ଓ୍ବାରଫେୟାର ସାଲୋ ଓ୍ବାଟର କ୍ରାଫ୍ଟ । ଏହାକୁ ଜୁନ୍ ୧୮ ତାରିଖରେ ବିଶାଖାପାଟନମ୍ ର ନୌସେନା ଡାକୟାର୍ଡରୁ ପାଣିରେ ଓହ୍ଲାଯିବ । ଏହାର ନାମ INS ଅର୍ନାଲା ରଖାଯାଇଛି ।…

କାହିଁକି ଜି-୭ ପାଇଁ ମୋଦିଙ୍କୁ ମିଳିଲା ନିମନ୍ତ୍ରଣ?, ଏମିତି କହିଲେ ପ୍ରଧାନମନ୍ତ୍ରୀ କାର୍ନି….

ନୂଆଦିଲ୍ଲୀ: ପୂର୍ବରୁ କାନାଡା ସହ ଭାରତର ଶୀତଳ ସଂପର୍କ ଭିତରେ କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି-୭ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ଯାହାକୁ ନେଇ କାନାଡିୟ…

୨୧ ବର୍ଷର ପୁଅ ନେଇଗଲା ୧୮ ବର୍ଷ ପରର ସେଲିବ୍ରେସନ୍: କାନ୍ଦୁଛି ବାପା, ‘ମୁଁ ଏଇଠି ରହିବି’

ନୂଆଦିଲ୍ଲୀ: ୧୮ ବର୍ଷ ପରେ ଆଇପିଏଲ ଟାଇଟେଲ ଜିତିଛି ଆରସିବି । ଖୁସିରେ ନାଚୁଛନ୍ତି ଆରସିବି ଫ୍ୟାନ୍ସ । ହେଲେ କିଏ ଜାଣିଥିଲା, ଏହି ଖୁସିର ଦିନ ଯେ କିଛି ଲୋକଙ୍କୁ ଚିରଦିନ ପାଇଁ ଦୁଃଖ ସନ୍ତାପ ଦେଇଯିବ । ବେଙ୍ଗାଲୁରୁ ଦଳଚକଟା ଘଟଣାରେ କିଏ ନିଜର ପୁଅ ହରାଇଛି ତ, ଆଉ କିଏ ହେଇଯାଇଛି ବାପା…

ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ହୋସ୍ ଉଡାଇଥିଲା ୧୯ ବ୍ରହ୍ମୋସ ଏବଂ କ୍ରିଷ୍ଟାଲ ମେଜ୍ ମିସାଇଲ୍

ନୂଆଦିଲ୍ଲୀ: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଆକ୍ରମଣ କରିଥିବା ଅପରେସନ ସିନ୍ଦୂର ବିଷୟରେ ନୂଆ ଖୁଲାସା ହୋଇଛି । ଭାରତୀୟ ସେନା ଲସ୍କର ଏବଂ ଜୈଶର ମୁଖ୍ୟାଳୟ ଉପରେ ପୃଥକ ପୃଥକ…

ଆଉ ନାହିଁ ମନମାଳିନ୍ୟ: ଶେଷରେ ପରସ୍ପର ସହ ହାତ ମିଳାଇଲେ ଅଶୋକ-ସଚିନ୍

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ବଡ ହଲଚଲ । ଏକାଠି ପରସ୍ପର ସହ ହାତ ମିଳାଉଥିବା ନଜର ଆସିଲେ ସଚିନ୍- ଅଶୋକ । ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟ୍ ଦୀର୍ଘ ଚାରିବର୍ଷ ପରେ ପୁଣି ଏକାଠି ନଜର ଆସିଛନ୍ତି । ଆଉ ମନମାଳିନ୍ୟ ନାହିଁ, କି ଭୁଲ୍ ବୁଝାମଣା ନାହିଁ…

ଆମେରିକାରେ ସ୍ଥିତି ଅଣାୟତ୍ତ, ୨୦୦୦ ସୈନ୍ୟ ମୁତୟନ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ଲସ୍ ଆଞ୍ଜେଲସରେ ପ୍ରବଳ ହିଂସା । ଭଙ୍ଗାରୁଜା ସହ ଜଳାପୋଡା କଲେ ବିକ୍ଷୋଭକାରୀ । ଆମେରିକାର ଲସ୍ ଆଞ୍ଜେଲସ୍ ରାଜ୍ୟରେ ବିକ୍ଷୋଭକାରୀମାନେ ବହୁତ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ପରିସ୍ଥିତି ନିରନ୍ତର ନିୟନ୍ତ୍ରଣ ବାହାରକୁ ଯାଉଛି । ସ୍ଥିତି ଅଣାୟତ୍ତ ହେବାର ଖବର…

ମସ୍କଙ୍କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ, ‘ପରିଣାମ ଭୋଗିବ’….

ନୂଆଦିଲ୍ଲୀ: ଦିନେ ବନ୍ଧୁ ଥିଲେ ଏବେ କଟ୍ଟର ଶତ୍ରୁ । ଦିନେ ପରସ୍ପରର ପ୍ରଶଂସାରେ ଶତମୁଖ ରହୁଥିଲା ବେଳେ ଏବେ ପରସ୍ପରର ନାଁ ଶୁଣିଲେ ଖାଲି ବିଷ ଓଗାରୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ପ୍ରମୁଖ ବ୍ୟବସାୟୀ ତଥା ଟେସଲା ମାଲିକ ଏଲନ ମସ୍କଙ୍କ ମଧ୍ୟରେ ମତଭେଦ…