Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା; ଭାରତୀୟ ପାଇଲଟ୍ ଆସୋସିଏସନ ଗଣମାଧ୍ୟମ ସଂଗଠନକୁ ପଠାଇଲା ନୋଟିସ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ବିଷୟରେ ଶୀଘ୍ର କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ନୁହେଁ । ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) କହିଛି । NTSB ଗଣମାଧ୍ୟମରେ ଚାଲିଥିବା ଅନୁମାନକୁ ସଠିକ୍ ବୋଲି…

ଷ୍ଟେରିଓଟାଇପ୍ସକୁ ଭାଙ୍ଗିଲେ ମୋହନଲାଲ୍: ଅଳଙ୍କାର ବିଜ୍ଞାପନରେ ନାରୀତ୍ୱକୁ ଦେଲେ ସୁନ୍ଦର ସ୍ପର୍ଶ….

ମୁମ୍ବାଇ: ପୁଣି ଥରେ ମୋହନଲାଲ ପ୍ରମାଣ କରି ଦେଖେଇଛନ୍ତି ଯେ ତାଙ୍କୁ କାହିଁକି ଭାରତୀୟ ସିନେମାର ସର୍ବୋତ୍ତମ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ସଦ୍ୟ ପ୍ରକାଶିତ ଏକ ଅଳଙ୍କାର ବିଜ୍ଞାପନରେ, କିମ୍ବଦନ୍ତୀ ଅଭିନେତା ଏକ ଚୋରି ଦୃଶ୍ୟ ଅଭିନୟ କରି ପୂରା ଇଣ୍ଟରନେଟର ମନ…

ଟ୍ରମ୍ପଙ୍କ ନିଷ୍ପତ୍ତି…ତାତିଲାଣି ଏଇ ଆଫ୍ରିକୀୟ ଦେଶ

ନୂଆଦିଲ୍ଲୀ: ଅବୈଧ ପ୍ରବାସୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠନ ନେଉଛନ୍ତି ଟ୍ରମ୍ପ ପ୍ରଶାସନ । ଆମେରିକା ଜେଲରେ ବନ୍ଦୀ ଥିବା ବିଦେଶୀ ଅପରାଧୀଙ୍କୁ ଆଫ୍ରିକୀୟ ଦେଶକୁ ପଠାଉଛନ୍ତି । ତେବେ ଏହାକୁ ନେଇ ଆଫ୍ରିକାର ଏସଓ୍ବାତିନିରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି । ଆମେରିକାର ଡିପାର୍ଟମେଣ୍ଟ ଅଫ୍…

ଆଗ ସପ୍ତାହରେ ବ୍ରିଟେନ, ମାଳଦ୍ବୀପ ଯିବେ ମୋଦି: ଉତ୍ତେଜନା ପରେ ପ୍ରଥମ ମାଳଦ୍ବୀପ ଗସ୍ତ…..

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ବିଦେଶ ଗସ୍ତରେ ଯିବେ । ସେ ଆସନ୍ତା ସପ୍ତାହରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତ କରିବେ । ଏହି ସମୟରେ ବାଣିଜ୍ୟ ଚୁକ୍ତି ଏବଂ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର…

କାହିଁକି ଇଣ୍ଡିଆ ମେଣ୍ଟଠାରୁ ଦୂରେଇ ଗଲା ଆପ୍ ?

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟରୁ ଦୂରେଇ ଯାଇଛି ଆମ ଆଦମୀ ପାର୍ଟି । ଲୋକସଭା ନିର୍ବାଚନ ପରଠୁ ହିଁ ଆପ୍ ଇଣ୍ଡିଆ ମେଣ୍ଟର ସାଥ୍ ଏକପ୍ରକାର ଛାଡି ଦେଇଥିଲା । ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ହାତ ଛାଡି ଏକା ନିର୍ବାଚନ ଲଢିଥିଲା ଆପ୍ । ତେବେ ଦିଲ୍ଲୀ ପରାଜୟ ପରେ ଆପ୍ ମୁଖ୍ୟ…

ଲାଇଭ ରିପୋର୍ଟିଂ ବେଳେ ବନ୍ୟା ପାଣିରେ ଭାସିଗଲେ ସାମ୍ବାଦିକ…

କରାଚୀ: ଅନେକ ସମୟରେ ଯେଉଁମାନେ ଖବର ପ୍ରସାରଣ କରୁଥାନ୍ତି ସେମାନଙ୍କୁ ନେଇ ମଧ୍ୟ ବହୁତ୍ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ। ତେବେ ପାକିସ୍ତାନର ରାୱଲପିଣ୍ଡିର ଚାହାନ ଡ୍ୟାମ ନିକଟରେ ଜଣେ ରିପୋର୍ଟର ଲାଇଭ ରିପୋର୍ଟିଂ ସମୟରେ ପାଣିର ସ୍ରୋତରେ ଭାସି ଯାଇଥିବା ନେଇ ଏକ ଭିଡିଓ ସୋସିଆଲ…

ଟ୍ରମ୍ପଙ୍କ ଟାରିଫ୍ ବଢାଇଲା ଶହବାଜଙ୍କ ଟେନସନ୍, ସିଧା ଆମେରିକାରେ ପହଞ୍ଚିଗଲେ ପାକ୍ ଅର୍ଥମନ୍ତ୍ରୀ….

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ବିଶ୍ୱର ଅନେକ ଦେଶ ଉପରେ ନୂତନ ଶୁଳ୍କ ଘୋଷଣା କରିଛନ୍ତି। ପାକିସ୍ତାନର ନାମ ଏପର୍ଯ୍ୟନ୍ତ ଏହି ଦେଶଗୁଡ଼ିକରେ ସାମିଲ ହୋଇନଥିଲ ମଧ୍ୟ, କିନ୍ତୁ ଏବେ ବି ଶହବାଜ ସରିଫ ଚିନ୍ତିତ ଯେ ଟ୍ରମ୍ପ ପାକିସ୍ତାନ ଉପରେ ଏକ ବଡ଼ ଶୁଳ୍କ ଘୋଷଣା…

କ୍ୟାନ୍ସର ରୋଗରୁ ମୁକ୍ତି ଦେବ ଭ୍ୟାକ୍ସିନ!

ନୂଆଦିଲ୍ଲୀ: କ୍ୟାନ୍ସର ରୋଗ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ଆବିଷ୍କାର ହୋଇପାରିନାହିଁ। କିନ୍ତୁ ବର୍ତ୍ତମାନ୍ ଏ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆସିଛି। ତେବେ ବୈଜ୍ଞାନିକମାନେ ଏପରି ଏକ ଟିକା ତିଆରି କରିଛନ୍ତି ଯାହାଦ୍ୱାରା କ୍ୟାନ୍ସର ଦୂର ହୋଇପାରିବ। ଫ୍ଲୋରିଡା…

ବର୍ଷା ଦିନେ ଫ୍ରିଜ୍‌ରେ ରହିଥାଏ ଗୋଟିଏ ସିକ୍ରେଟ ବଟନ, ON ନକଲେ ହୋଇଯିବ ଖରାପ

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଫ୍ରିଜ୍ ରହିଛି । ଖାଦ୍ୟ, ପନିପରିବା ଓ ଫଳକୁ ଦୀର୍ଘ ସମୟ ତାଜା ରଖିବା ପାଇଁ ଫ୍ରିଜ୍‌ର ବ୍ୟବହାର ଅତ୍ୟନ୍ତ ଜରୁରୀ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ଫ୍ରିଜ୍‌କୁ ସଠିକ ଭାବେ ନ ଚଲାଇଲେ ଏହା ଶୀଘ୍ର ଖରାପ ହୋଇପାରେ ଏବଂ ଖାଦ୍ୟ ମଧ୍ୟ ନଷ୍ଟ…

ଆତଙ୍କିତ ପାକିସ୍ତାନ, ଆମେରିକା ପରେ ବାଜିଲା ଚୀନ ଛାଟ….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆମେରିକା ଏବଂ ଚୀନ ପାଖରେ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ପାକିସ୍ତାନ । ଭାବିଥିଲା ମିଛ ଲୁହରେ ଫସିଯିବେ ଆମେରିକା ଏବଂ ଚୀନ । ହେଲେ ଏବେ ଉଭୟ ଦେଶ ପକ୍ଷରୁ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କୂଟନୈତିକ ସ୍ତରରେ ବଡ ବିଜୟ ହାସଲ କରିଛି ଭାରତ ।…