Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ସିବିଏସଇ ସ୍କୁଲରେ ଲଗାଇବ ‘ଅଏଲ ବୋର୍ଡ’

ନୂଆଦିଲ୍ଲୀ: ସିବିଏସଇ ବର୍ତ୍ତମାନ୍ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ ସମସ୍ତ ସ୍କୁଲକୁ ଏକ 'ଅଏଲ ବୋର୍ଡ' ଲଗାଇବା ପାଇଁ କୁହାଯାଇଛି। ଯାହା ଦ୍ୱାରା ପିଲାମାନେ ଅତ୍ୟଧିକ ତେଲ ଖାଇବାରୁ ନିଜକୁ ରୋକିପାରିବେ ଓ ଏହାଦ୍ୱାରା…

ମୁକ୍ତିର ଆନନ୍ଦରେ ବିଭୋର ବାଘ, ନଦୀକୁ ମାରିଲା ଲମ୍ବା ଡିଆଁ

ସୁନ୍ଦରବନ:ମୁକ୍ତି ବା ସ୍ୱାଧୀନତାକୁ କିଏ ବା ପସନ୍ଦ ନ କରେ । କଏଦରେ ରହିବାଠାରୁ ମୁକ୍ତ ବିହଙ୍ଗ ହେବା ସମସ୍ତେ ଚାହାନ୍ତି । ପଶ୍ଚିମବଙ୍ଗର ସୁନ୍ଦରବନରେ ଏ ଭଳି ଏକ ଆନନ୍ଦଦାୟକ ଦୃଶ୍ୟ ଦେଖିବାକୁ ମିଳିଛି । ବନ ବିଭାଗ ଟିମ ଏକ ଅସୁସ୍ଥ ବାଘକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । କିଛି ଦିନ…

ରବର୍ଟ ଭଦ୍ରାଙ୍କ ବିରୋଧରେ ଇଡିର ଚାର୍ଜସିଟ୍ ଜାରି…

ନୂଆଦିଲ୍ଲୀ: ୫୮ କୋଟି ଟଙ୍କାର ଜମି ଡିଲ୍ ମାମଲାରେ ଇଡି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହା ଭଦ୍ରାଙ୍କ ବିରୋଧରେ ଇଡିର ପ୍ରଥମ ଚାର୍ଜସିଟ୍। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଇଡି…

ଫିଲ୍ମ ଷ୍ଟାଇଲରେ ହସ୍ପିଟାଲରେ ପଶିଲେ ଦୃର୍ବୁତ୍ତ; ଗ୍ୟାଙ୍ଗଷ୍ଟରକୁ ଗୁଳି ମାରି ଫେରାର…

ପାଟଣା: ବିହାରରେ ଜଣେ ଗ୍ୟାଙ୍ଗଷ୍ଟରକୁ ହସ୍ପିଟାଲ ଭିତରେ ପଶି ପାଞ୍ଚ ଜଣ ଗୁଳି କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ପାଟଣାରେ ଥିବା ପାରସ ହସ୍ପିଟାଲର ଆଇସିୟୁରେ ଘଟିଥିବା ଜଣାପଡିଛି। ତେବେ ସେହି ଅପରାଧୀମାନେ ହସ୍ପିଟାଲର ୨୦୯ ନମ୍ୱର ରୁମ୍ ଭିତରେ…

ଯୁବତୀଙ୍କ ଆଙ୍ଗୁଳିକୁ ୭ ଥର ଦଂଶନ କଲାଣି ସାପ

ହମୀରପୁର: ଉତରପ୍ରଦେଶର ହମୀରପୁରରେ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ସାପ ୭ ଥର ଦଂଶନ କରିଛି । ତାହା ପୁଣି ନିର୍ଦ୍ଦିଷ୍ଟ ଏକ ଆଙ୍ଗୁଳିକୁ, ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହି ଘଟଣା ଏବେ ଚର୍ଚ୍ଚାର କାରଣ ସାଜିଛି । ସର୍ପ ଦଂଶନ ପରେ ପରିବାର ଲୋକେ ତାଙ୍କୁ…

ଦିଦି ଖେଳିଲେ ଅସ୍ମିତା କାର୍ଡ !

କୋଲକତା: କମ୍ ହିନ୍ଦୀ ଅଧିକ ବଙ୍ଗଳା କହିବେ ଦିଦି। ଗୋଟିଏ ତୀରରେ ଅନେକ ନିଶାନା ! ମୋଦିଙ୍କ ଗସ୍ତ ପୂର୍ବରୁ ଦିଦିଙ୍କ ବଡ଼ ରଣନୀତି ! ଓଡିଶା, ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗରେ ଅସ୍ମିତା କାର୍ଡ ! ଗତ ବୁଧବାର କୋଲକାତାରେ ବଡ଼ ରାଲିର ଆୟୋଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ୟେମେନରେ ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ନେଇ ମୁଁହ ଖୋଲିଲେ ମୃତକଙ୍କ ଭାଇ…

ନୂଆଦିଲ୍ଲୀ: ୟେମେନରେ ଭାରତୀୟ ନାଗରିକ ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ରଖାଯାଇଛି। ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ରଖିବାରେ କେରଳର ଜଣେ ମୁସଲିମ ଧାର୍ମିକ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି। ଏହି ମୁସଲିମ ଧାର୍ମିକ ନେତା ହେଉଛନ୍ତି କନ୍ଥପୁରମ୍ ଏପି ଆବୁବାକର…

ରାହୁଲ ବନାମ ହିମନ୍ତା…ବଢିଲା ତାତି 

ଦିଶପୂର୍ଆ: ଆସନ୍ତାବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏବେଠୁ ସରଗରମ ହେଲାଣି ରାଜନୀତି। ରାହୁଲ ଗାନ୍ଧୀ ବନାମ ହିମନ୍ତା ବିଶ୍ବଶର୍ମା, ଜୋରଦାର ହୋଇଛି ବାକଯୁଦ୍ଧ। କ୍ଷମତାକୁ ଆସିଲେ ହିମନ୍ତାଙ୍କୁ ଜେଲ ପଠାଇବାକୁ ଚେତାବନୀ ଦେଇଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ…

ଏଣିକି ରକ୍ତ ଯୋଗାଇବ ଡ୍ରୋନ, ଜରୁରୀ ପରିସ୍ଥିତରେ ସାଜିବ ରାମଦୂତ….

ନୂଆଦିଲ୍ଲୀ: ବଢୁଥିବା ଜନସଂଖ୍ୟା ଆଉ ଯାନବାହନ ଏବେ ଅନେକ ସମୟରେ ମୃତ୍ୟୁ ଯମ ପାଲଟୁଛି। ରାସ୍ତାରେ ଭିଡ଼ କାରଣରୁ ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ଅନେକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଆଉ ଏଥିରେ ଆଉ ଏକ ବଡ଼ ବାଧା ଉପୁଜେ ଯେତେ ବେଳେ କୌଣସି ଜରୁରୀକାଳିନ ସ୍ଥିତି ଯେମିତିକି…

ଅମରନାଥ ଯାତ୍ରା ବନ୍ଦ, ପାହାଡ଼ରୁ ପଥର ଖସି ଜଣେ ମୃତ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଲଗାତାର ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଥିବାରୁ ଓ ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରାକୁ ବର୍ତ୍ତମାନ୍ ପାଇଁ ବନ୍ଦ କରି ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ବହୁମାତ୍ରାରେ ଅଳିଆ ଆବର୍ଜନା ଜମି ଯାଇଛି। ଯାହା ଦ୍ଵାରା ଭକ୍ତମାନଙ୍କୁ ଯାତ୍ରା କରିବାରେ …