Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୂପେଶଙ୍କ ପୁଅଙ୍କୁ ବାନ୍ଧିଲା ଇଡି, ଜନ୍ମଦିନରେ ଉଠେଇ ନେଲା…

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି । ପୂର୍ବରୁ, ଇଡି ଭୋର ସକାଳୁ ଭିଲାଇରେ ତାଙ୍କ ବାସଭବନରେ ଚଢାଉ କରିଥିଲା । ସୂଚନା ଅନୁଯାୟୀ, ମଦ ଦୁର୍ନୀତି ମାମଲା ସହିତ ଜଡିତ ଇଡି…

ଶକ୍ତି ଦେଖାଉଛି ଭାରତ, ୨୪ ଘଣ୍ଟାରେ ୩ ବଡ ମିସାଇଲ୍ ପରୀକ୍ଷଣ….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ନିଜର ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ ଲାଗିପଡିଛି ଭାରତ । ସେନା କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ସହିତ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ୧୬ ଏବଂ ୧୭ ଜୁଲାଇରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ତିନୋଟି ବଡ଼ ସଫଳତା ହାସଲ କରିଛି । ଭାରତ ୨୪…

ଟ୍ରମ୍ପଙ୍କଠାରେ ଦେଖାଦେଲାଣି ବାର୍ଦ୍ଧକ୍ୟର ଛାପ: କୌଣସି ରୋଗ ନାହିଁ, ହେଲେ ବୟସାଧିକ ସଙ୍କେତ….

ନୂଆଦିଲ୍ଲୀ: ବୁଦ୍ଧ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବୟସାଧିକ ଯୋଗୁଁ ଏବେ ଟ୍ରମ୍ପଙ୍କ ଠାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଏହି ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଗୋଡ଼ରେ ସାମାନ୍ୟ ଫୁଲା ଦେଖିଥିଲେ, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ…

ଟିଆରଏଫ ନେଇ ଆମେରିକାର ଆଭିମୁଖ୍ୟକୁ ସ୍ବାଗତ କଲେ ଜୟଶଙ୍କର: କହିଲେ, ‘ଭାରତ-ଆମେରିକାର ଦୃଢ଼ ସମନ୍ୱୟ’

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପଛରେ ଥିବା ପାକ୍ ସମର୍ଥିତ ଗୋଷ୍ଠୀ ଟିଆରଏଫକୁ ଆମେରିକାର ଆତଙ୍କବାଦୀ ଟ୍ୟାଗ୍ ଦେବାକୁ ସ୍ୱାଗତ କରିଛି ଭାରତ । ନୂଆଦିଲ୍ଲୀ କହିଛି ଯେ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆକ୍ରମଣ ପଛରେ ଥିବା ପାକିସ୍ତାନ-ଭିତ୍ତିକ ଗୋଷ୍ଠୀକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ…

ପାକିସ୍ତାନ ଯିବେ କି ଟ୍ରମ୍ପ?, ପାକ୍ ଗଣମାଧ୍ୟମ ଦାବିକୁ ନେଇ ସ୍ପଷ୍ଟ କଲା ହ୍ବାଇଟ ହାଉସ୍….

ନୂଆଦିଲ୍ଲୀ: ପୁଣି ଧରାପଡିଲା ପାକିସ୍ତାନର ଆଉ ଏକ ମିଛ । ମିଛରେ ପ୍ରଚାର କରିଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଗସ୍ତରେ ଯିବେ । ହେଲେ ଏବେ ଆମେରିକା ଟ୍ରମ୍ପଙ୍କ ଗସ୍ତ ନେଇ ସ୍ପଷ୍ଟ କରିବା ପରେ ନିଜ ଦାବିରୁ ଓହରିଛି ପାକିସ୍ତାନ ।  ଆମେରିକା ହ୍ୱାଇଟ୍ ହାଉସ…

ଦିଲ୍ଲୀରେ ୨୦, ବେଙ୍ଗାଲୁରୁରେ ୪୦: ପ୍ରାଇଭେଟ୍ ସ୍କୁଲ ମାନଙ୍କୁ ମିଳିବାରେ ଲାଗିଛି ବୋମା ଧମକ….

ନୂଆଦିଲ୍ଲୀ: ପ୍ରଥମେ ରାଜଧାନୀ ଦିଲ୍ଲୀ, ଆଉ ଏବେ ବେଙ୍ଗାଲୁରୁ ସ୍କୁଲ୍ । ରାଜଧାନୀ ଦିଲ୍ଲୀର ୨୦ ରୁ ଅଧିକ ସ୍କୁଲକୁ ପୁଣି ଥରେ ବୋମା ଧମକ ମିଳିଥିବା ବେଳେ ବେଙ୍ଗାଲୁରୁର ପ୍ରାୟ ୪୦ ସ୍କୁଲକୁ ବୋମାରେ ଉଡାଇଦେବା ଧମକ ମିଳିଛି । ଯାହା ଏବେ ହଇଚଇ ସୃଷ୍ଟି କରିଛି । କ’ଣ ଏହି ବୋମା ଧମକ…

ଚୋରି ହୋଇଥିବା ଛୁଆ ଭିକ ମାଗୁନାହାଁନ୍ତି ତ? ରାସ୍ତାରେ ବୁଲୁଥିବା ପିଲାଙ୍କର ହେବ ଡିଏନ୍‌ଏ ଟେଷ୍ଟ

ଚଣ୍ଡିଗଡ଼: ପ୍ରାୟତଃ ଆମେ ରାସ୍ତାରେ ଭିକ୍ଷା ମାଗୁଥିବା ମହିଳାଙ୍କ କୋଳରେ ଛୋଟ ପିଲାମାନଙ୍କୁ ଦେଖିଥାଉ। ଆଜିକାଲି ଶିଶୁ ଚାଲାଣ ଘଟଣା ବୃଦ୍ଧି ପାଇଥିବାରୁ ଅନେକ ପ୍ରକାରର ପ୍ରଶ୍ନ ମନକୁ ଆସେ। ଏପରି ପରିସ୍ଥିତିରେ, ରାସ୍ତାରେ ଭିକ୍ଷା ମାଗୁଥିବା ପିଲାମାନଙ୍କୁ ଚାଲାଣ ଏବଂ ଶୋଷଣରୁ ରକ୍ଷା…

ଭାରତର କୂଟନୈତିକ ବିଜୟ: ପାକ୍ ସମର୍ଥିତ TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ପାକିସ୍ତାନ ସମର୍ଥିତ ଟିଆରଏଫ (TRF)କୁ ଆତଙ୍କବାଦୀ ସଂଗଠନ ଘୋଷଣା। ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଆତଙ୍କୀ ସଂଗଠନ କହିଲା ଆମେରିକା। TRF ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ବୋଲି କହିଲା ଆମେରିକା। ପହଲଗାମ୍‌ ଆକ୍ରମଣ ପାଇଁ TRFକୁ ଦାୟୀ କଲା US। ଲସ୍କର-ଏ-ତୈବାର ଶାଖା ସଂଗଠନ ହେଉଛି…

୪ଦଶନ୍ଧି ଧରି ଲୁଚି ରହିବା ପରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନକ୍ସଲ ମୁକ୍ତ ଭାରତ ପାଇଁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକରେ କରାଯାଉଥିବା ଏହି ଅପରେସନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ଗୁରୁବାର ସୀମାନ୍ତ ତେଲେଙ୍ଗାନା ରାଚକୋଣ୍ଡା ପୋଲିସ ନିକଟରେ…

ଏଣିକି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ସାଂସଦ; ମେନୁରେ ସାମିଲ ମାଣ୍ଡିଆ, ଜଅ…

ନୂଆଦିଲ୍ଲୀ: ସଂସଦରେ କାର୍ଯ୍ୟଭାର ବଢ଼ାଇବା ପରେ ବର୍ତ୍ତମାନ୍ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାଂସଦ, ଅଧିକାରୀ ଏବଂ ଭିଜିଟରଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ଯାଉଛନ୍ତି। ବର୍ତ୍ତମାନ୍ ସାଂସଦ ର କ୍ୟାଣ୍ଟିନ ରେ ଅନେକ ସ୍ୱାସ୍ଥ୍ୟ କର ଖାଦ୍ୟ ଉପଲବ୍ଧ ରହିବା ନେଇ ସୂଚନା ମିଳିଛି।…