Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟଳିଲା ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡ: ଆସନ୍ତାକାଲି ଫାଶୀ ଦଣ୍ଡରେ ଦଣ୍ଡିତ କରିଥାନ୍ତେ ସରକାର

ନୂଆଦିଲ୍ଲୀ: ହତ୍ୟା ପାଇଁ ୟେମେନରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଏବେ ଆଶ୍ୱସ୍ତି ଖବର ଆସିଛି। ଆସନ୍ତାକାଲି କେରଳର ନର୍ସ ନିମିଷା ପ୍ରିୟାଙ୍କୁ ଫାଶୀ ଦଣ୍ଡ ଦିଆଯିବ ନାହିଁ। ୟେମେନ ସରକାର ଘୋଷଣା କରିଛନ୍ତି ଯେ ବୁଧବାର ଦିନ ହେବାକୁ ଥିବା ଫାଶୀଦଣ୍ଡକୁ ଏବେ…

ବିଏସଇ ବିଲ୍ଡିଂକୁ ବୋମାରେ ଉଡ଼ାଇବାକୁ ଧମକ

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)କୁ ବୋମାରେ ଉଡ଼ାଇବାକୁ ଧମକ। ଇମେଲ୍ ମାଧ୍ୟମରେ ଧମକପୂର୍ଣ୍ଣ ମେସେଜ୍ ପଠାଯାଇଛି। ଇମେଲ୍‌ରେ କୁହାଯାଇଛି ଯେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କୋଠାରେ RDX ଏବଂ IED ଲଗାଯାଇଛି। ବିଏସଇକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ କମ୍ରେଡ୍ ପିନାରାଇ…

ଦୁଇ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡ଼ରେ ମାଓବାଦୀମାନେ ପୁଣି ଏକ ବର୍ବର କାଣ୍ଡ ଘଟାଇଛନ୍ତି। ୨ ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲା ୨ଟି ଭିନ୍ନ ଗାଁରେ ନୃଶଂସ ହତ୍ୟାକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ନେଇ ପୋଷ୍ଟର ଛାଡ଼ିଲେ ମାଓବାଦୀ। ମୃତ ଶିକ୍ଷକ ଦୁଇଜଣ…

ଭାରତରେ ପାଦ ଥାପିଲା ମସ୍କଙ୍କ ଟେସଲା….ମୁମ୍ବାଇରେ ଖୋଲିଲା ସୋରୁମ୍, ଜାଣନ୍ତୁ ଭାରତକୁ କି ଲାଭ….

ମୁମ୍ବାଇ: ଦୀର୍ଘ ପ୍ରତୀକ୍ଷା ପରେ, ଭାରତରେ ପ୍ରଥମ ଥର ପାଇଁ ପାଦ ଥାପିଛି ଟେକ୍ ଜିଆଣ୍ଟ ଏଲନ ମସ୍କଙ୍କ ଟେସଲା । ଆମେରିକୀୟ ବୈଦ୍ୟୁତିକ କାର ନିର୍ମାତା ଟେସଲା ଶେଷରେ ଭାରତୀୟ ବଜାରରେ ତାର ଯାତ୍ରା ଆରମ୍ଭ କରିଛି। କମ୍ପାନୀ ଆଜି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏହାର ପ୍ରଥମ…

ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର: ଦେଲେ ମୋଦିଙ୍କ ସନ୍ଦେଶ….

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଗସ୍ତରେ ଅଛନ୍ତି। ଜୟଶଙ୍କରଙ୍କ ଗସ୍ତ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କରେ ବ୍ୟାପକ ଉନ୍ନତି ଆଣିବାର ଆଶା କରାଯାଉଥିବା ବେଳେ ଜୟଶଙ୍କର ପ୍ରଥମେ ବେଜିଂରେ ତାଙ୍କ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିବା ପରେ ଏବେ ସେ ଚୀନ ରାଷ୍ଟ୍ରପତି ସି…

ଲୋକସଭାରେ ଡିଜିଟାଲ ଛାପ, ଅନଲାଇନରେ ଆଟେଣ୍ଡାନ୍ସ ପକେଇବେ ସାଂସଦ

ନୂଆଦିଲ୍ଲୀ: ଏଣିକି ଲୋକସଭାରେ ସାଂସଦମାନଙ୍କ ଉପସ୍ଥିତି ଏବେ ଅନଲାଇନରେ ହେବ। ଅନଲାଇନରେ ଆଟେଣ୍ଡାନ୍ସ ପକେଇବେ ସାଂସଦ। ଏବେ ସାଂସଦମାନେ MMD ଅର୍ଥାତ୍ ମଲ୍ଟି ମିଡିଆ ଡିଭାଇସ୍ ମାଧ୍ୟମରେ ଅନଲାଇନରେ ସେମାନଙ୍କର ଉପସ୍ଥାନ ଚିହ୍ନଟ କରିପାରିବେ। ନୂତନ ସଂସଦ ଗଠନ ହେବା ପୂର୍ବରୁ, ସାଂସଦମାନଙ୍କୁ…

‘ଯୁଦ୍ଧ ବନ୍ଦ କର, ନହେଲେ….’: ପୁଟିନଙ୍କୁ ୫୦ ଦିନର ଡେଡ୍ ଲାଇନ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ପୁଟିନଙ୍କୁ ଅଲ୍ଟିମେଟମ ଦେଲେ ଟ୍ରମ୍ପ । ୫୦ ଦିନ ଭିତରେ ଯୁଦ୍ଧ ବନ୍ଦ କର, ନହେଲେ ……ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଧମକ ଦେଇଛନ୍ତି ଯେ ଯଦି ୫୦ ଦିନ ମଧ୍ୟରେ ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ପାଇଁ କୌଣସି ଚୁକ୍ତି ନହୁଏ, ତେବେ ରୁଷ ଉପରେ…

‘ଆତ୍ମହତ୍ୟା ନୁହେଁ, ହତ୍ୟା’: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆଉ ନାହାନ୍ତି ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ । ଲଢି ଲଢି ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ତଥା କେନ୍ଦ୍ରରେ ମଧ୍ୟ ରାଜନୈତିକ ଝଡ ଜୋରଦାର ତେଜିଛି । ସରକାରଙ୍କ ଉପରେ ଘଟଣାକୁ ନେଇ ପ୍ରବଳ ଚାପ ରହିଥିବା ବେଳେ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଏବେ…

କାନାଡା ରଥଯାତ୍ରା ସମୟରେ ଭକ୍ତଙ୍କ ଉପରକୁ ଅଣ୍ଡାମାଡ, ନିନ୍ଦା କଲା ବୈଦେଶିକ ମନ୍ତ୍ରଣାଳୟ

ଭୁବନେଶ୍ୱର: କାନାଡାର ଟୋରଣ୍ଟୋରେ ରଥଯାତ୍ରା ପାଳନ ସମୟରେ ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗାଯିବା ଘଟଣାରେ ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ। ଇନଷ୍ଟାଗ୍ରାମ ୟୁଜର୍ସ ସାଙ୍ଗନା ବଜାଜ ରଥଯାତ୍ରା ଏବଂ ଫୁଟପାଥରେ ଭଙ୍ଗା ଅଣ୍ଡା ପଡିଥିବାର ଏକ ଭିଡିଓ ସେୟାର କରିଥିଲେ। ଯାହାପରେ ରାଜନୀତି…

ନିଲାମ ହେବ ମଙ୍ଗଳ ଗ୍ରହରୁ ଆସିଥିବା ଉଲକା ପିଣ୍ଡ, ଜାଣନ୍ତୁ କେତେ ରହିଛି ଦାମ୍…

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରୁ ସବୁଠାରୁ ବଡ଼ ପଥର ଖଣ୍ଡ ମିଳିଥିବା ବେଳେ ଏହାର ଓଜନ ପ୍ରାୟ ୫୪ ପାଉଣ୍ଡ ଅର୍ଥାତ୍ ୨୫ କିଲୋଗ୍ରାମ ରହିଛି। ତେବେ ଏହାକୁ ନିଲାମ ପାଇଁ ରଖାଯାଇଛି ଯାହାର ଆନୁମାନିକ ମୂଲ୍ୟ $୨ ନିୟୁତ ରୁ $୪ ନିୟୁତ ମଧ୍ୟରେ ବୋଲି ଆକଳନ କରାଯାଉଛି। ନ୍ୟୁୟର୍କରେ ଥିବା ନିଲାମ ଗୃହ…