Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

130th Amendment Bill: କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନଥିବା ବ୍ୟକ୍ତି କରୁଛନ୍ତି ପ୍ରତିବାଦ: ବିରୋଧୀଙ୍କୁ ଅମିତ…

ନୂଆଦିଲ୍ଲୀ: ବୁଧବାର ଦିନ ୧୩୦ତମ ସଂଶୋଧନ ବିଲ୍ ପ୍ରତି ବିରୋଧୀଙ୍କ ବିରୋଧ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ଼ ଆକ୍ରମଣ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ। ଗୃହମନ୍ତ୍ରୀ କହିଛନ୍ତି, ଯେଉଁମାନେ କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନାହାଁନ୍ତି ସେମାନେ ପ୍ରତିବାଦ…

ବାଳକକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମହିଳାଙ୍କୁ ୨୦ ବର୍ଷ ଜେଲ…

ଜୟପୁର: ରାଜସ୍ଥାନ ଉଦୟପୁରର ଏକ କୋର୍ଟ ଜଣେ ନାବାଳକ ପୁଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହା ପ୍ରଥମ ମାମଲା ଯେଉଁଠାରେ ଜଣେ ମହିଳା ଅଭିଯୁକ୍ତଙ୍କୁ POCSO ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୨୩ ମସିହାରେ…

ISRO Rocket Launch:ଇସ୍ରୋ କରୁଛି ୪୦ ମହଲା କୋଠା ଉଚ୍ଚର ରକେଟ୍; ୭୫ ଟନ୍ ଓଜନ ମହାକାଶକୁ…

ନୂଆଦିଲ୍ଲୀ: ISRO ଅଧ୍ୟକ୍ଷ ଭି. ନାରାୟଣନ୍ ମଙ୍ଗଳବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବେ ଏକ ରକେଟ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛି, ଯାହା ୪୦ମହଲା ବିଶିଷ୍ଟ କୋଠା ପରି ଉଚ୍ଚ ହେବ ଏବଂ ଏଥିରେ ୭୫ ହଜାର କିଲୋଗ୍ରାମ…

Tirupati Temple: ତିରୁପତି ମନ୍ଦିରରେ ୧୪୦ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ, ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ମନ୍ଦିର (Tirupati Temple)କୁ ଆସୁଥିବା ଭକ୍ତମାନେ ସେମାନଙ୍କ ବିଶ୍ୱାସ ଅନୁଯାୟୀ ଟଙ୍କା ଦାନ କରିଥାନ୍ତି । ଅମ୍ବାନୀଙ୍କ ଭଳି ବଡ଼ ବ୍ୟବସାୟୀ ସୁନା ଏବଂ ହୀରା ଅଳଙ୍କାର ଦାନ କରୁଛନ୍ତି । ଏପରି ପରିସ୍ଥିତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଜଣେ…

ପାକିସ୍ତାନ ପୁଣି କରିବ ପରମାଣୁ ପରୀକ୍ଷଣ !

ନୂଆଦିଲ୍ଲୀ: ଆଲ୍ଲା ତାଙ୍କୁ ଦେଶର ରକ୍ଷକ କରିଛନ୍ତି। ନିକଟରେ ଓ୍ବାଶିଂଟନରେ ଏଭଳି ବୟାନ ଦେଇଛନ୍ତି ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିର। ପାକିସ୍ତାନର ସେନା ମୁଖ୍ୟଙ୍କ ପାଇଁ ଏଭଳି ବୟାନ ନୂଆ ନୁହେଁ। 1958ମସିହାରେ ତତ୍କାଳୀନ ଫିଲଡ ମାର୍ସଲ ମହମ୍ମଦ ଆୟୁବ ଖାନ୍ ମଧ୍ୟ ନିଜକୁ ପାକିସ୍ତାନର…

ନବୀନଙ୍କ ସହ କଥା ହେଲେ ମୋଦି, ଦ୍ରୁତ ଆରୋଗ୍ୟ କାମନା…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୀଘ୍ର…

No Toll Collection: ଟ୍ରାଫିକ ଜାମ୍ କିମ୍ବା ଖାଲ ଥିବା ଜାତୀୟ ରାଜପଥରେ ଆଦାୟ କରିପାରିବେନି ଟୋଲ ଫି’:…

ନୂଆଦିଲ୍ଲୀ: ଟୋଲ ଫି'କୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ। କେରଳ ପଲିୟେକ୍କାରାରେ ଜାତୀୟ ରାଜପଥ ୫୪୪ରେ ଟୋଲ ପ୍ଲାଜାରେ ଟୋଲ ଆଦାୟ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ରାସ୍ତାରେ ଗାଡି ଚଲାଇବା ଉପଯୋଗୀ ନୁହେଁ, ଯେଉଁଠି ଟ୍ରାଫିକ…

Robotic Mules on LOC: ବଢିଲା ପଡୋଶୀ ଦେଶର ଟେନସନ, ଏଲଓସିରେ ମୁତୟନ ହେଲା ରୋବୋଟିକ୍ ମ୍ୟୁଲ୍ସ

ନୂଆଦିଲ୍ଲୀ: ସୀମାର ସୁରକ୍ଷା ବୃଦ୍ଧି ପାଇଁ ଭାରତୀୟ ସେନା ଏକ ନୂତନ ଏବଂ ଦୃଢ଼ ପଦକ୍ଷେପ ନେଇଛି। ସେନା ଏଲଓସିରେ ରୋବୋଟିକ୍ ମ୍ୟୁଲ୍ ମୁତୟନ କରିଛି। ଏହି ମ୍ୟୁଲ୍ ମିନି ଡ୍ରୋନ ଏବଂ ଅତ୍ୟାଧୁନିକ ସେନ୍ସର ସହିତ ସଜ୍ଜିତ, ଯାହା ଦୁର୍ଗମ ଅଞ୍ଚଳରେ ମଧ୍ୟ ସୈନିକମାନଙ୍କୁ ସାହାଯ୍ୟ କରେ। ଏହି ମ୍ୟୁଲ…

India-Russia Relations: ‘ଭାରତ ବହୁତ ଗୁରୁତ୍ୱପୂର୍ଣ୍ଣ’, ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ଆମେରିକାକୁ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଆକ୍ରମଣ ଭିତରେ ଭାରତ ପ୍ରତି ନିଜର ବନ୍ଧୁତ୍ବକୁ ପୁଣି ଦେଖାଇଛନ୍ତି । ସିଧା ଆମେରିକାକୁ ଚେତାଇ ଦେଇଛନ୍ତି । ଏବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ୩ଦିନିଆ ରୁଷିଆ ଗସ୍ତରେ ଥିବା ବେଳେ ରୁଷ କହିଛି ଯେ ଭାରତ ରୁଷ ପାଇଁ…

Online Gaming Bill 2025: ଲୋକସଭାରେ ଆଗତ ହେଲା ଅନଲାଇନ୍‌ ଗେମିଂ ବିଲ୍‌, ୨ହଜାର କୋଟି ଟଙ୍କାର ଇଣ୍ଡଷ୍ଟ୍ରୀ ଉପରେ…

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ହେଲା ଅନଲାଇନ୍‌ ଗେମିଂ ବିଲ୍‌ ୨୦୨୫ । ବିଲ୍‌ ଉପସ୍ଥାପନ କଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବେଟିଂ ସହି ଜଡ଼ିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବା ଏହାର ଲକ୍ଷ୍ୟ । ଏହି ବିଲ୍ ରେ ଅନଲାଇନ୍ ମନି ଗେମିଂ କିମ୍ବା ଏହାର…