Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ-ନେପାଳ ବର୍ଡରରୁ ଦୂରେଇ ରୁହ; ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଚୀନ 

କାଠମାଣ୍ଡୁ: ଚୀନ୍ ତାର ନାଗରିକମାନଙ୍କୁ ଭାରତ-ନେପାଳ ସୀମାନ୍ତ ଅଞ୍ଚଳକୁ ନଯିବାକୁ ଚେତାବନୀ ଦେଇଛି। ନେପାଳରେ ଥିବା ଚୀନ୍ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ଏ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଜାରି କରିଛି। ନିକଟରେ ଭାରତୀୟ ସୀମା ସୁରକ୍ଷା ବଳ ନେପାଳ-ଭାରତ ସୀମାରେ ଅନେକ ଚୀନ୍ ନାଗରିକଙ୍କୁ…

କେମିତି ପାକିସ୍ତାନ ଜାଲରେ ଫସୁଛନ୍ତି ଭାରତୀୟ ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଅପରେସନ୍ ସିନ୍ଦୂର ଦେଇଛି ଭାରତ । ଏହାପରଠୁ ଭାରତୀୟ ଗୁଇନ୍ଦା ସଂସ୍ଥା ହାଇଆଲର୍ଟରେ ରହିଛି । କାରଣ ଗତ ମାସେ ମଧ୍ୟରେ ପାକିସ୍ତାନକୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗରେ ମହାରାଷ୍ଟ୍ରରୁ ହରିୟାଣା ପର୍ଯ୍ୟନ୍ତ ଧରାପଡିଛନ୍ତି ୧୫ଭାରତୀୟ ।…

ସରିନି ଅପରେସନ୍ ସିନ୍ଦୂର…କାହିଁକି ଏକଥା ବାରମ୍ବାର କହୁଛନ୍ତି ମୋଦି?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ହେଲେ ଅପରେସନ୍ ସିନ୍ଦୂର ସରିନଥିବା ଲଗାତର କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ମେ ୧୨ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଥିଲେ, ଅପରେସନ୍ ସିନ୍ଦୂର ଭାରତର ଆତଙ୍କବାଦ ବିରୋଧୀ ନୀତି । ଏହା କେବଳ…

ଜୁନରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ୍: ଜାଣନ୍ତୁ କେଉଁ କେଉଁ ଦିନ….

ନୂଆଦିଲ୍ଲୀ: ରାତି ପାହିଲେ ମେ, ମାସ ସରି ଜୁନ୍ ମାସ ଚାଲିବ । ଯଦି ଆପଣଙ୍କର ମଧ୍ୟ ଜୁନ୍ ମାସରେ ବହୁ ବ୍ୟାଙ୍କ ସମ୍ବନ୍ଧୀୟ କାମ ଅଛି, ତେବେ ଥରେ ନଜର ପକାନ୍ତୁ, ଜୁନ୍ ୨୦୨୫ରେ ମୋଟ ୧୨ ଦିନ ବନ୍ଦ ରହିବ ଭାରତୀୟ ବ୍ୟାଙ୍କଗୁଡିକ । ଯେଉଁଥିରେ ଜାତୀୟ ଏବଂ ଆଞ୍ଚଳିକ ପର୍ବ ଏବଂ ନିୟମିତ…

ସତରେ କ’ଣ ଭାରତ-ପାକିସ୍ତାନ ସଂଘର୍ଷର ଅନ୍ତ ପରମାଣୁ ଯୁଦ୍ଧ?, ଏମିତି କହିଲେ ପ୍ରତିରକ୍ଷା ମୁଖ୍ୟ…..

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନକୁ ପରାସ୍ତ କରିବା ପରେ, ଭାରତ କୂଟନୈତିକ ମୋର୍ଚ୍ଚାରେ ପାକିସ୍ତାନକୁ ନିରନ୍ତର ଭାବରେ ପର୍ଦ୍ଦାଫାସ କରୁଛି। ଭାରତର ସାତଟି ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାସ…

୭୩ ବର୍ଷ ବୟସରେ ଭାରତର ‘ଟାଇଗର ମ୍ୟାନ’ ବାଲ୍ମିକି ଥାପରଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବନ୍ୟପ୍ରାଣୀ ସଂରକ୍ଷଣବିତ୍ ତଥା ଲେଖକ ବାଲ୍ମିକି ଥାପରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ ଶନିବାର ସକାଳେ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ତେବେ ତାଙ୍କର ଶେଷକୃତ୍ୟ ଶନିବାର…

‘ନାରୀଶକ୍ତିକୁ ଚାଲେଞ୍ଜ କରି ବିନାଶକୁ ଡାକିଛନ୍ତି ଆତଙ୍କବାଦୀ’: ଭୋପାଳରେ ରଣହୁଙ୍କାର ଦେଲେ ମୋଦି

ଭୋପାଳ: ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଆଉ ଏହା ହଇର୍ ତାଙ୍କ ବିନାଶର କାରଣ ପାଲଟିଲା । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ପହଞ୍ଚି ଦେବୀ ଅହଲ୍ୟାବାଈ…

ବଡ କୂଟନୈତିକ ବିଜୟ: ସ୍ବର ବଦଳେଇଲା କଲମ୍ବିଆ, ପାକ୍…ପାକ୍ ଛାଡି, ଭାରତ…ଭାରତ ଗାଇଲା

ନୂଆଦିଲ୍ଲୀ: ବଡ ସଫଳତାର ସହ ଆଗେଇ ଚାଲିଛନ୍ତି ଅପରେସନ ସିନ୍ଦୂରର ପ୍ରତିନିଧିଦଳ  । ବିଦେଶରେ ଲଗାତାର ପାକିସ୍ତାନର ପର୍ଦ୍ଦାଫାସ କରୁଛନ୍ତି । ପାକିସ୍ତାନର ମିଥ୍ୟା ଉପରୁ ପରଦା ହଟାଉଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ଭାରତ ବଡ କୂଟନୈତିକ ବିଜୟ ହାସଲ କରିଛି ।  ଶୁକ୍ରବାର କଂଗ୍ରେସ ନେତା…

ବାବା ଭେଙ୍ଗା ନୁହେଁ ବୈଜ୍ଞାନିକ କଲେ ଭବିଷ୍ୟବାଣୀ, ଖୁବ ଶୀଘ୍ର ଆସିବ ପ୍ରଳୟ

ନୂଆଦିଲ୍ଲୀ: ବିଶ୍ୱରେ ଜଣାଶୁଣା ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି, ଯାହା ଉପରେ ବିଶ୍ୱର ଏକ ବଡ଼ ଜନସଂଖ୍ୟା ଆଖି ବନ୍ଦ କରି ବିଶ୍ୱାସ କରୁଛନ୍ତି। କିନ୍ତୁ ଏହି ଭବିଷ୍ୟବାଣୀ ବାବା ଭେଙ୍ଗାଙ୍କ ନୁହେଁ, ବରଂ ଦୀର୍ଘ ସମୟ ଧରି ଗବେଷଣାରେ ନିୟୋଜିତ…

ଟେଲିଗ୍ରାମ ୟୁଜର୍ସଙ୍କୁ ମିଳିବ ଗ୍ରୋକ୍ ଫିଚର, ୨,୫୬୪ କୋଟି ଟଙ୍କାର ହୋଇଛି ଡିଲ୍

ନୂଆଦିଲ୍ଲୀ: ଟେଲିଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର! ଏଲନ ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ xAIର ଗ୍ରୋକ ଚାଟବୋଟ ଶୀଘ୍ର ମେସେଜିଂ ଆପ୍ ଟେଲିଗ୍ରାମରେ ଉପଲବ୍ଧ ହେବ। ହଁ, xAI ଟେଲିଗ୍ରାମକୁ ୩୦୦ ମିଲିୟନ ଡଲାର (ପାଖାପାଖି ୨,୫୬୪ କୋଟି ଟଙ୍କା) ପ୍ରଦାନ କରିବ…