Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକା ଯିବା ପାଇଁ ବ୍ୟାଙ୍କ ବାଲାନ୍ସ କେତେ ରହିବା ଆବଶ୍ୟକ, ଭିସା ମିଳିବା ପୂର୍ବରୁ ଚେକ୍‌ ହୋଇଥାଏ କି ଆପଣଙ୍କ…

ନୂଆଦିଲ୍ଲୀ: ଆମେରିକାକୁ ପାଠପଢ଼ା, ଚାକିରି କିମ୍ବା ବୁଲିବା ପାଇଁ ଯାଉଥିବା ଲୋକଙ୍କ ମନରେ ପ୍ରାୟତଃ ଏକ ପ୍ରଶ୍ନ ଉଠିଥାଏ ଯେ ଭିସା ଇଣ୍ଟରଭ୍ୟୁ ସମୟରେ ବ୍ୟାଙ୍କ ବାଲାନ୍ସ କେତେ ହେବା ଆବଶ୍ୟକ? ବେତନ ମଧ୍ୟ ଯାଞ୍ଚ କରାଯାଏ କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସମ୍ପୂର୍ଣ୍ଣ ରୂପେ ନିର୍ଭର କରେ ଆପଣ…

5 KM ଦୂରରେ ସ୍କୁଲ ଥିଲେ ଛାତ୍ର-ଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ ୬ ହଜାର ଟଙ୍କା, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲଠାରୁ ୫ କିଲୋମିଟର କିମ୍ବା ତା’ଠାରୁ ଅଧିକ ଦୂରରେ ରହୁଛନ୍ତି, ସେମାନଙ୍କୁ ଏବେ ପ୍ରତି ବର୍ଷ ୬,୦୦୦ ଟଙ୍କାର…

ସ୍ବାମୀ ପରୁପଲ୍ଲୀଙ୍କ ଠାରୁ ବିଚ୍ଛେଦ ଘୋଷଣା କଲେ ସାଇନା, କହିଲେ….

ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ରାଣୀ ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ପରୁପଲ୍ଲୀ କଶ୍ୟପ ଏବେ ବିବାହ ବନ୍ଧନରୁ ମୁକ୍ତ ହେଉଛନ୍ତି। ଏନେଇ ସାଇନା ନେହୱାଲ ସୂଚନା ଦେଇଛନ୍ତି ଯେ ସେ ପାରସ୍ପରିକ ସହମତିରେ ପରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାଇନା ରବିବାର…

ପୃଥିବୀ ବାହୁଡୁଛନ୍ତି ଶୁଭାଂଶୁ: କହିଲେ, ‘ଏବେ ବି ଭାରତ….ସାରେ ଜହାଁ ସେ ଆଚ୍ଛା’

ନୂଆଦିଲ୍ଲୀ: ଆଜି ଘର ବାହୁଡିବେ ଶୁଭାଂଶୁ । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ । ଆକ୍ସିଅମ୍-୪ ମିଶନ ଅଧୀନରେ,…

ପୁଟିନଙ୍କ ଉପରେ ଖପ୍ପା ଟ୍ରମ୍ପ, ୟୁକ୍ରେନକୁ ବଢାଇଲେ ସାହାର୍ଯ୍ୟର ହାତ…

ନୂଆଦିଲ୍ଲୀ: ପୁଟିନଙ୍କ ଉପରେ ଅସନ୍ତୋଷ ଥିବା ଟ୍ରମ୍ପ ଏବେ ୟୁକ୍ରେନ ପାଇଁ ବଡ ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କହିଛନ୍ତି ଯେ ରୁଷ ସହିତ କିଭ୍ ର ବିବାଦ ମଧ୍ୟରେ ତାଙ୍କ ପ୍ରଶାସନ ୟୁକ୍ରେନକୁ ପେଟ୍ରିଅଟ୍ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଯୋଗାଇବ ।…

ଅପରେସନ ସିନ୍ଦୂର ପରେ ବଢିଲା ‘ବ୍ରହ୍ମୋସ’ର ଚାହିଦା: କିଣିବା ପାଇଁ ୧୫ଟି ଦେଶର ପ୍ରସ୍ତାବ

ନୂଆଦିଲ୍ଲୀ: ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦ ସମୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଅପରେସନ ସିନ୍ଦୂରରେ, ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ବ୍ୟବହାର କରି ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି କ୍ଷେପଣାସ୍ତ୍ରର ସଫଳତା…

ଗଲୱାନ ସଂଘର୍ଷ ପରେ ପ୍ରଥମଥର ପାଇଁ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ: କିପରି ରହିଛି ଭାରତ-ଚୀନ ସମ୍ପର୍କ?

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇଟି ଦେଶ ଗସ୍ତରେ ଅଛନ୍ତି। ବୈଦେଶିକ ମନ୍ତ୍ରୀ ଚୀନକୁ ମଧ୍ୟ ଗସ୍ତ କରିବାକୁ ଯାଉଛନ୍ତି। ପାଞ୍ଚ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ଏସ ଜୟଶଙ୍କର ଚୀନ ଗସ୍ତ କରିବେ। ଯାହାର ଲକ୍ଷ୍ୟ ହେଉଛି ୨୦୨୦ ମସିହାରେ ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ…

ରାଷ୍ଟ୍ର ନିର୍ମାଣରେ ଅବଦାନ ପାଇଁ ନବନିଯୁକ୍ତ ୪ରାଜ୍ୟସଭା ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଖ୍ୟାତନାମା ଆଇନଜୀବୀ ତଥା 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ…

ଉଡ଼ାଣ ଭରିବାର କିଛି ସମୟ ପରେ ଜଳିଗଲା ପ୍ଲେନ୍ 

ନୂଆଦିଲ୍ଲୀ: ଲଣ୍ଡନର ସାଉଥଏଣ୍ଡ ବିମାନବନ୍ଦରରେ ରବିବାର ସନ୍ଧ୍ୟାରେ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ପ୍ଲେନ୍ ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ପ୍ରାୟ ୪ଟା (ସ୍ଥାନୀୟ ସମୟ)ରେ ଏକ ଛୋଟ ବାଣିଜ୍ୟିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ପରେ ଆକାଶରେ କଳା…

ଭାରତୀୟ ରେଳବାଇର ବଡ ନିଷ୍ପତ୍ତି; ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନରେ ଲାଗିବ ସିସିଟିଭି

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଭାରତୀୟ ରେଳବାଇ ସାରା ଦେଶରେ ଚାଲୁଥିବା ଟ୍ରେନର ୭୪,୦୦୦ରୁ ଅଧିକ ପାସେଞ୍ଜର୍ କୋଚ୍ ଏବଂ ୧୫,୦୦୦ ଲୋକୋମୋଟିଭ୍ ଇଞ୍ଜିନରେ ହାଇଟେକ୍ ସିସିଟିଭି କ୍ୟାମେରା ଲଗାଇବା ନେଇ ଯୋଜନା ଆରମ୍ଭ କରିଛି। ସୂଚନା ଅନୁଯାୟୀ ପ୍ରତ୍ୟେକ କୋଚ୍‌ରେ…