Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Naxal surrender: ୪ନକ୍ସଲଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ୨୩ ଲକ୍ଷ

ରାୟପୁର: ଛତିଶଗଡ଼ରେ  ଭୁଷୁଡୁଛି ନକ୍ସଲଙ୍କ ଗଡ । କ୍ରମାଗତ ଭାବେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଆଜି ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଚାରି ଜଣ ନକ୍ସଲ କାଙ୍କେର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଉତ୍ତର ବସ୍ତର ଡିଭିଜନ, ଡିକେ ଟେକ୍ନିକାଲ୍…

Shashi Tharoor: ଆୱାର୍ଡ ନେବାକୁ ମନା କଲେ ଶଶି ଥରୁର, ରାଗିଯାଇ କହିଲେ…

ନୁୂଆଦିଲ୍ଲୀ: ପୁରସ୍କାର ନେବା ପାଇଁ ମନା କରିଦେଲେ କଂଗ୍ରେସ ସାଂସଦ  ଶଶି ଥରୁର । ବୀର ସାଭରକର ପୁରସ୍କାରକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ, ଏକ ବଡ଼ ଖବର ସାମ୍ନାକୁ ଆସିଛି। କଂଗ୍ରେସ ସାଂସଦ ଶଶି ଥରୁର ବୀର ସାଭରକର ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ମତେ ଏହି ବିଷୟରେ ଆଗରୁ…

ଅଣାୟତ ହେଲାଣି ପାକିସ୍ତାନ, ସ୍ବତନ୍ତ୍ର ସିନ୍ଧ୍ ଦେଶ ଗଠନ ଦାବିରେ ବଢୁଛି ହିଂସା

ନୂଆଦିଲ୍ଲୀ: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ ଦେଶ ଗଠନ ଦାବି ଉଠିଛି। ବେଲୁଚିସ୍ତାନ ନିଜକୁ ପାକିସ୍ତାନରୁ ଅଲଗା ହୋଇ ସ୍ବତନ୍ତ୍ର ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦାବି କରି ହିଂସାକାଣ୍ଡ ଘଟାଇ ଆସୁଛି। ବେଲୁଚ ଲିବରେସନ ଆର୍ମି (ବିଏଲଏ) ଏଥିପାଇଁ ଦୀର୍ଘ ଦିନ ହେଲା…

ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ବ୍ୟାନ ହେଲା ସୋସିଆଲ ମିଡିଆ। ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ ହୋଇଛି। ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍, ୟୁଟ୍ୟୁବ୍‌ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ ନଚେତ୍ କମ୍ପାନୀକୁ ୩୩ ମିଲିୟନ ଡଲାର…

Deepavali added to UNESCO: ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ‘ଦୀପାବଳି’ ସାମିଲ ;…

ନୂଆଦିଲ୍ଲୀ:ଆଲୋକର ପର୍ବ ଦୀପାବଳିକୁ ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଭାରତର ଦୀପାବଳି ପର୍ବକୁ UNESCOର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ(Intangible Cultural Heritage) ତାଲିକାରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ…

Delhi Blast:ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ; ପ୍ରମାଣ କରିଥିଲା ନଷ୍ଟ…

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ମଙ୍ଗଳବାର ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା NIAର ଅଷ୍ଟମ ଗିରଫଦାରୀ। ଗିରଫ ଅଭିଯୁକ୍ତ ହେଉଛି ଡକ୍ଟର ବିଲାଲ…

TI Annual Report: ଆସିଲା ରିପୋର୍ଟ, ଦୁର୍ନୀତିରେ ବୁଡ଼ି ରହିଛି ପାକିସ୍ତାନ…

ନୂଆଦିଲ୍ଲୀ: ଦୁର୍ନୀତିରେ ବୁଡ଼ି ରହିଛି ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନ । ଯେଉଁଠି ହାତ ମାରିଲେ, ସେଇଠି କରପ୍‌ସନ୍‌ । ସେଠାକାର ଲୋକଙ୍କ ନଜରରେ ପାକିସ୍ତାନର ସବୁଠୁ ଅଧିକ ଦୁର୍ନୀତିଖୋର୍‌ ହେଉଛି ପୋଲିସ । ଭ୍ରଷ୍ଟାଚାର ମାମଲାରେ ଦ୍ବିତୀୟ ନମ୍ବରରେ ଅଛି ଟେଣ୍ଡର ପ୍ରକ୍ରିୟା ଏବଂ…

Goa nightclub fire: ଗୋଆ କ୍ଲବ ଅଗ୍ନିକାଣ୍ଡ: ଲୁଥ୍ରା ବ୍ରଦର୍ସଙ୍କ ସହ-ମାଲିକ ଗିରଫ

ନୂଆଦିଲ୍ଲୀ: ଗୋଆର ବିର୍ଚ ବାଏ ରୋମିଓ ଲେନ୍ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ମାମଲାରେ ଗୋଆ ପୋଲିସ ନୂଆଦିଲ୍ଲୀରୁ ଆଉ ଜଣେ ଅଭିଯୁକ୍ତ ଅଜୟ ଗୁପ୍ତାଙ୍କୁ ଗିରଫ କରିଛି। ପୂର୍ବରୁ ତାଙ୍କ ବିରୁଦ୍ଧରେ ଏକ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା, ଯାହା ଫଳରେ ସେ ଦେଶ କିମ୍ବା ରାଜ୍ୟ ବାହାରକୁ ଯିବାକୁ…

ସାଉଦି ଆରବରେ ମଦ ପିିଇଲେ କ’ଣ ରହିଛି ଦଣ୍ଡ ? ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ: ସାଉଦି ଆରବରେ ଶରିଆ ଆଇନ ଅନୁଯାୟୀ ମଦ୍ୟ ତିଆରି, ଆମଦାନି, ବିକ୍ରି, ରଖିବା ଓ ପିଇବା ଉପରେ କଡ଼ା ନିଷେଧାଦେଶ ରହିଛି। ଏହି ନିୟମ ମୁସଲମାନ ଓ ଅଣ-ମୁସଲମାନ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହୋଇଥାଏ। କିନ୍ତୁ ବର୍ତ୍ତମାନ ବିଦେଶୀ ଅଣ-ମୁସଲମାନଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ…

Youtubeରେ ଗୋଲ୍ଟ ବଟନ୍ ମିଳିଲେ କେତେ ହୋଇଯାଏ ରୋଜଗାର ? ଏଥିରେ କତେ ଟଙ୍କା ଦେବାକୁ ପଡ଼େ ଟ୍ୟାକ୍ସ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube କେବଳ କଳା ଦେଖାଇବାର ମଞ୍ଚ ନୁହେଁ, ଅର୍ଥନୈତିକ ସ୍ୱାଧୀନତା ଦେବାର ଏକ ବଡ଼ ପ୍ଲାଟଫର୍ମ ମଧ୍ୟ ହୋଇଗଲାଣି। କିନ୍ତୁ YouTube ରେ ଟଙ୍କା…