Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ସମେତ ୫ ଦେଶ ଉପରେ ଆମେରିକା ଲଗାଇପାରେ ୧୦୦% ଟାରିଫ୍

ନୂଆଦିଲ୍ଲୀ: ରୁଷର ତୈଳ ଏବଂ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବା ପାଇଁ ଆମେରିକାର ସେନେଟ୍ ଏକ ବିଲକୁ ମଞ୍ଜୁର କରିଛି। ଏହି ବିଲ୍ କାର୍ଯ୍ୟକାରୀ ହେବା ଦ୍ୱାରା ଭାରତ, ଚୀନ୍, ଜାପାନ ଏବଂ କିଛି ୟୁରୋପୀୟ ଦେଶ ଉପରେ ସର୍ବାଧିକ ପ୍ରଭାବ ପଡ଼ିପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

Turkey-Pakistan-Saudi defence deal:ସାଉଦି ଆରବ-ପାକ୍- ତୁର୍କୀ ମଧ୍ୟରେ ହୋଇଥିବା ନୂତନ ପ୍ରତିରକ୍ଷା ଚୁକ୍ତି ଉପରେ…

ନୂଆଦିଲ୍ଲୀ: ପାକିସ୍ତାନ, ସାଉଦି ଆରବ ଏବଂ ତୁର୍କୀ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ନୂତନ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତ ପ୍ରତିକ୍ରିୟା ରଖିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତ ଏହି ଘଟଣାକ୍ରମ ଉପରେ "କଡା ନଜର" ରଖିଛି। ଶୁକ୍ରବାର ଦିନ ସାପ୍ତାହିକ…

ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଅଚଳାବସ୍ଥା ଏବଂ ବିବାଦର ଖୁବଶୀଘ୍ର ଅନ୍ତ ଘଟିବ । କଟକ ସଦର ବିଧାୟକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାକୁ ନେଇ କ୍ୟାମ୍ପସରେ ଯେଉଁ ଅଶାନ୍ତି ଦେଖାଦେଇଥିଲା ତାହା ଶୀଘ୍ର ସମାଧାନ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି…

ବିବାଦୀୟ ଏଫସିଆରଏ ବିଲକୁ ବିରୋଧ ପାଇଁ କଂଗ୍ରେସର ବଡ଼ ରଣନୀତି, ଜାରି ହେଲା ହୁଇପ୍

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟରେ ବିରୋଧୀ ଦଳ କଂଗ୍ରେସ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ପ୍ରସ୍ତୁତି କରିଛି। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ସମସ୍ତ ଲୋକସଭା ସାଂସଦଙ୍କ ପାଇଁ ଏକ ତ୍ରି…

Delimitation Bill: ଅଗଷ୍ଟରେ ହେବ କି ସଂସଦର ସ୍ୱତନ୍ତ୍ର ଅଧିବେଶନ? ପରିସୀମନ ବିଲ୍‌କୁ ନେଇ ମୋଦିଙ୍କ ବଡ଼ ସଙ୍କେତ

ନୂଆଦିଲ୍ଲୀ: ପରିସୀମନ ବିଲ୍‌କୁ ନେଇ ଦିଲ୍ଲୀରେ ରାଜନୈତିକ ତାତି ବଢ଼ିଛି। ପରିସୀମନ ବିଲ୍ ପାସ୍ କରାଇବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସମର୍ଥନ ରହିଥିବା ନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର NDA ସାଂସଦଙ୍କ ସହ ଏକ ବୈଠକରେ ମୋଦି ଏନେଇ ଆଲୋଚନା କରିଥିବା…

Handloom Day: ‘କିଣନ୍ତୁ, ପିନ୍ଧନ୍ତୁ, ଭିଡିଓ କରନ୍ତୁ…’, GRWM ଟ୍ରେଣ୍ଡରେ ଦେଶୀ ବୁଣାକାରଙ୍କୁ ଦୁନିଆକୁ…

ନୂଆଦିଲ୍ଲୀ: ‘Get Ready With Me’... ଅର୍ଥାତ୍ GRWM। ସୋସିଆଲ ମିଡିଆରେ ଯେଉଁ ଟ୍ରେଣ୍ଡରେ ଲୋକେ ନିଜକୁ ପ୍ରସ୍ତୁତ କରିବା ସମୟର ଭିଡିଓ ଶେୟାର କରନ୍ତି, ଏବେ ସେହି ଟ୍ରେଣ୍ଡରେ ଭାରତର ହ୍ୟାଣ୍ଡଲୁମ୍‌କୁ ଯୋଡ଼ିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ହ୍ୟାଣ୍ଡଲୁମ୍…

Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ…

ନୂଆଦିଲ୍ଲୀ:ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି । ଉଭୟ ଦେଶର ନେତା ଭାରତ-ଇସ୍ରାଏଲ୍ ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ କ୍ଷେତ୍ରରେ ହେଉଥିବା କ୍ରମାଗତ ଅଗ୍ରଗତିର ସମୀକ୍ଷା କରିଥିଲେ। ଉଭୟ ଦେଶର…

ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ

ୱାଶିଂଟନ: ଆମେରିକାରେ ବର୍ତ୍ତମାନ ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଛି। ମେକ୍ସିକୋରୁ ଆମଦାନୀ ହୋଇଥିବା ଜାଲାପେନୋ ଲଙ୍କା ଖାଇବା ଦ୍ୱାରା ଦେଶର ୨୭ଟି ରାଜ୍ୟରେ ୩୪୫ ଜଣ ଲୋକ 'ସାଲମୋନେଲା' ନାମକ ଏକ ମାରାତ୍ମକ ବ୍ୟାକ୍ଟେରିଆରେ ସଂକ୍ରମିତ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ…

ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ

ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖରେ ସାରା ଦେଶରେ 'ଜାତୀୟ ହସ୍ତତନ୍ତ ଦିବସ' ପାଳନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ସ୍ୱତନ୍ତ୍ର ନିବେଦନ କରିଛନ୍ତି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ସେୟାର କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ…

ଜେପିଏସସି ଏବଂ ଜେଏସଏସସି ଆନ୍ଦୋଳନ: କ୍ୟାମେରା ଆଗରେ ଆଲୋଚନା କରିବାକୁ ଛାତ୍ରଙ୍କ ଜିଦ୍

ରାଞ୍ଚି: ଝାଡ଼ଖଣ୍ଡର ଜେପିଏସସି ଏବଂ ଜେଏସଏସସି ପରୀକ୍ଷା ପରିଚାଳନାରେ ହୋଇଥିବା ବ୍ୟାପକ ଅନିୟମିତତା ବିରୋଧରେ ଛାତ୍ର ଆନ୍ଦୋଳନ ଏବେ ତୀବ୍ର ରୂପ ନେବାରେ ଲାଗିଛି। ଇତିମଧ୍ୟରେ ପ୍ରଦର୍ଶନକାରୀ ଛାତ୍ରମାନଙ୍କ ସହ ଆଲୋଚନା କରିବାକୁ ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ପ୍ରସ୍ତୁତ ଥିବା…