Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କପିଲ ଶର୍ମାଙ୍କ ନୂଆ କାଫେକୁ ଗୁଳିମାଡ

ନୂଆଦିଲ୍ଲୀ: କିଛି ଦିନ ତଳେ କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ମିଶି କାନାଡାରେ କପିଲ୍ସ କାଫେ ନାମରେ ଏକ କାଫେ ଖୋଲିଥିଲେ। ସୋସିଆଲ ମିଡିଆରେ ଗିନି ଏହାର ଏକ ଝଲକ ସେୟାର କରି କହିଥିଲେ ଯେ ଗତ ୨ ବର୍ଷର କଠିନ ପରିଶ୍ରମ ପରେ ଏହି ବ୍ୟବସାୟ ଆରମ୍ଭ ହୋଇପାରିଛି। କିନ୍ତୁ ଏହି କାଫେ ଉପରେ ହଠାତ୍ …

୬ ହାର୍ଡକୋର ମାଓବାଦୀ ଗିରଫ;ଦୁଇ ଜଣଙ୍କ ମୁଣ୍ଡରେ ଥିଲା ପୁରସ୍କାର ରାଶି

ମାଲକାନଗିରି: ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୬ଜଣ ହାର୍ଡକୋର ମାଓବାଦୀ । ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ସୁରକ୍ଷା କର୍ମୀ ଏହି ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି । ଛତିଶଗଡ…

ଭୋଟର, ଆଧାର କାର୍ଡ ଉପରେ ବିଚାର କରନ୍ତୁ; ବିହାର ଭୋଟର ଭେରିଫିକେସନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ: ଜୁଲାଇ ୧୦ରେ ବିହାରରେ ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନ (ଏସଆଇଆର) ସମ୍ପର୍କିତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଏହି ପ୍ରକ୍ରିୟା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ। ପ୍ରଧାନ ବିଚାରପତି - ଜଷ୍ଟିସ୍ ସୁଧାଂଶୁ…

ଟେକ୍ସାସ ବନ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ଆମେରିକା ଟେକ୍ସାସ ବନ୍ୟାରେ ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ବନ୍ୟା ପଛରେ ଷଡ଼ଯନ୍ତ୍ର ଥିଓରୀକୁ ନେଇ ଏବେ ଚର୍ଚ୍ଚା ହେଉଛି । କୁହାଯାଉଛି, ଏହା ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ ମନୁଷ୍ୟକୃତ ବିପର୍ଯ୍ୟୟ। ପାଣିପାଗକୁ ଅସ୍ତ୍ର କରି ବନ୍ୟା…

କେଜ୍ରିୱାଲ କାହିଁକି ଦାବି କଲେ ନୋବେଲ ପୁରସ୍କାର?

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ଜସ୍ମିନ ଶାହଙ୍କ ପୁସ୍ତକ 'କେଜ୍ରିୱାଲ ମଡେଲ' ପଞ୍ଜାବୀ ଭାଷାରେ ଉନ୍ମୋଚିତ ହୋଇଛି। ମୋହାଲିର କଲିକତା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଜ୍ରିୱାଲ ଯୋଗ ଦେଇ ନିଜକୁ ଏକ ବ୍ୟୁରୋକ୍ରାଟରୁ ନେତା ଭାବରେ ପରିଚୟ ଦେଇଥିଲେ। ଦିଲ୍ଲୀର ପୂର୍ବତନ…

ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା। ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା। ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ। ସକାଳ ୯ଟା ୪ରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ। ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ୪.୧ ରେକର୍ଡ ଥିବା ଜଣାପଡିଛି। ଭୂକମ୍ପର…

ସମସ୍ତ ଲେଭଲ୍ କ୍ରସିଂ ଗେଟରେ ଲାଗିବ ସିସି କ୍ୟାମେରା ଓ ରେକର୍ଡିଂ ସିଷ୍ଟମ୍ !

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ବୋର୍ଡର ସଦସ୍ୟ ଏବଂ ଜୋନାଲ ରେଳବାଇର ମହାପ୍ରବନ୍ଧକମାନଙ୍କ ସହିତ ଲେଭଲ୍ କ୍ରସିଂ ଗେଟ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ। ତାଙ୍କ ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ, ବ୍ୟକ୍ତିଗତ ଶୋକ ଏବଂ ଶବଦାହ…

YouTubeରେ କେମିତି ମିଳିଥାଏ ସିଲଭର ପ୍ଲେ ବଟନ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ୟୁଟ୍ୟୁବ କେବଳ ଏକ ଭିଡିଓ ସେୟାରିଂ ୟୁଟ୍ୟୁବର ନିର୍ଦ୍ଦିଷ୍ଟ ସବସ୍କ୍ରାଇବର ମାଇଲଷ୍ଟୋନ ଅତିକ୍ରମ କରନ୍ତି, ୟୁଟ୍ୟୁବ ତାଙ୍କୁ ଏକ କ୍ରିଏଟର ଆୱାର୍ଡ ବା ପ୍ଲେ ବଟନ ପ୍ରଦାନ କରିଥାଏ। ଏହି ଆୱାର୍ଡ ମଧ୍ୟରେ ସବୁଠୁ ପ୍ରଥମ ଓ ଲୋକପ୍ରିୟ ହେଉଛି ସିଲଭର ପ୍ଲେ ବଟନ, ଯାହାକୁ ସାଧାରଣତଃ…

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଅଫିସର ହେବାର ବଡ଼ ସୁଯୋଗ, ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଯଦି ଆପଣଙ୍କ ସ୍ୱପ୍ନ ଦେଶର ସମୁଦ୍ର ସୀମାର ସୁରକ୍ଷା କରିବା ଏବଂ ଏକ ସମ୍ମାନଜନକ ସୈନ୍ୟ ସେବାରେ ଯୋଗଦେବା ଚାହୁଁଛନ୍ତି, ତେବେ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। ତଟରକ୍ଷୀ ବାହିନୀ ୨୦୨୭ ବ୍ୟାଚ୍‌ ପାଇଁ ଆସିଷ୍ଟାଣ୍ଟ…

ଗୋଟିଏ ଦିନରେ କେତେ ଟଙ୍କା ପାଇଥାନ୍ତି Appleର COO, ଦରମା ଶୁଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ମୋବାଇଲ ଓ ଟେକ୍ନୋଲୋଜି ଜଗତରେ  Appleର ନାମ କୌଣସି ପରିଚୟର ଆବଶ୍ୟକତା ନାହିଁ । କିନ୍ତୁ ଏବେ ଏକ ନୂଆ ନାଁ ଚର୍ଚ୍ଚାରେ ରହିଛିନ୍ତି ସବୀହ ଖାନ। ବିଶ୍ୱର ସବୁଠୁ ମୂଲ୍ୟବାନ ଟେକ୍ କମ୍ପାନୀ ଆପଲ ତାଙ୍କୁ ନିଜର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (COO)  ଭାବେ ନିଯୁକ୍ତ…