Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୋରି ଚୋରି, ଚୁପ୍‌କେ ଚୁପ୍‌କେ…ଏବେ ଆଉ ନୁହେଁ: ଭୋଟ୍ ଚୋରି ନେଇ ସରକାରଙ୍କୁ ପୁଣି ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ 'ଭୋଟ୍ ଚୋରି' ଅଭିଯାନକୁ ତୀବ୍ର କରିବା ପାଇଁ ସୋସିଆଲ ମିଡିଆରେ ଲଗାତାର ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରୁଛି। ଏଥର ଜାରି ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଲୋକଙ୍କ ଭୋଟ କିପରି ଚୋରି ହେଉଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ X ରେ ଭିଡିଓ ସେୟାର କରି ସରକାରଙ୍କୁ…

‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’, କେଉଁମାନେ ପାଇବେ ୧୫ ହଜାର?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହୋଇଛି । ଏହି ଯୋଜନା ଆଗାମୀ ଦୁଇ ବର୍ଷ ମଧ୍ୟରେ ୩ କୋଟି ୫ ଲକ୍ଷ ଚାକିରି ସୃଷ୍ଟି କରିବ । ଆଉ ଏହା ଅଧିନରେ…

ଲକ୍ଷଲକ୍ଷ ଗ୍ରାହକଙ୍କୁ ସ୍ୱିଗି ଦେଲା ଝଟକା; ପ୍ଲାଟଫର୍ମ ଫି କଲା ବୃଦ୍ଧି

ନୂଆଦିଲ୍ଲୀ:ସ୍ୱିଗି ଆଜି ତା'ର ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ଫୁଡ୍‌ ଡେଲିଭରୀ ପ୍ଲାଟଫର୍ମ ସ୍ୱିଗି(Swiggy) ନିଜର ପ୍ଲାଟଫର୍ମ ଫି ୧୪ ଟଙ୍କାକୁ ବୃଦ୍ଧି କରିଛି। କମ୍ପାନୀ ପ୍ରତ୍ୟେକ ଅର୍ଡରରୁ ଅଧିକ ଟଙ୍କା ରୋଜଗାର କରିବା ଏବଂ ନିଜର ଲାଭ ବୃଦ୍ଧି କରିବା ଲକ୍ଷ୍ୟରେ ଫିସ୍ ୧୨ ଟଙ୍କାରୁ…

‘ଆଗଥର ମସ୍କୋରେ…’, ରୁଷ ରାଷ୍ଟ୍ରପତି ପୁଟିନଙ୍କ ନିମନ୍ତ୍ରଣରେ କ’ଣ କହିଲେ ଡୋନାଲ୍ଡ ଟ୍ରମ୍ପ?

ନୂଆଦିଲ୍ଲୀ: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ତିନି ଘଣ୍ଟା ଧରି ହୋଇଥିବା ରୁଦ୍ଧଦ୍ୱାର ବୈଠକ ପାଇଁ ସମଗ୍ର ବିଶ୍ୱ ଉତ୍ସାହର ସହିତ ଅପେକ୍ଷା କରିଥିଲା। ଲାଗୁଥିଲା ଯେ ଉଭୟ ଦେଶ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ…

ପୁଣି ପଦାରେ ପଡିଲା ପାକିସ୍ତାନର ଆତଙ୍କୀ ପ୍ରେମ, ଅପରେସନ୍ ସିନ୍ଦୁରରେ ନିହତ ଆତଙ୍କବାଦୀ ଶେଷ କାର୍ଯ୍ୟରେ ନଜର ଆସିଲେ…

ନୂଆଦିଲ୍ଲୀ: ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ସହିତ ପାକିସ୍ତାନର ଗଭୀର ସମ୍ପର୍କର ପୁଣି ଥରେ ପର୍ଦ୍ଦାଫାଶ୍ ହୋଇଛି । ଭାରତର ସାମ୍ପ୍ରତିକ ଅପରେସନ୍ ସିନ୍ଦୁରରେ ନିହତ ଲସ୍କର-ଏ-ତୈବା (ଏଲଇଟି) ଆତଙ୍କବାଦୀଙ୍କ କବରରେ ପାକିସ୍ତାନର ଉଚ୍ଚ ସେନା ଅଧିକାରୀ ଏବଂ ବରିଷ୍ଠ ନାଗରିକ ଅଧିକାରୀମାନେ…

ଆଜିଠୁ ଆରମ୍ଭ ଫାଷ୍ଟାଗ୍ ବାର୍ଷିକ ପାସ୍ ସୁବିଧା, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଫାଷ୍ଟାଗ୍ ବାର୍ଷିକ ପାସ୍ ଆରମ୍ଭ କରିଛି। ଏହାକୁ ନେଇ କିଛି ମାସ ପୂର୍ବରୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ। ଏହା ଅଧୀନରେ କାର ଜିପ୍ ଏବଂ ଭ୍ୟାନ ଭଳି ଅଣ-ବାଣିଜ୍ୟିକ ଏବଂ ବ୍ୟକ୍ତିଗତ…

ନୋ ପାର୍କିଂରେ ଗାଡ଼ି ରଖିଥିଲେ କ୍ୟାବିନେଟ୍ ମନ୍ତ୍ରୀ, ଉଠାଇନେଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗୁରୁବାର ଦିନ ବିଧାନସଭା ଅଧିବେଶନ ସମୟରେ ୟୁପି ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଧଳା ଫର୍ଚୁନର କାରଟି ନୋ ପାର୍କିଂ ଜୋନରେ ରଖାଯାଇଥିବାରୁ…

୭୯ତମ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ‘ଆଟ୍ ହୋମ୍’ ସମାରୋହ, ଯୋଗ ଦେଲେ ମୋଦିଙ୍କ ସମେତ ଅନେକ…

ନୂଆଦିଲ୍ଲୀ: ଭାରତର ୭୯ତମ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ଏକ 'ଆଟ୍ ହୋମ୍' ସମାରୋହ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ପୂର୍ବରୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ…

ମୁମ୍ବାଇରେ ଭୂସ୍ଖଳନ, ୨ ଜଣଙ୍କ ଜୀବନ ଗଲା

ମୁମ୍ବାଇ: ମୁମ୍ବାଇରେ ଶନିବାର ସକାଳ ଠାରୁ ଲଗାତାର ପ୍ରବଳ ବର୍ଷା ହେଉଛି ଯାହା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ପାଣିପାଗ ବିଭାଗ (ଆଇଏମଡି) ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ଭିକ୍ରୋଲି (ପଶ୍ଚିମ)ର ବର୍ଷା ନଗରରେ ଅବସ୍ଥିତ ଜନ କଲ୍ୟାଣ…