Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମାଜନ ବ୍ୟବହାର କରିଥିଲେ ସାବଧାନ ! ଆପଣଙ୍କ ଗୋପନୀୟତା ହୋଇପାରେ ଲିକ୍

ନୂଆଦିଲ୍ଲୀ : ଫେସବୁକ ଓ ଗୁଗଲ ପରି ବଡ଼ ଟେକ୍‌ କମ୍ପାନୀମାନେ ଉପଭୋକ୍ତାଙ୍କ ଗୋପନୀୟତା ନେଇ ବାରମ୍ବାର ଅଭିଯୋଗର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହି ତାଲିକାରେ ଯୋଗ ହୋଇଛି ଆମାଜନର ନାଁ । ଆମେରିକାର ଏକ ଫେଡେରାଲ କୋର୍ଟରେ ଆମାଜନର କ୍ଲାଉଡ୍‌ ଭିତ୍ତିକ ଭଏସ୍‌ ସର୍ଭିସ ଅଲେକ୍ସା ମାଧ୍ୟମରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ ପ୍ରଦାନ । ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍’ରେ ସମ୍ମାନୀତ ହେଲେ ମୋଦି । ସମ୍ମାନୀତ କଲେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍‌ଭା…

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ରିପୋର୍ଟ ଦେଲା AAIB…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) AI 171 ବିମାନ ଦୁର୍ଘଟଣା ଉପରେ ଏହାର ପ୍ରାରମ୍ଭିକ ରିପୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ…

ସ୍କୁଲ ଛାତ୍ରୀଙ୍କୁ ପିଲା ଜନ୍ମ ଦେବା ପାଇଁ ଋଷିଆ ସରକାର ଦେଉଛି ଟଙ୍କା, ଏହା ପଛର କାରଣ କ’ଣ ?

ନୂଆଦିଲ୍ଲୀ: ରୁଷ୍‌ରେ ସ୍କୁଲ ଛାତ୍ରୀଙ୍କୁ ଗର୍ଭବତୀ ହେବାକୁ ଦିଆଯାଉଛି । ପ୍ରୋତ୍ସାହନ । ଜନ୍ମହାର ହ୍ରାସ ପାଉଥିବାରୁ ଏପିର ନୂଆ ନୀତି ଆଣିଛି ଋଷିଆ । ଦେଶର କିଛି ଅଞ୍ଚଳରେ ସ୍କୁଲ ଛାତ୍ରୀମାନଙ୍କୁ ଗର୍ଭବତୀ ହୋଇ ସନ୍ତାନ ଜନ୍ମ ଦେବା ଓ ତାଙ୍କ ପାଳନପୋଷଣ ପାଇଁ ୧୦୦,୦୦୦ ରୁବଲ୍‌ (ପ୍ରାୟ ୧…

ଏହି ବର୍ଷ ପୁଣି ମୋବାଇଲ ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା, ମହଙ୍ଗା ହେବ ରିଚାର୍ଚ୍ଚ ପ୍ଲାନ

ନୂଆଦିଲ୍ଲୀ: ଭାରତର ମୋବାଇଲ ଗ୍ରାହକଙ୍କୁ ପୁଣି ଏକ ବଡ଼ ଝଟକା! ଭାରତର ମୋବାଇଲ ଗ୍ରାହକମାନଙ୍କୁ ୨୦୨୫ ଶେଷ ସୁଦ୍ଧା ପୁଣି ଏକ ବଡ଼ ଝଟକା ଲାଗିପାରେ। ରିପୋର୍ଟ ଅନୁସାରେ, ଟେଲିକମ୍‌ କମ୍ପାନୀମାନେ ଏହି ବର୍ଷ ଶେଷ ସୁଦ୍ଧା ରିଚାର୍ଜ ପ୍ଲାନ୍‌ଗୁଡ଼ିକୁ ପୁନର୍ବିଚାର କରିବାକୁ ଯୋଜନା କରୁଛନ୍ତି।…

‘୧୦ ବର୍ଷରେ ୫୦ ହଜାର ଲୋକଙ୍କୁ ମିଳିବ ଚାକିରି, ୨୦୪୭ ସୁଦ୍ଧା ଶ୍ରେଷ୍ଠ ୫ଟି ଦେଶରେ ସାମିଲ ହେବ ଭାରତ’

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ରାଜ୍ୟରେ ସରକାରୀ ଚାକିରି ପାଇଁ ଯୁବକମାନଙ୍କ ମଧ୍ୟରେ ବର୍ତ୍ତମାନ ସଙ୍ଘର୍ଷ ଚାଲିଛି । ଏହି ସମୟରେ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସରକାରୀ ଚାକିରି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ…

ପାକିସ୍ତାନରେ ଆତଙ୍କୀ ଠିକଣା

ନୂଆଦିଲ୍ଲୀ: ଆତଙ୍କବାଦ ଲିଙ୍କକୁ ନେଇ ଅନେକ ଥର ଚର୍ଚ୍ଚାକୁ ଆସିଛି ପାକିସ୍ତାନ । ଲମ୍ବା ସମୟ ଧରି ଆଫଗାନିସ୍ତାନରେ ତାଲିବାନ ଓ ଭାରତର ଜାମ୍ମୁ କାଶ୍ମୀରରେ ଆତଙ୍କୀ ସଂଗଠନକୁ ସମର୍ଥନ ଦେଇ ଆସୁଛି । ଆତଙ୍କୀ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦେଇ ଆସୁଛନ୍ତି ପାକିସ୍ତାନୀ ସେନା ଓ ଆଇଏସଆଇ ।…

କନଫର୍ମ ଟ୍ରେନ୍ ଟିକେଟ୍ ବାତିଲ କରିବାର ନିୟମ କ’ଣ? କେଉଁ ପରିସ୍ଥିତିରେ ଆପଣ ସମ୍ପୂର୍ଣ୍ଣ ଟଙ୍କା ପାଇବେ..

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସମୟ ସମୟରେ ଅନେକ ପରିବର୍ତ୍ତନ କରିଥାଏ, ଯାହା ଦ୍ଵାରା ଯାତ୍ରୀମାନଙ୍କୁ ଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡ଼େ । ଟ୍ରେନରେ ଯାତ୍ରା କରିବା ପାଇଁ ମଧ୍ୟ ଅନେକ ନିୟମ କରାଯାଇଛି । ଏଥିରେ, ରେଳବାଇ ଟିକେଟ୍ ବୁକ୍ କରିବାର ଅନେକ ଉପାୟ ମଧ୍ୟ…

ନିର୍ବାଚନ ପୂର୍ବରୁ ନୀତିଶଙ୍କ ମାଷ୍ଟରଷ୍ଟ୍ରୋକ୍: ସରକାରୀ ଚାକିରିରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଘୋଷଣା

ପାଟନା: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ…

ବିଜେପି ସରକାର ମଧ୍ୟବିତ୍ତ ବର୍ଗଙ୍କୁ ହଇରାଣ କରୁଛି: ଆତିଶୀ

ନୂଆଦିଲ୍ଲୀ: ବିଦ୍ୟୁତ୍ ଏବଂ ପାଣି ପରେ ଯାନବାହାନ ପ୍ରସଙ୍ଗ ଉଠାଇ ଆପ ନେତା ଆତିଶୀ ବିଜେପି ସରକାରଙ୍କୁ ଘେରିଛନ୍ତି । ଆତିଶୀ କହିଛନ୍ତି, 'ବିଜେପି ସରକାର ୬ ମାସ ମଧ୍ୟରେ ଦିଲ୍ଲୀର ମଧ୍ୟବିତ୍ତ ବର୍ଗଙ୍କୁ ହଇରାଣ କରିବାରେ କୌଣସି ବାଟ ଛାଡ଼ି ନାହାଁନ୍ତି । ବିଦ୍ୟୁତ୍ ଏବଂ ପାଣି ପରେ, ସେମାନେ…