Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗବେଷକଙ୍କ ଐତିହାସିକ ସଫଳତା; ଦେଶର ପ୍ରଥମ ଜିନ୍-ଏଡିଟେଡ୍ ମେଣ୍ଢାର ସୃଷ୍ଟି

ନୂଆଦିଲ୍ଲୀ: ଶେର-ଏ-କାଶ୍ମୀର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଏସକେୟୁଏଏସଟି)ର ଗବେଷକମାନେ ଦେଶର ପ୍ରଥମ ଜିନ୍-ଏଡିଟେଡ୍ ମେଣ୍ଢା ସୃଷ୍ଟି କରିଛନ୍ତି। ଏହାକୁ ପଶୁ ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଐତିହାସିକ ସଫଳତା ବୋଲି ବିବେଚନା କରାଯାଉଛି। ଗବେଷକମାନେ…

ଚୀନର ଅର୍ଥନୀତିକୁ ଚକମା ଦବ ଭାରତ: ନୀତି ଆୟୋଗ ସଦସ୍ୟ କହିଲେ ଷ୍ଟ୍ରାଟେଜୀ 

ନୂଆଦିଲ୍ଲୀ: ଖୁବଶୀଘ୍ର ଚୀନ ଅର୍ଥନୀତିକୁ ଚକମା ଦେବାକୁ ଯାଉଛି ଭାରତ। ସିଧା ଚୀନର ସମକ୍ଷକରେ ପହଞ୍ଚିବ ଭାରତର ଅର୍ଥନୀତି। ଭାରତର ଅର୍ଥନୀତି କେତେ ଗତିରେ ବୃଦ୍ଧି ପାଉଛି, ଦେଶର ଅର୍ଥନୀତି ଆଗାମୀ ବର୍ଷମାନଙ୍କରେ କେଉଁଠାରେ ପହଞ୍ଚିବ ସେନେଇ ଏବେ ବଡ଼ ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ…

ଏଣିକି ମନଇଚ୍ଛା ଖବର ପ୍ରକାଶନ ଓ ବିଦେଶୀ ପାଣ୍ଠି ହାସଲ କରିପାରିବନି ଏନଜିଓ, ଏଫ୍‌ସିଆର୍‌ଏକୁ କଡ଼ାକଡ଼ି କଲା କେନ୍ଦ୍ର

ନୂଆଦିଲ୍ଲୀ: ଏଣିକି ମନ ଇଚ୍ଛା ବିଦେଶୀ ପାଣ୍ଠି ହାସଲ କରିପାରିବେ ନାହିଁ ଭାରତୀୟ ଏନଜିଓ। ଏହାସହ କୌଣସି ଏନଜିଓ ଖବର ପ୍ରକାଶନ ମଧ୍ୟ କରିପାରିବେ ନାହିଁ। ଏନେଇ ଏଫ୍‌ସିଆର୍‌ଏକୁ କଡ଼ାକଡ଼ି କଲା କେନ୍ଦ୍ର। କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରକାଶନ କାର୍ଯ୍ୟକଳାପରେ ନିୟୋଜିତ ଏବଂ ବିଦେଶୀ…

‘ଭାରତ ଯୁଦ୍ଧରେ ଆଗ୍ରହୀ ନୁହେଁ, କିନ୍ତୁ ଆତଙ୍କବାଦୀଙ୍କୁ ଦଣ୍ଡ ଦେବା ଜରୁରୀ’: ଥରୁର

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ବିଶ୍ୱ ସମ୍ମୁଖରେ ପର୍ଦାଫାସ କରିବା ଏବଂ ଆତଙ୍କବାଦ ବିରୋଧରେ ତାର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପନାମା ସିଟିରେ ପହଞ୍ଚିଥିଲେ। ଯେଉଁଠାରେ ଭାରତୀୟ ରାଷ୍ଟ୍ରଦୂତ…

ବିଦେଶ ଗସ୍ତରେ ଥିବା ଗୁଲାମ ନବୀ ଆଜାଦ ଅସୁସ୍ଥ, କାରଣ ହେଲା…

ନୂଆଦିଲ୍ଲୀ:କୁଏତ ଗସ୍ତରେ ଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳର ସଦସ୍ୟ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।ଗୁଲାମ ନବୀ ଆଜାଦ ଯେଉଁ ପ୍ରତିନିଧିମଣ୍ଡଳର…

ଯବାନକୁ ହନ୍ତସନ୍ତ କରୁଥିଲା ଡ୍ରେନ ଦୁର୍ଗନ୍ଧ, ନିଜ ଆଡୁ ହସ୍ତକ୍ଷେପ କରି ଭର୍ତ୍ସନା କଲେ ହାଇକୋର୍ଟ

ନୂଆଦିଲ୍ଲୀ: ରାସ୍ତାରେ ବହୁଛି ନାଳ ନର୍ଦ୍ଦମାର ପାଣି। ଯାତାୟତ ବାଟରେ କୁଢକୁଢ ଆବର୍ଜନା। ନର୍ଦ୍ଦମାର ଏହି ଦୁର୍ଗନ୍ଧ ଯୋଗୁଁ ପ୍ରତ୍ୟେକ ଦିନ ହନ୍ତସନ୍ତ ହେବାକୁ ପଡୁଛି। ସାମାନ୍ୟ ବର୍ଷା ହେଲେ ଅଣ୍ଟାଏ ପାଣି। ଆମେ ଏଠାରେ କୌଣସି ବସ୍ତି କିମ୍ବା ଗାଁ କଥା କହୁନୁ, ଏହା ହେଉଛି ରାଜଧାନୀ…

୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିସ୍‌, ଓଡ଼ିଶା ହାଇକୋର୍ଟକୁ ଆସିବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସୁପାରିସ କରିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। କଲେଜିୟମର ଏହି ବୈଠକ ଭାରତର ମୁଖ୍ୟ ବିଚାରପତି ବି.ଆର. ଗବାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।…

ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତାରିଖକୁ ବୃଦ୍ଧି କରାଯାଇଛି। ଏନେଇ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସୂଚନା ଦେଇଛନ୍ତି। ପୂର୍ବରୁ ଏହାର ଶେଷ ତାରିଖ ଜୁଲାଇ ୩୧, ୨୦୨୫…

କିଏ ସେହି ବ୍ୟକ୍ତି ଯିଏ ୩୦ ମିନିଟରେ ତିଆରି କରିଥିଲେ ଅପରେସନ ସିନ୍ଦୂରର ଲୋଗୋ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂର ସମ୍ପର୍କରେ ଧୀରେ ଧୀରେ ସମସ୍ତ ଗୁମର ଫିଟୁଛି। ଯେପରିକି କିଏ ଏହି ନାମକରଣ କରିଥିଲେ, କିଏ ଏହି ଲୋକ ତିଆରି କରିଥିଲେ। ସଦ୍ୟତମ ଘଟଣାକ୍ରମରେ, ଅପରେସନ୍ ସିନ୍ଦୂରର ଲୋଗୋ ଡିଜାଇନ୍ କରିଥିବା…

ଅପରେସନ ସିନ୍ଦୂର: ଭାରତର କେଉଁ ଅସ୍ତ୍ର ଯୋଗୁଁ ଆତ୍ମସମର୍ପଣ କରିଥିଲା ପାକିସ୍ତାନ?

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବ ଭାରତୀୟ ସେନା ଏପରି ଦେଇଥିଲା ଯେ କେବଳ ପାକିସ୍ତାନ ନୁହେଁ ବରଂ ପାକିସ୍ତାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନେ ମଧ୍ୟ ଭୟଭୀତ ହୋଇଗଲେ। ଅପରେସନ ସିନ୍ଦୂର ପରେ, ମଙ୍ଗଳବାର ଦିନ ସୀମା ସୁରକ୍ଷା ବଳ (ବିଏସଏଫ) ପାକିସ୍ତାନକୁ ପରାସ୍ତ କରିବା ପାଇଁ ବ୍ୟବହୃତ…