Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Youtubeରେ ଗୋଲ୍ଟ ବଟନ୍ ମିଳିଲେ କେତେ ହୋଇଯାଏ ରୋଜଗାର ? ଏଥିରେ କତେ ଟଙ୍କା ଦେବାକୁ ପଡ଼େ ଟ୍ୟାକ୍ସ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube କେବଳ କଳା ଦେଖାଇବାର ମଞ୍ଚ ନୁହେଁ, ଅର୍ଥନୈତିକ ସ୍ୱାଧୀନତା ଦେବାର ଏକ ବଡ଼ ପ୍ଲାଟଫର୍ମ ମଧ୍ୟ ହୋଇଗଲାଣି। କିନ୍ତୁ YouTube ରେ ଟଙ୍କା…

ଭାରତରୁ ଏକ ଲକ୍ଷ ଟଙ୍କା ନେଇ ଥାଇଲାଣ୍ଡ ଯାଉଥିଲେ କେତେ ବଞ୍ଚିବ ? ଏଥିରେ କ’ଣ କ’ଣ କରିପାରିବେ…

ନୂଆଦିଲ୍ଲୀ: ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ପର୍ଯ୍ୟଟକ ଏକାକୀ କିମ୍ବା ପରିବାର ସହିତ ଥାଇଲ୍ୟାଣ୍ଡ ବୁଲିବାକୁ ଯାଆନ୍ତି। ୨୦୨୪ରେ ପ୍ରାୟ ୨୦ ଲକ୍ଷ ଭାରତୀୟ ଥାଇଲ୍ୟାଣ୍ଡ ଗସ୍ତ କରିଥିଲେ। ଶସ୍ତା ଖାଇବା, କମ୍ ଖର୍ଚ୍ଚରେ ହୋଟେଲ ଓ ଅନେକ ସ୍ଥାନ ବୁଲିବାର ସୁବିଧା ଯୋଗୁ ଥାଇଲ୍ୟାଣ୍ଡ ଭାରତୀୟଙ୍କ…

Indigo Flight: ବିମାନ ସଂଖ୍ୟା ୫ ପ୍ରତିଶତ କମାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଇଣ୍ଡିଗୋ ସଙ୍କଟକୁ ନେଇ ଏବେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଅସ୍ଥିରତା ଲାଗି ରହିଛି । ଇଣ୍ଡିଗୋ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଇଣ୍ଡିଗୋକୁ ଶୀତକାଳୀନ ବିମାନ ସଂଖ୍ୟା ୫ ପ୍ରତିଶତ କମାଇବାକୁ ବେସାମରିକ ବିମାନ ଚଳାଚଳ…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାଆର ଜାତି ଆଧାରରେ ଝିଅର ଅନୁସୂଚିତ ଜାତି ପ୍ରମାଣପତ୍ରକୁ ଅନୁମୋଦନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜାତି ପ୍ରମାଣପତ୍ର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପରିବାରର ଗୋଟେ ଝିଅକୁ ନିଜ ମାଆଙ୍କ ଜାତି ଆଧାରରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ। ଏହି ରାୟ ଅନନ୍ୟ। କାରଣ ଗୋଟେ ପିଲାର ଜାତି ସାଧାରଣତଃ ପିତାଙ୍କ…

ଚୀନକୁ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନିକଟରେ ଚୀନ୍‌ର ସାଂଘାଇ ବିମାନବନ୍ଦରରେ ଜଣେ ଭାରତୀୟ ନାଗରିକଙ୍କୁ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଏବେ ଏହି ଘଟଣା ସମ୍ପର୍କରେ ପଚରା ଯାଇତିବା ପ୍ରଶ୍ନର ଉତ୍ତର ଦେଇଛି ।…

ମୋଦି ଦେଇଥିଲେ ଉପହାର, ବିମାନରେ ପୁଟିନ ପଢିଲେ ଶ୍ରୀମଦ୍ ଭଗବଦ୍ ଗୀତା

ନୂଆଦିଲ୍ଲୀ:  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ସମାପ୍ତ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବରେ ରୁଷ ରାଷ୍ଟ୍ରପତିଙ୍କୁ ଉଦାର…

Earthquake: ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ଟୋକିଓ: ଜାପାନରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୬ ରହିଥିଲା । ଏହା ପରେ ଜାପାନର ଉତ୍ତର-ପୂର୍ବ ଉପକୂଳ ପାଇଁ ୩ ମିଟର ପର୍ଯ୍ୟନ୍ତ ସୁନାମି ଆସିପାରେ ବୋଲି ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ସୋମବାର ରାତି ପ୍ରାୟ…

Goa Fire: ୨୫ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ନାଇଟ୍ କ୍ଲବ୍ ମାଲିକ ଭାରତ ଛାଡି ଏହି ଦେଶରେ ନେଇଛନ୍ତି ଆଶ୍ରୟ

ପାଣାଜୀ: ଗୋଆର ଏକ ନାଇଟ୍ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । କ୍ଲବ୍‌ର ଜେନେରାଲ ମ୍ୟାନେଜରଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି । ପୋଲିସ ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରିଛି, କିନ୍ତୁ…

Chinese National Detained: କାଶ୍ମୀରରେ ଚୀନ୍ ନାଗରିକ ଅଟକ; ଫୋନ୍ ରୁ ମିଳିଲା ସମ୍ବେଦନଶୀଳ ସୂଚନା…

ନୂଆଦିଲ୍ଲୀ:କାଶ୍ମୀରର ସୁରକ୍ଷା ଏଜେନ୍ସିଗୁଡ଼ିକ ଜଣେ ଚୀନ୍ ନାଗରିକଙ୍କୁ ଅଟକ ରଖିଛନ୍ତି । ଉକ୍ତ ଅଟକ ଚୀନ ନାଗରିକ ବିନା ଅନୁମତିରେ ଲଦାଖ ଏବଂ କାଶ୍ମୀରର ସମ୍ବେଦନଶୀଳ ଅଞ୍ଚଳରେ ବୁଲୁଥିଲା। ୨୯ ବର୍ଷୀୟ ହୁ କଙ୍ଗଟାଇ (Hu Congtai)ନଭେମ୍ବର ୧୯ ତାରିଖରେ ଏକ ପର୍ଯ୍ୟଟନ ଭିସାରେ ଦିଲ୍ଲୀ…

Delhi Blast case: ଲାଲକିଲ୍ଲା ବିସ୍ଫୋରଣ ମାମଲା: NIA ହେପାଜତରେ ଚାରି ଅଭିଯୁକ୍ତ, ପୁଣି ବଢିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଜାରି ରହିଛି। ତେବେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଚାରି ଅଭିଯୁକ୍ତଙ୍କ ଏନଆଇଏ ହେପାଜତକୁ ଆଉ ଚାରି ଦିନ ବୃଦ୍ଧି କରିଛନ୍ତି। ଏହି ଅଭିଯୁକ୍ତମାନଙ୍କ ନାମ ହେଉଛି ଡକ୍ଟର ମୁଜାମ୍ମିଲ,…