Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବାକୁ ପ୍ରୟାସ: ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

ଭୁବନେଶ୍ୱର: ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ପୂର୍ବ ତଟ ରେଳପଥ ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ ଦ୍ୱୟରେ ଅତିରିକ୍ତ ଏସି-୩ ଟାୟାର କୋଚ୍ ଅସ୍ଥାୟୀ ସଂଯୋଗ ପାଇଁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅଧିକ ଚାହିଦା ଥିବା ସମୟରେ…

ଚୀନରେ ହେବାକୁ ଯାଉଛି କି କ୍ଷମତା ପରିବର୍ତ୍ତନ?

ନୂଆଦିଲ୍ଲୀ: କୁଆଡେ ଗଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ? ଗତ ଦୁଇ ସପ୍ତାହ ହେଲା ସେ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରୁ ଗାଏବ ରହିଛନ୍ତି । ୨୦୧୩ ଆରମ୍ଭରୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଦାୟିତ୍ବ ନେବା ପରଠୁ ଲଗାତର ଚର୍ଚ୍ଚାରେ ରହିଛନ୍ତି ଜିନପିଙ୍ଗ । କେତେବେଳେ ପଡୋଶୀ ଦେଶ ସହ ସଂଘର୍ଷକୁ…

ଟ୍ରାଫିକ୍ ଜାମ୍ ପାଇଁ ଗଲା ୩ ଜୀବନ: ଏନଏଚଏଆଇ କହିଲା- ବିନା କାମରେ କାହିଁକି ଘରୁ ବାହାରୁଛନ୍ତି ଲୋକେ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରର ଇନ୍ଦୋର-ଦେବାସ ରାସ୍ତାରେ ୪୦ ଘଣ୍ଟା ଧରି ଟ୍ରାଫିକ ଜାମ ଯୋଗୁଁ ଶୁକ୍ରବାର ଦିନ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହୃଦଘାତ ହୋଇଥିଲା ଏବଂ ଜଣେ ରୋଗୀଙ୍କ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଅମ୍ଳଜାନ ସରିଯାଇଥିଲା। ଏହି କାରଣରୁ ଏହି…

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ…

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଖୁବ୍ ଶୀଘ୍ର ୯୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି। ବର୍ଦ୍ଧିତ ବୟସ ଯୋଗୁଁ ଉତ୍ତରାଧିକାରୀ ଏବଂ ତାଙ୍କ ନିର୍ବାଚନ ବିଷୟରେ ପ୍ରାୟତଃ ଆଲୋଚନା ହୋଇଥାଏ। ସେ ୧୪ ତମ ଦଲାଇଲାମା ଏବଂ ତାଙ୍କ ଉତ୍ତରାଧିକାରୀ ୧୫ ତମ ଲାମା ଭାବରେ ଜଣାଯିବେ।…

ISS ରହିଥାଏ ଏକ ସ୍ଥାୟୀ ଟିମ୍ , ଜାଣନ୍ତୁ ଏମାନେ କେଉଁ କାମ କରିଥାନ୍ତି?

ନୂଆଦିଲ୍ଲୀ: ମହାକାଶ ସବୁବେଳେ ମଣିଷ ପାଇଁ ରୋମାଞ୍ଚକର ଏବଂ ରହସ୍ୟରେ ଭରପୂର ରହିଆସିଛି। କିନ୍ତୁ ଏହି ରହସ୍ୟ ଆଡ଼ରେ, ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚତାରେ ଏକ ପ୍ରୟୋଗଶାଳା ରହିଛି, ଯେଉଁଠାରେ ନିରନ୍ତର ବୈଜ୍ଞାନିକ ଗବେଷଣା ଚାଲିଥାଏ। ଏହା ହେଉଛି ଇଣ୍ଟରନାସନାଲ ସ୍ପେସ ଷ୍ଟେସନ…

ସଂସଦ ସୁରକ୍ଷା ତ୍ରୁଟି ମାମଲା: ୨ ଅଭିଯୁକ୍ତଙ୍କୁ ଜାମିନ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତଙ୍କୁ ମିଲିଲା ଜାମିନ୍ । ବୁଧବାର ଦିଲ୍ଲୀ ହାଇକୋର୍ଟ ଦୁଇ ଅଭିଯୁକ୍ତ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ପୋଲିସ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କ ଜାମିନ ଆବେଦନକୁ ବିରୋଧ କରିବା…

ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା, ୪ ଓଡ଼ିଆ ମୃତ

ହାଇଦ୍ରାବାଦ\ଭୁବନେଶ୍ୱର: ତେଲେଙ୍ଗାନାର କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣାରେ ୪ ଓଡ଼ିଆ ମୃତ। ୪ ଜଣ ଆହତ। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି। ୪ ମୃତକ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର। ଏଯାଏଁ ବିସ୍ଫୋରଣ ଘଟଣାରେ ୩୭ରୁ ଊର୍ଦ୍ଧ୍ବ ଲୋକଙ୍କ…

ଜୀବନ ନେଉଛି କି କରୋନା ଟୀକା?, ସ୍ପଷ୍ଟିକରଣ ରଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ….

ନୂଆଦିଲ୍ଲୀ: କରୋନା ଭ୍ୟାକସିନକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବର୍ତ୍ତମାନ ଯୁବକଙ୍କଠାରେ ହୃଦଘାତର ଆଶଙ୍କା ଅଧିକ ଦେଖାଦେଇଛି । ଯାହାକି କୋଭିଡ୍ ଭ୍ୟାକସିନ୍ ନେବା ପରଠାରୁ ଅଧିକ ହେଉଥିବା କୁହାଯାଉଛି । ଏନେଇ ପୂର୍ବରୁ ଦାବି ହେଉଥିବା ବେଳେ ଏବେ କର୍ଣ୍ଣାଟକ ସରକାର…

Facebookରେ କେମିତି ହୋଇଥାଏ ମୋନିଟାଇଜେସନ? ୧୦୦୦ ଫୋଲର୍ସରେ ମିଳିଥାଏ କେତେ ଟଙ୍କା

ନୂଆଦିଲ୍ଲୀ:  ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଲୋକଙ୍କ ପାଇଁ ରୋଜଗାରର ଏକ ବଡ଼ ଉପାୟ ମଧ୍ୟ ହୋଇପଡ଼ିଛି। ବିଶ୍ୱର ସବୁଠାରୁ ପୁରୁଣା ଓ ବୃହତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ଫେସବୁକ ଏବେ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ପଇସା ରୋଜଗାର…

ପିଚ୍‌ରେ ଛକ୍କା ମାରିବା ପରେ ଟଳି ପଡିଲେ

ମୃତ୍ୟୁ କେତେବେଳେ କେଉଁଠି ଆସିବ ସେକଥା କାହାକୁ ଜଣାନାହିଁ । ମୃତ୍ୟୁ ସତ୍ୟ ଏକଥା ସମସ୍ତଙ୍କୁ ମାନିବାକୁ ପଡିବ । ବାରମ୍ବାର ହଠାତ ମୃତ୍ୟୁ ଖବର ପାଇ ଲୋକେ ଆଚମ୍ବିତ ହୁଅନ୍ତି । ଯାହା ବିଧିର ବିଧାନ ଥାଏ ତାହାହିଁ ହୁଏ ସେକଥା କେହି ବୁଝି ପାରନ୍ତି ନାହିଁ । ସେମିତି ଏକ ଘଟଣା ସମ୍ପର୍କରେ ଆମେ…