Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱର ପ୍ରଥମ AI ହ୍ୟୁମାନୋଇଡ୍ ରୋବଟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ; ଜାଣନ୍ତୁ କିଏ ଜିତିଲା ମ୍ୟାଚ

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଯୁକ୍ତିବିଦ୍ୟା କେତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ତାହାର ଏକ ଉତ୍କୃଷ୍ଟ ଉଦାହରଣ ନିକଟରେ ଚୀନରେ ଦେଖିବାକୁ ମିଳିଥିଲା। ଏଠାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳାଯାଇଥିଲା ଯାହା ମଣିଷ ମଧ୍ୟରେ ନୁହେଁ ବରଂ AI (କୃତ୍ରିମ ବୁଦ୍ଧିମତ୍ତା) ଦ୍ୱାରା ପରିଚାଳିତ ହ୍ୟୁମାନୋଇଡ୍…

କୋଲକାତାରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ସିସିଟିଭିରୁ ମିଳିଲା ପ୍ରମାଣ

କୋଲକାତା: କୋଲକାତାର ଜଣେ ଆଇନ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ସିସିଟିଭିରୁ ମିଳିଛି ପ୍ରମାଣ। କଲେଜର ସିସିଟିଭିରେ ଜୁନ୍ ୨୫ ତାରିଖ ଅପରାହ୍ନ ୩:୩୦ ରୁ ରାତି ୧୦:୫୦ ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟାର ଫୁଟେଜରେ ସବୁ କିଛି ସ୍ପଷ୍ଟ ହୋଇଛି। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ…

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଶ୍ରମିକ ମୃତ, ୨୦ରୁ ଅଧିକ ଆହତ

ହାଇଦ୍ରାବାଦ: ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ବିସ୍ଫୋରଣ ଘଟିଛି । ରିଆକ୍ଟର ବିସ୍ଫୋରଣରେ ଅତି କମରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ପ୍ରାୟ ୨୦ରୁ ଅଧିକ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ…

‘ଅପରେସନ ସିନ୍ଦୂର’କୁ ନେଇ ହଙ୍ଗାମା; ସଫେଇ ଦେଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ରବିବାର ଦିନ ପ୍ରତିରକ୍ଷା ଅତାସେ କ୍ୟାପ୍ଟେନ୍ ଶିବ କୁମାରଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛି। ଭାରତୀୟ ଦୂତାବାସ କହିଛି ଯେ ଇଣ୍ଡୋନେସିଆର ପ୍ରତିରକ୍ଷା ଅତାସେ ଏକ ସେମିନାର ସମୟରେ ପାକିସ୍ତାନ ବିରୁଦ୍ଧରେ ଭାରତ ପକ୍ଷରୁ ଆରମ୍ଭ…

ଭଗବାନଙ୍କ ଶତ୍ରୁ’ ହେଉଛନ୍ତି ଟ୍ରମ୍ପ ଓ ନେତାନ୍ୟାହୁ; ଫତୱା ଜାରି କଲା ଇରାନ

ନୂଆଦିଲ୍ଲୀ: 'ଭଗବାନଙ୍କ ଶତ୍ରୁ' ହେଉଛନ୍ତି ଟ୍ରମ୍ପ ଓ ନେତାନ୍ୟାହୁ। ଇରାନର ଶୀର୍ଷ ସିଆ ଧର୍ମଗୁରୁ ଗ୍ରାଣ୍ଡ ଆୟତୋଲ୍ଲା ନାସେର ମାକାରେମ୍ ଶିରାଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୁଦ୍ଧରେ ଏକ କଠୋର ଫତୱା ଜାରି…

ଏହି ୪ଟି ଜିନିଷ ChatGPTକୁ ଭୁଲରେ ପଚାରନ୍ତୁ ନାହିଁ, ଜାଣନ୍ତୁ ପୂରା ସୂଚନା

ନୂଆଦିଲ୍ଲୀ: ୨୦୨୨ରେ ଲଞ୍ଚ ହେବା ପରେ ଚାଟଜିପିଟି (ChatGPT) ବିଶ୍ୱବ୍ୟାପୀ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଛି। ରିପୋର୍ଟ ଅନୁଯାୟୀ, ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆଧାରିତ ଟୁଲ ପ୍ରତିଦିନ ପ୍ରାୟ ୧୦୦ କୋଟି ଥର ସର୍ଚ୍ଚ କରାଯାଉଛି, ଯାହା ଏହାକୁ ଗୁଗଲଠାରୁ ମଧ୍ୟ ଅଧିକ…

ଗୁଣି ଗାରେଡ଼ି ପାଇଁ ମହିଳା ଜଣକ ନିଜ ପୋଷା କୁକୁରର କାଟିଲେ ଗଳା !

ବେଙ୍ଗାଲୁରୁ: ଆଜିର ଯୁଗରେ ବି ପିଛା ଛାଡୁନି ଅନ୍ଧବିଶ୍ବାସ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମହାଦେବପୁରା ଅଞ୍ଚଳରେ ରହୁଥିବା ଜଣେ ମହିଳା ଗୁଣି ଗାରେଡ଼ି କରିବା ପାଇଁ ତାଙ୍କର ପାଳିତ ଲାବ୍ରାଡୋର କୁକୁରର ଗଳା କାଟି ହତ୍ୟା କରିଥିବା ଅଭିଯୋଗ…

‘ପରିବାର ଭାଙ୍ଗିଛନ୍ତି ମହୁଆ’, ମହୁଆଙ୍କ ବ୍ୟକ୍ତିଗତ ଜୀବନକୁ ଟାର୍ଗେଟ କରି ବର୍ଷିଲେ କଲ୍ୟାଣ ବାନାର୍ଜି

କୋଲକାତା: ପୁଣି ପଦାରେ ପଡିଛି ଟିଏମସି ନେତା ମହୁଆ ମୋଇତ୍ର ଏବଂ କଲ୍ୟାଣ ବାନାର୍ଜି କଳି । ଏଥିର ସିଧା ମହୁଆଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟାର୍ଗେଟ କରିଛନ୍ତି କଲ୍ୟାଣ । ତେବେ ଟିଏମସି ସାଂସଦ ମହୁଆ ମୋଇତ୍ରା କଲ୍ୟାଣ ବାନାର୍ଜୀଙ୍କ ବୟାନକୁ ସମାଲୋଚନା କରିଥିଲେ, ସେ ରାଗି ଯାଇଥିଲେ ଏବଂ…

ୟୁକ୍ରେନ୍ ଉପରେ ରୁଷର ସବୁଠାରୁ ବଡ ଆକ୍ରମଣ, ଗତ ୩ ବର୍ଷ ଯୁଦ୍ଧରେ ସବୁଠୁ ମାରାତ୍ମକ…..

ନୂଆଦିଲ୍ଲୀ: ଶନିବାର ଏବଂ ରବିବାର ରାତିରେ ରୁଷ ୟୁକ୍ରେନ ଉପରେ ସବୁଠାରୁ ବଡ ବିମାନ ଆକ୍ରମଣ କରିଛି। ରୁଷର ଏହି ଆକ୍ରମଣ ପରେ, ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ ଏହି ଆକ୍ରମଣ ଅଭୂତପୂର୍ବ ସ୍ତରରେ…

ଇସ୍ରାଏଲୀ ବିମାନ ଆକ୍ରମଣରେ ହମାସର ଶୀର୍ଷ ନେତା ନିହତ, ଜାଣନ୍ତୁ କିଏ ହାଖାମ ମହମ୍ମଦ ଇସା ଅଲ୍ ଇସା?

ନୂଆଦିଲ୍ଲୀ: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ, ଆଇଡିଏଫ, ଏକ ବଡ଼ ସୂଚନା ଦେଇଛି । ଦାବି କରିଛି ଯେ ଇସ୍ରାଏଲୀ ସୈନିକମାନେ ଗାଜା ସହରର ସାବ୍ରା ଅଞ୍ଚଳରେ ଏକ ଲକ୍ଷ୍ୟଭେଦୀ ବିମାନ ଆକ୍ରମଣ ମାଧ୍ୟମରେ ହମାସର ଶୀର୍ଷ କମାଣ୍ଡର ହାକିମ ମହମ୍ମଦ ଇସା ଅଲ-ଇସାଙ୍କୁ ହତ୍ୟା କରିଛନ୍ତି । ଆଇଡିଏଫ ଟ୍ୱିଟ୍…