Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରାଏଲୀ ବିମାନ ଆକ୍ରମଣରେ ହମାସର ଶୀର୍ଷ ନେତା ନିହତ, ଜାଣନ୍ତୁ କିଏ ହାଖାମ ମହମ୍ମଦ ଇସା ଅଲ୍ ଇସା?

ନୂଆଦିଲ୍ଲୀ: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ, ଆଇଡିଏଫ, ଏକ ବଡ଼ ସୂଚନା ଦେଇଛି । ଦାବି କରିଛି ଯେ ଇସ୍ରାଏଲୀ ସୈନିକମାନେ ଗାଜା ସହରର ସାବ୍ରା ଅଞ୍ଚଳରେ ଏକ ଲକ୍ଷ୍ୟଭେଦୀ ବିମାନ ଆକ୍ରମଣ ମାଧ୍ୟମରେ ହମାସର ଶୀର୍ଷ କମାଣ୍ଡର ହାକିମ ମହମ୍ମଦ ଇସା ଅଲ-ଇସାଙ୍କୁ ହତ୍ୟା କରିଛନ୍ତି । ଆଇଡିଏଫ ଟ୍ୱିଟ୍…

ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ୨୪ ଘଣ୍ଟା ପାଇଁ ସ୍ଥଗିତ

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ଚେତାବନୀ ପରେ ଚାରିଧାମ ଯାତ୍ରାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି । ଜୁନ୍ ୨୯ ରୁ ଜୁଲାଇ ୧ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ବିଶେଷ କରି ଜୁନ୍ ୨୯ ଏବଂ ଜୁଲାଇ ୧…

ପାକ୍‌ର ବଡ଼ ଷଡ଼ଯନ୍ତ୍ର: ପିଓକେରେ ପୁଣି ଆତଙ୍କୀ କ୍ୟାମ୍ପ, ନିର୍ମାଣ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜିର ହାଇଟେକ୍‌…

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। ପହଲଗାମ୍‌ ଆତଙ୍କୀ ଆକ୍ରମଣର ଜବାବରେ ଗତ ମେ ମାସରେ ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିଥିଲା। ଭାରତର ଆକ୍ରମଣ ପରେ ପାକିସ୍ତାନର ଭାଙ୍ଗିଯାଇଛି ଅଣ୍ଟା। ତଥାପି ଭାରତ ବିରୋଧରେ ପାକିସ୍ତାନ…

ମନ୍ କି ବାତର ୧୨୩ତମ ଏପିସୋଡକୁ ସମ୍ଭୋଧିତ କଲେ ମୋଦି, ଏହି ସବୁ ଉପରେ ଦେଲେ ଗୁରୁତ୍ବ…

ନୂଆଦିଲ୍ଲୀ: ଆଜି ମନ କି ବାତର ୧୨୩ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୨ଟି ଭାଷାରେ ଉପସ୍ଥାପିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦିବସ ଉପରେ ଆଲୋଚନା ସହିତ କରିଥିଲେ । କାଶ୍ମୀରରେ ସୈନିକଙ୍କ ଯୋଗ ବିଷୟରେ ମଧ୍ୟ…

ପୁଣି ଟ୍ରମ୍ପଙ୍କ ବିଧେୟକକୁ ନେଇ ଅସନ୍ତୋଷ ଝାଡିଲେ ମସ୍କ: କହିଲେ, ‘ପାଗଳାମିରେ ଭରା ବିନାଶକାରୀ ନିଷ୍ପତ୍ତି’

ନୂଆଦିଲ୍ଲ: ପୁଣି ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଗ୍ ବିୟୁଟିଫିଲ୍ ବିଲକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ଆମେରିକା ଟେକ୍ ଏଲନ୍ ମସ୍କ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କର ଛାଡ଼, ଖର୍ଚ୍ଚ ହ୍ରାସ ଏବଂ ନିର୍ବାସନ ପାଣ୍ଠି ବୃଦ୍ଧି ସମ୍ପର୍କରେ ଆଗତ ବିଲ୍ ପରେ ଆମେରିକୀୟ ସଂସଦର ଉଚ୍ଚ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଆଗକୁ ବଡ ବର୍ଷା, ଆଲର୍ଟ ଜାରି…..

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ନୂତନ ଲଘୁଚାପ । ଆଜି ଉତ୍ତର-ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ…

ଭୂମିକମ୍ପ ଏବଂ ବର୍ଷାର ତାଣ୍ଡବରେ ଅସ୍ଥିର ପାକିସ୍ତାନ: ତ୍ରାହି ତ୍ରାହି ଡାକୁଛି….

ନୂଆଦିଲ୍ଲୀ: ଏବେ ପାକିସ୍ତାନ ଭିତରେ ଅସ୍ଥିରତା ଜାରି ରହିଛି । ଦେଶ ଭିତରେ ବିଦ୍ରୋହ, ଲଗାତାର ଭୂମିକମ୍ପ ଆଉ ଏବେ ବର୍ଷାର ତାଣ୍ଡବ ପାକିସ୍ତାନକୁ ବେହାଲ କରିଛି । ପୂର୍ବରୁ ଅସୁବିଧା ସହ ଯୁଝି ହେଉଥିବା ପାକିସ୍ତାନ ଏବେ ପ୍ରକୃତିର ତାଣ୍ଡବରେ ଅସ୍ଥିର ହୋଇଉଠିଛି । ଆଜି ସକାଳୁ ସକାଳୁ ପୁଣି…

ଏହି ଦେଶର ନାଗରିକଙ୍କୁ ଦେବାକୁ ପଡ଼ିନଥାଏ ଟିକସ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଆଜିର ଯୁଗରେ, ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକସ ହାର ଆକାଶଛୁଆଁ ହେଉଛି, ସେତେବେଳେ କିଛି ଦେଶ ଏପରି ରହିଛି ଯେଉଁଠାରେ ନାଗରିକମାନଙ୍କୁ ବ୍ୟକ୍ତିଗତ ଆୟକର ଦେବାକୁ ପଡ଼େ ନାହିଁ। ଏହି ଟିକସ-ମୁକ୍ତ ନୀତି ଏହି ଦେଶଗୁଡ଼ିକୁ ନିବେଶକାରୀ ଓ ଉଚ୍ଚ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ…

‘ଆତ୍ମଘାତୀ ବିସ୍ଫୋରଣ ପାଇଁ ଭାରତ ଦାୟୀ’, ପାକିସ୍ତାନର ଆରୋପକୁ କଡା ଜବାବ ଦେଲା ଭାରତ….

ନୂଆଦିଲ୍ଲୀ: ଶନିବାର ପାକିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୧୩ ଜଣ ସୈନିକଙ୍କ ପ୍ରାଣ ଯାଇଛି । ଯାହାକୁ ନେଇ ଦୁଷ୍ଟ ପାକିସ୍ତାନ ଭାରତକୁ ଦାୟୀ କରିଛି । କାଳେ ଏହି ବିସ୍ଫୋରଣ ପଛରେ ଭାରତର ହାତ ବୋଲି କହିଛି ପାକିସ୍ତାନ । ଯାହାର କଡା ଜବାବ ରଖିଛନ୍ତି ଭାରତ ସରକାର । ପାକିସ୍ତାନର ଏଭଳି…

ଟ୍ରେନ ବିଳମ୍ୱରେ ପହଞ୍ଚିଲେ ରିଫଣ୍ଡ ହେବ ପୂରା ଟଙ୍କା ! ଜାଣନ୍ତୁ କେମିତି କିରବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଟିକେଟ ବୁକିଂ ୱେବସାଇଟ ଆଇଆରସିଟିସି (IRCTC) ଯାତ୍ରୀଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିଛି। ଏବେ ଯଦି ଆପଣଙ୍କ ଟ୍ରେନ ୩ ଘଣ୍ଟାରୁ ଅଧିକ ବିଳମ୍ୱ ହୁଏ କିମ୍ବା ଏସି କୋଚରେ ଥଣ୍ଡା ନ ହେବା ସମସ୍ୟା ହୁଏ, ତେବେ ଆପଣ ସମ୍ପୂର୍ଣ୍ଣ ଟିକେଟ ଟଙ୍କା ଫେରସ୍ତ…