Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କିଏ ହ୍ୟାକ କରିଛି କି ଆପଣଙ୍କ WhatsApp ? ଜାଣନ୍ତୁ କେମିତି ଜାଣିବେ

ଆଜିର ଦ୍ରୁତଗତିର ଡିଜିଟାଲ ଦୁନିଆରେ WhatsApp ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ, ଡିଭାଇସ-ଲେଭେଲ ପ୍ରୋଟେକସନ ଏବଂ ଗୋପନୀୟତା-ପ୍ରଥମ ନୀତି ଭଳି ସୁବିଧା ଦେଇ ନିଜ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବାର ଦାବି କରୁଛି। କିନ୍ତୁ ବାସ୍ତବରେ ଚିତ୍ର ଅନ୍ୟ ହୋଇପାରେ। କଳ୍ପନା କରନ୍ତୁ, ଆପଣ ରାତିରେ ଜଣେ…

କର୍ମଚାରୀଙ୍କ ଛୁଟିକୁ ନେଇ ବଡ଼ ଘୋଷଣା, ପ୍ରାଇଭେଟ ଚାକିରିଆ ଶୁଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ଛୁଟି ମିଳିବ କି? ଏହି ପ୍ରଶ୍ନ ଏବେ ସଂସଦରେ ଉଠିଛି ଏବଂ କର୍ମଚାରୀମାନଙ୍କ ମନରେ ଏକ ନୂଆ ଆଲୋଚନା ସୃଷ୍ଟି କରିଛି। ସଂସଦର ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟସଭା ସାଂସଦ ସୁମିତ୍ରା…

ଏଣିକି ପାରାଙ୍କୁ ରାସ୍ତାରେ ଦେଇପାରିବେନି ଖାଦ୍ୟ.. 

ମୁମ୍ବାଇ: ଏଣିକି ପାରାଙ୍କୁ ରାସ୍ତାରେ ଖାଦ୍ୟ ଦେବାକୁ ବମ୍ବେ ହାଇକୋର୍ଟ ନିଷେଧ କରିବା ସତ୍ତ୍ୱେ ମଧ୍ୟ ଅନେକ ଏହାକୁ ଅବମାନନା କରୁଛନ୍ତି। ସେହିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟ ଜୁଲାଇ ୩୧ ରେ ବିଏମସିକୁ ନିର୍ଦ୍ଦେଶ ଦେବା ପରେ ମହାରାଷ୍ଟ୍ର ସରକାର ମଧ୍ୟ…

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ ଆଶ୍ବସ୍ତି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତା ଏବଂ ପୂର୍ବତନ ପୂର୍ତ୍ତ (ପିଡବ୍ଲୁଡି) ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସୋମବାର ଦିଲ୍ଲୀର ଏକ କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ମାମଲା ବନ୍ଦ କରିଦେଇଛନ୍ତି । ଏହି ମାମଲା ନିୟମ ବିରୁଦ୍ଧରେ…

ଅଧିକ ଭାବୁଛନ୍ତି ଭାରତୀୟ; ରିପୋର୍ଟରେ ଖୁଲାସା…

ନୂଆଦିଲ୍ଲୀ: ଆଜିକାଲିର ସମାଜ ଏପରି ହୋଇଗଲାଣି ଯେଉଁଠାରେ କୌଣସି ଛୋଟ ଛୋଟ ନିଷ୍ପତ୍ତି ନେବାକୁ ହେଲେ ମଧ୍ୟ ମଣିଷକୁ ଅନେକ ଥର ଭାବିବାକୁ ପଡ଼ିଥାଏ। କାରଣ ପ୍ରତ୍ୟେକ ନିଷ୍ପତ୍ତି ଉପଯୁକ୍ତ ବିଚାର ପରେ ନିଆଯାଇଥାଏ। କିନ୍ତୁ କୌଣସି କାରଣ ନଥାଇ ଯଦି କେହି କିଛି ଜିନିଷକୁ ନେଇ ଅଧିକ ଚିନ୍ତା…

ଜାପାନରେ ଲୋକପ୍ରିୟ ହେଉଛି ଏଆଇ ଡଗ

ଟୋକିଓ: ଆର୍ଟିଫିସିଆଲ ଇଂଟେଲଜେନ୍ସିକୁ ନେଇ ବିଶ୍ୱର ବିଭିନ୍ନ ଦେଶ ଅନେକ ପ୍ରକାରର ପରୀକ୍ଷଣ କରିବାରେ ଲାଗିଛନ୍ତି । ଏବେ ଜାପାନରେ ଏଆଇ ଡଗ ବେଶ ଲୋକପ୍ରିୟତା ହାସଲ କରୁଛି । ଗୃହପାଳିତ ପଶୁ ରଖୁଥିବା ଲୋକମାନେ ଏବେ ଏଥିପ୍ରତି ମନ ବଳାଇଛନ୍ତି । ରୋବୋଟକୁ ଏଆଇ ଦ୍ୱାରା ପରିଚାଳିତ କରାଯିବ ସହ…

ଜାହାଜ ବୁଡ଼ି ଚାଲିଗଲା ୬୮ ଜଣଙ୍କ ଜୀବନ, ୭୪ ନିଖୋଜ

ନୂଆଦିଲ୍ଳୀ: ୟେମେନରେ ବଡ ଧରଣର ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶର ନିକଟରେ ବଡ଼ ଅଘଟଣ । ନୌକା ଓଲଟି ପଡ଼ିବାରୁ ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ଏଥିରେ ପ୍ରାୟ ୧୫୪ ଜଣ ଶରଣାର୍ଥୀ ଥିଲେ । ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨ ଜଣ ଉଦ୍ଧାର ହୋଇପାରିଛନ୍ତି । ଆହୁରି ୭୪ ଜଣଙ୍କୁ…

ପୃଥିବୀର ଗଭୀରତାରେ ଜୀବନ ଖୋଜୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବିିଭିନ୍ନ ଦେଶର ବୈଜ୍ଞାନିକ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ କରୁଛନ୍ତି । ଏ ନେଇ ଭିନ୍ନ ଭିନ୍ନ ତଥ୍ୟ ସମ୍ମୁଖକୁ ଆସୁଛି । ମହାକାଶରେ ଜୀବନର ସତା ଥିବା ନେଇ ବୈଜ୍ଞାନିକମାନେ ଆଶା ରଖିଛନ୍ତି । ଇତି ମଧ୍ୟରେ ଚୀନ ଏବଂ କାନାଡାର ବୈଜ୍ଞାନିକମାନେ ପୃଥିବୀର ଗଭୀରତାରୁ ଜୀବନ ସନ୍ଧାନ…

ଜାତୀୟ ପତାକା ଉତ୍ତୋଳନ ଓ ଅବତରଣ କରିବାର ନିୟମ ଜାରି କଲା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନ ପରେ ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ । ୨୦୨୫ ସ୍ୱାଧୀନତା ଦିବସ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଗତ କିଛି ବର୍ଷ ଧରି, ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଅନୁମତି ଦେଇଛନ୍ତି । ପ୍ରତିବର୍ଷ ଏହାକୁ "ହର ଘର…

ପାକିସ୍ତାନର ପର୍ଦ୍ଦାଫାସ; ପହଲଗାମ ଆତଙ୍କବାଦୀଙ୍କ ଠାରୁ ମିଳିଲା ପାକ୍ ଚକୋଲେଟ , ଭୋଟର ପରିଚୟପତ୍ର …

ନୂଆଦିଲ୍ଲୀ:ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଥିବା ତିନି ଜଣ ଆତଙ୍କବାଦୀ - ସୁଲେମାନ ଶାହ, ଆବୁ ହମଜା ଏବଂ ୟାସି ଜିବ୍ରାନଙ୍କୁ ୨୮ ଜୁଲାଇ ୨୦୨୫ରେ ଭାରତୀୟ ସେନା ହତ୍ୟା କରିଛନ୍ତି। ସେମାନେ ପାକିସ୍ତାନୀ ଥିଲେ ଏବଂ ଲସ୍କର ସହିତ ଜଡିତ ଥିଲେ। ସୂତ୍ର ଅନୁସାରେ ସେମାନଙ୍କ ନିକଟରୁ ପାକିସ୍ତାନୀ…