Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶୋପିଆନରୁ ୨ ଆତଙ୍କବାଦୀ ସହଯୋଗୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମାଷ୍ଟରମାଇଣ୍ଡ ଏବଂ ସେମାନଙ୍କ ସହାୟକମାନଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଉଛି । ଏହି ସମୟ ଭିତରେ ଜମ୍ମୁ କଶ୍ମୀରର ଶୋପିଆନରୁ ଏକ ବଡ଼ ଖବର ଆସିଛି । ଏଠାରେ ସୁରକ୍ଷା ବାହିନୀର ଦଳ ଆତଙ୍କବାଦୀଙ୍କ…

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାକୁ ନେଇ ପ୍ରବଳ ଉତ୍ସାହ; କେଦାରନାଥଙ୍କ ଦର୍ଶନ କଲେଣି ୪ଲକ୍ଷ ଭକ୍ତ

ଉତ୍ତରାଖଣ୍ଡ: ଚଳିତବର୍ଷ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ ଦେଶର ପ୍ରତ୍ୟେକ କୋଣରୁ ଭକ୍ତମାନେ ଦର୍ଶନ ପାଇଁ ପହଞ୍ଚୁଛନ୍ତି। ୯,୧୭,୧୧୭ ଜଣ ଭକ୍ତ ଚାରଧାମ ଦର୍ଶନ କରି ପୁଣ୍ୟ ଅର୍ଜନ କରିସାରିଲେଣି। ସବୁଠାରୁ ଅଧିକ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । କେଦାରନାଥ…

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଗୁପ୍ତଚର ଗିରଫ; ଦେଶ ବିରୋଧୀ କାର୍ଯ୍ୟକଳାପରେ ଥିଲା ଲିପ୍ତ

ଲକ୍ଷ୍ନୌ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ପାଇଁ କାମ କରୁଥିବା ଜଣେ ଗୁପ୍ତଚରଙ୍କୁ ୟୁପି ATS ଗିରଫ କରିଛି। ଅଭିଯୁକ୍ତ ଜଣକ ରାମପୁରର ବାସିନ୍ଦା। ସେ ଭାରତର ଗୁପ୍ତ ସୂଚନା ISIକୁ ପଠାଉଥିଲେ। ଏହା ବ୍ୟତୀତ ସେ ପାକିସ୍ତାନୀ ଏଜେନ୍ସିର ଏଜେଣ୍ଟମାନଙ୍କୁ ମଧ୍ୟ ସାହାଯ୍ୟ ଯୋଗାଇଥିଲେ। ATS…

ଚାବାହାର ବନ୍ଦର ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଡୋଭାଲ ଇରାନର ସୁରକ୍ଷା ମୁଖ୍ୟଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ:ଦୁଇ ଦିନ ପୂର୍ବରୁ ଜୟଶଙ୍କର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ଏବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଇରାନର NSA ଡକ୍ଟର ଅଲ୍ଲି ଆକବର ଅହମଦିୟାନଙ୍କ ସହ ଦୀର୍ଘ ସମୟ ଧରି ଫୋନ୍ ରେ ଆଲୋଚନା କରିଛନ୍ତି। ଏହି ସୂଚନା ଇରାନ ନିଜେ…

ମଣିପୁରରେ ୩୫୦ରୁ ଅଧିକ ଉଗ୍ରବାଦୀ ଗିରଫ; ଜବରଦସ୍ତ କରୁଥିଲେ ଚାନ୍ଦା ଆଦାୟ

ଇମ୍ଫାଲ: ମଣିପୁରରେ ସୁରକ୍ଷା ବାହିନୀ ୩୫୦ରୁ ଅଧିକ ଉଗ୍ରବାଦୀଙ୍କୁ ଗିରଫ କରିଛି। ଏହି ଉଗ୍ରବାଦୀମାନେ ବୈବାହିକ ବିବାଦର ସମାଧାନ ପାଇଁ ଦାଦାବଟି ଆଦାୟ କରୁଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଫେବୃଆରୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏହି ଉଗ୍ରବାଦୀ ଧରାପଡିଛନ୍ତି । ଯେକୌଣସି…

ବିଦେଶ ଯାଉଥିବା ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିବେ ବିକ୍ରମ ମିଶ୍ରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶ ଦେଶ ବୁଲି ଅପରେସନ ସିନ୍ଦୂର ନେଇ ଦେଶର ପକ୍ଷ ରଖିବେ ଭାରତର ସାଂସଦ । ଏନେଇ ବିଜେପି ସରକାରଙ୍କ ପକ୍ଷରୁ କିଛି ସାଂସଦଙ୍କୁ ଚୟନ କରାଯାଇଛି । ଭାରତ ଦ୍ୱାରା ୭ ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି, ଯେଉଁଥିରେ ମୋଟ ୫୯ ଜଣ ସଦସ୍ୟ ଅଛନ୍ତି। ତେବେ ସାଂସଦଙ୍କ ବିଦେଶ…

ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଇନଫ୍ଲୁଏନ୍ସରଙ୍କୁ ଚାକିରି ଦେଉଥିଲେ!

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଲିଙ୍କରେ ବନ୍ଧା ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଜ୍ୟୋତି ଯିଏକି ପୂର୍ବରୁ ଦିଲ୍ଲୀରେ ୨୦ ହଜାର ଟଙ୍କାରେ କାମ କରୁଥିଲେ ସେ ବିଶ୍ୱର ଅନେକ ଦେଶ ଭ୍ରମଣ କରିଛନ୍ତି। ଏହି ଖବର ପରେ ସୋସିଆଲ ମିଡିଆରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ସାଂସଦ ଗୌରବ ଗୋଗୋଇଙ୍କୁ ନିମନ୍ତ୍ରଣ କରିଥିଲା ଆଇଏସଆଇ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୌରବ ଗୋଗୋଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ନିମନ୍ତ୍ରଣରେ…

ପାକିସ୍ତାନରେ ଲସ୍କର ଆତଙ୍କବାଦୀକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜ୍ଞାତ ବନ୍ଧୁକ ଧାରି ମାନେ ଆତଙ୍କବାଦୀ ଲସ୍କର-ଏ-ତୈବା (ଏଲଇଟି) ସଇଫୁଲ୍ଲା ଖଲିଦଙ୍କୁ ହତ୍ୟା କରିଛନ୍ତି। ତେବେ ସେ ଭାରତର ତିନୋଟି ବଡ଼ ଆକ୍ରମଣ ପଛରେ ଥିବା ଜଣାପଡିଛି। ଯେଉଁଥିରେ ନିଜାମନି ୨୦୦୧ ମସିହାରେ ରାମପୁରରେ ଥିବା ସିଆରପିଏଫ ଶିବିର,…

୫ ବର୍ଷ ପରେ ପୁଣି ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା; ନାଥୁଲାରେ ଚୂଡାନ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: କୈଳାଶ ମାନସରୋବର ଯାତ୍ରା ଚଳିତ ବର୍ଷ ଜୁନ୍ ଠାରୁ ନାଥୁଲା ରାସ୍ତା ଦେଇ ପୁଣି ଆରମ୍ଭ ହେବାକୁ ଯାଉଛି। ୨୦୧୭ ମସିହାରେ ଡୋକଲାମ ଗତିରୋଧ ଏବଂ କୋଭିଡ-୧୯ ମହାମାରୀ ଯୋଗୁଁ ଯାତ୍ରାକୁ ପାଞ୍ଚ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା। ସିକିମର ଭାରତ-ଚୀନ୍ ସୀମାରେ ଅବସ୍ଥିତ ରୁଟରେ ଯାତ୍ରା…