Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଜର ପଦ ଫେରିପାଇଲେ ଆକାଶ ଆନନ୍ଦ; ବିଏସପିର ଉତ୍ତରାଧିକାରୀ ନେଇ ସ୍ପଷ୍ଟ କଲେ ମାୟାବତୀ

ଲକ୍ଷ୍ନୋ :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ପୁଣିଥରେ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ମୁଖ୍ୟ ଜାତୀୟ ସଂଯୋଜକ କରିଛନ୍ତି । ଆକାଶ ଆନନ୍ଦ ଦଳରେ ତାଙ୍କର ପ୍ରତିଷ୍ଠା ଏବଂ ସ୍ଥାନ ଫେରି ପାଇଛନ୍ତି । ଆଜି ଦଳର ଅନେକ ବରିଷ୍ଠ ନେତାଙ୍କ ଏକ ବୈଠକରେ…

ବିହାରରେ ନୀତିଶଙ୍କ ଦଳ ହାଇଜାକ୍! ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ: ଯଦିଓ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ତା ପୂର୍ବରୁ ଏଠାକାର ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ରାଜନୈତିକ ରଣନୀତିଜ୍ଞ ଏବଂ ଜନ ସୂରାଜ ସଂଯୋଜକ ପ୍ରଶାନ୍ତ କିଶୋର ଜେଡିୟୁ ଏବଂ ବିହାରର ପ୍ରଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ କରିଛନ୍ତି।…

‘ଏମିତି ଶିକ୍ଷା ଦେବୁ, ତାଙ୍କ ପିଢ଼ି ମନେ ରଖିବ’, ‘ଅପରେସନ ସିନ୍ଦୂର’ର ଆଉ ଏକ ଭିଡିଓ ଜାରି କଲା ସେନା

ନୂଆଦିଲ୍ଲୀ: ସାରା ବିଶ୍ବ ଦେଖିଲା କେମିତି ଅପରେସନ ସିନ୍ଦୂର ମାଧ୍ୟମରେ ଧରାଶାୟୀ ହେଲା ପାକିସ୍ତାନ । ସଠିକ୍ ନିଶାନା କରି, ତାର ସଠିକ୍ ପ୍ରମାଣ ଦେଇ, ନିଜର ପ୍ରତିଶୋଧ ନେଲା ଭାରତ । ଆଉ ଏହି ସଫଳତାର ଆଉ ଏକ ଭିଡିଓ ଜାରି କରିଛି ଭାରତୀୟ ସେନା । ଖାଲି ଭିଡିଓ ଜାରି କରିନି, ଏଥିରେ…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବନି ଡିଜିଏମଓ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ସ୍ତରୀୟ ଆଲୋଚନା ହେବ ନାହିଁ। ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ମେ ୧୨ ତାରିଖରେ ଏକ ଆଲୋଚନା ହୋଇଥିଲା। ଯେଉଁଥିରେ ଉଭୟ ଦେଶ ମେ ୧୮ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଇଁ ରାଜି…

ଥରୁରଙ୍କ ଭଳି ବାଜପେୟୀଙ୍କୁ ପଠାଯାଇଥିଲା ୟୁଏନ, ପାକିସ୍ତାନ ଦେଖିଥିଲା ଔକାତ୍

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଲେଖାଯାଉଛି, ଯେତେବେଳେ କଂଗ୍ରେସ ନେତା ଶଶି ଥରୁର ମୋଦୀ ସରକାରଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତୀୟ ସାଂସଦମାନଙ୍କର ଏକ ସର୍ବଦଳୀୟ ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ରାଜଧାନୀକୁ ଯାତ୍ରା କରି…

୬ମାସ ପରେ ଖୋଲିଲା ୪ର୍ଥ କେଦାର ରୁଦ୍ରନାଥ ମନ୍ଦିର ; ଏଠାରେ କରାଯାଏ ମହାଦେବଙ୍କ ମୁଖ ପୂଜା

ଉତ୍ତରାଖଣ୍ଡ:ପଞ୍ଚ କେଦାରଙ୍କ ମଧ୍ୟରେ ଚତୁର୍ଥ କେଦାର ପ୍ରଭୁ ରୁଦ୍ରନାଥଙ୍କ ଦ୍ୱାର ଆଜି ବ୍ରହ୍ମ ମୁହୂର୍ତ୍ତରେ ସକାଳ ୪ଟାରେ ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯାଇଛି। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ଥିଲେ। ଏହି ସମୟରେ ଭକ୍ତମାନଙ୍କ ଦ୍ୱାରା 'ବମ୍-ବମ୍ ଭୋଲେ' ଧ୍ୱନିରେ ମନ୍ଦିର ପରିସର…

ୟୁଟ୍ୟୁବରେ ଟ୍ରାଭେଲ ଭ୍ଲଗ ପୂର୍ବରୁ କଣ କରୁଥିଲେ ଜ୍ୟୋତି, ଜାଣନ୍ତୁ ତାଙ୍କ ଜୀବନର ପୂରା କାହାଣୀ

ନୂଆଦିଲ୍ଲୀ: ହରିୟାଣାର ହିସାର ସହରର ନ୍ୟୁ ଅଗ୍ରସେନ କଲୋନୀରେ ରହୁଥିବା ୩୩ ବର୍ଷୀୟା ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ‘ଟ୍ରାଭେଲ ଉଇଥ ଜୋ’ ନାମରେ ପରିଚିତ ଏହି ଟ୍ରାଭେଲ ଭ୍ଲଗର ତାଙ୍କ ଯୁଟ୍ୟୁବ ଚ୍ୟାନେଲରେ ୩.୭୭ ଲକ୍ଷରୁ ଅଧିକ…

ପାକିସ୍ତାନକୁ ଘାରିଲାଣି ପର୍ଦ୍ଦାଫାସ୍ ଭୟ, ଏବେ ଭାରତ ବିରୋଧରେ ହେବ ଫେରାଦ

ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଲାଣି ପର୍ଦ୍ଦାଫାସ୍ ଭୟ । ବିଶ୍ବ ଦରବାରରେ ମୁଖା ଖୋଲିବା ଭୟରେ ଏବେ ଭାରତକୁ ପାଦେ ପାଦେ ଦେଖିକି ନେଉଛି ପଦକ୍ଷେପ । ଅପରେସନ୍ ସିନ୍ଦୂର ପରେ ବିଶ୍ୱସ୍ତରୀୟ କୂଟନୈତିକ ଯୋଗାଯୋଗ ପାଇଁ ଭାରତ ସାତ ଜଣିଆ ପ୍ରତିନିଧିମଣ୍ଡଳୀ ଘୋଷଣା କରିବାର କିଛି ଘଣ୍ଟା ପରେ,…

ଆତଙ୍କୀଙ୍କୁ ସାହାଯ୍ୟ କରୁଥିଲେ କାଶ୍ମୀର ଯୁବକ, ୨୩ ଜଣଙ୍କୁ ଗିରଫ କଲା ସେନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଗତ ୨୨ ଏପ୍ରିଲରେ ଘଟିଥିଲା ଭୟଙ୍କର ଆତଙ୍କୀ ହମଲା। ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ତା’ ପରେ ଭାରତୀୟ ସୁରକ୍ଷାବଳ ଏବଂ ଜମ୍ମୁ-କଶ୍ମୀର ପୋଲିସ ଆତଙ୍କୀଙ୍କ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ…

୭ ଟିମରେ ୫୯ ସାଂସଦ….ବିଦେଶରେ ଖୋଲିବେ ପାକିସ୍ତାନ ମୁଖା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶ ଦେଶ ବୁଲି ଅପରେସନ ସିନ୍ଦୂର ନେଇ ଦେଶର ପକ୍ଷ ରଖିବେ ଭାରତର ସାଂସଦ । ଏନେଇ ବିଜେପି ସରକାରଙ୍କ ପକ୍ଷରୁ କିଛି ସାଂସଦଙ୍କୁ ଚୟନ କରାଯାଇଛି । ଏନେଇ ୫୯ ଜଣ ସାଂସଦଙ୍କ ତାଲିକା ପ୍ରକାଶ କରିଛି କେନ୍ଦ୍ର । ବିଶ୍ୱର ୩୩ ଟି ଦେଶରେ ଅପରେସନ ସିନ୍ଦୁରର ଶୂନ୍ୟ…