Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନଠାରୁ ଜବତ ହେବ କି ପରମାଣୁ ଅସ୍ତ୍ର? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ:କଥା କଥାରେ ପରମାଣୁ ଧମକ ଦେଉଥିବା ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି, “ବିଶ୍ୱ ଦେଖିଛି ଯେ ପାକିସ୍ତାନ କେତେ ଗୁରୁତ୍ୱହୀନ ଭାବେ ପରମାଣୁ ଧମକ ଦେଇଆସୁଛି। ଏପରି ଗୁରୁତ୍ୱହୀନ ଦେଶର ହାତରେ ପରମାଣୁ ଅସ୍ତ୍ର କେତେ ସୁରକ୍ଷିତ? ମୋ…

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଲିଛି । ଚାରମିନାର ଅଞ୍ଚଳର ଗୁଲଜାର ହାଉସ୍ ନିକଟରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ୧୭ ଜଣ ଜୀବନ୍ତ…

ଯେଉଁ ପାକିସ୍ତାନ ଦୁଇ ଭାଗ କରିଥିଲେ, ସେଇ ଦେଶକୁ ପରମାଣୁ ପ୍ରଯୁକ୍ତି ସେୟାର କରିବାକୁ ପ୍ରସ୍ତାବ ଦେଇଥିଲେ ଇନ୍ଦିରା !

ନୂଆଦିଲ୍ଲୀ: ଭାରତର ‘ଆଇରନ ଲେଡି’ ଇନ୍ଦିରା ଗାନ୍ଧୀ ତାଙ୍କର ଦୃଢ଼ ନେତୃତ୍ୱ ଓ କୂଟନୈତିକ ଦକ୍ଷତା ପାଇଁ ଆଜି ଲୋକେ ତାଙ୍କୁ ପ୍ରସଂଶା କରନ୍ତି। ୧୯୭୧ରେ ପାକିସ୍ତାନକୁ ବିଭାଜିତ କରି ବାଂଲାଦେଶ ଗଠନରେ ତାଙ୍କର ନିର୍ଣ୍ଣାୟକ ଭୂମିକା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। କିନ୍ତୁ ଏହାରି…

ନିଜକୁ ସ୍ୱାଧୀନ ଭାବେ ଘୋଷଣା କଲା ବଲୁଚିସ୍ତାନ, ସତରେ କ’ଣ ମିଳିବ ରାଷ୍ଟ୍ରର ମାନ୍ୟତା

ନୂଆଦିଲ୍ଲୀ: ବଲୁଚିସ୍ତାନ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛି। ବଲୁଚିସ୍ତାନର ନେତୃତ୍ୱ ନେଉଥିବା ତଥା ଲେଖକ ମୀର ଯାର ବଲୁଚ ଗତ ସପ୍ତାହରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅନେକ ବୟାନ ସେୟାର କରିଛନ୍ତି, ଯେଉଁଥିରେ ସେ ‘ବଲୁଚିସ୍ତାନ ଗଣରାଜ୍ୟ’ର ଗଠନ ଘୋଷଣା କରିଛନ୍ତି।…

ଆଜି ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶେଷ ଦିନ, ପୁନର୍ବାର ଡିଜିଏମଓ ସ୍ତରୀୟ ବୈଠକରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ଆଜି ହେଉଛି ଶେଷ ଦିନ। ଆଜି ପୁନର୍ବାର DGMO ସ୍ତରୀୟ ବୈଠକ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ୧୪ ମଇରେ ହୋଇଥିବା ଡିଜିଏମଓ ସ୍ତରୀୟ ଆଲୋଚନାରେ ୧୮ ମେ ପର୍ଯ୍ୟନ୍ତ ଅସ୍ତ୍ରବିରତି ବୃଦ୍ଧି ପାଇଁ ଏକ ସହମତି ହୋଇଥିଲା। ଆଜି…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ

ୱାଶିଂଟନ: ଆମେରିକାର ମଧ୍ୟପଶ୍ଚିମ ଅଞ୍ଚଳରେ ଭୟଙ୍କର ଘୂର୍ଣ୍ଣିଝଡ଼। କେଣ୍ଟୁକି ଓ ମିସୌରୀ ଅଧିକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଏହି ଘୂର୍ଣ୍ଣଝଡରେ ୨୭ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ୫ ହଜାର କୋଠା କ୍ଷତିଗ୍ରସ୍ତ ହୋଇଛି। ସ୍ଥାନେ ସ୍ଥାନେ…

ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା ଆଇଆଇଟି ବମ୍ବେ

ମୁମ୍ବାଇ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇଆଇଟି ବମ୍ବେର ବଡ଼ ନିଷ୍ପତ୍ତି। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା IIT ବମ୍ବେ। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା। IIT ବମ୍ବେ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ ଛାତ୍ର ଓ ଅଧ୍ୟାପକ…

ବିଫଳ ହେଲା ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ। ଲଞ୍ଚିଂ ବେଳେ ତୃତୀୟ ସୋପାନରେ ଉପୁଜିଲା ବାଧା। ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ। ୧୦୧ତମ ସାଟେଲାଇଟ୍ ଲଞ୍ଚ୍ କରିଥିଲା ଇସ୍ରୋ। ଆନ୍ଧ୍ର ଶ୍ରୀହରିକୋଟାରୁ ୫ଟା ୫୯ ମିନିଟରେ ହୋଇଥିଲା ଉତ୍‌କ୍ଷେପଣ। ଆଜି ସକାଳ ୫.୫୯ ରେ…

ଖୁବ୍‌ଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ୍ ; ପୁରୁଣା ନୋଟ କ’ଣ ହେବ..

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଖୁବ୍‌ଶୀଘ୍ର ମହାତ୍ମା ଗାନ୍ଧୀ ସିରିଜ (ନୂତନ)ର ୨୦ ଟଙ୍କିଆ ନୋଟ୍ ଜାରି କରିବ। ଏହି ନୋଟଗୁଡ଼ିକରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ରହିବ। ଆରବିଆଇ ପକ୍ଷରୁ ଏନେଇ ଶନିବାର ସୂଚନା ଦିଆଯାଇଛି। ନୂତନ ନୋଟଗୁଡ଼ିକର ଡିଜାଇନ୍ ଏବଂ…

ଜେଲ ଗଲେ ଆତଙ୍କବାଦୀଙ୍କ ୨୩ସହଯୋଗୀ; ଲାଗୁ ହେଲା ଜନ ସୁରକ୍ଷା ଆଇନ

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ସହଯୋଗୀଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୋଲିସ କଠୋର ଜନ ସୁରକ୍ଷା ଆଇନ (PSA-PUBLIC SAFETY ACT) ଅନୁଯାୟୀ ଆତଙ୍କବାଦୀଙ୍କ ୨୩ ଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋଟିଏ ପଟେ ଜମ୍ମୁ-କାଶ୍ମୀରରେ…