Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦାୟିତ୍ଵ ନେବା ପରେ ଗବାଇଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ: ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ 

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍‌ ବି.ଆର୍ ଗବାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିସହିତ ଦାୟିତ୍ଵ ନେବା ପରେ ରାଷ୍ଟ୍ରପତି…

ଭାଙ୍ଗିଯିବ ପାକିସ୍ତାନ? ଜୋରଦାର ଆକ୍ରମଣ କରୁଛି ବିଏଲଏ

ନୂଆଦିଲ୍ଲୀ: କ୍ୱେଟାରେ କଥିତ ‘ବିଜୟ ଦିବସ’ ଉତ୍ସବକୁ ନେଇ ପାକିସ୍ତାନ ସରକାର ଏବଂ ବଳୁଚ ଲିବରେସନ ଆର୍ମୀ (ବିଏଲଏ) ମଧ୍ୟରେ ତୀବ୍ର ସଂଘର୍ଷ ଦେଖାଦେଇଛି। ପାକିସ୍ତାନୀ ସେନାର ପୃଷ୍ଠପୋଷକତାରେ ଆୟୋଜିତ ଏହି ଉତ୍ସବର ନେତୃତ୍ବ ତଥାକଥିତ ଏମପିଏ ଅଲୀ ମଦଦ ଜଟ୍ଟକ ନେଉଥିଲେ। କିନ୍ତୁ ଉତ୍ସବ ଆରମ୍ଭ…

ଅପରେସନ ସିନ୍ଦୂର ପାକିସ୍ତାନକୁ କେତେ କ୍ଷତି ପହଞ୍ଚାଇଛି? ପ୍ରତିରକ୍ଷା ମନ୍ତ୍ରାଳୟ କଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ବୁଧବାର କହିଛି ଯେ ‘ଅପରେସନ ସିନ୍ଦୂର’ ଭାରତର ପ୍ରତିରକ୍ଷା ଶକ୍ତି ଏବଂ ବୈଷୟିକ ଦକ୍ଷତାରେ ହୋଇଥିବା ବୃଦ୍ଧିକୁ ପ୍ରଦର୍ଶନ କରିଛି। ଭାରତୀୟ ସେନା ସୀମା ଅତିକ୍ରମ ନକରି ପାକିସ୍ତାନରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଧ୍ବଂସ…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଏନ୍‌କାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ। ୨ ଦିନ ତଳେ ସୋପିଆନରେ ଏନ୍‌କାଉଣ୍ଟରରେ ୩ ଲସ୍କର ଆତଙ୍କୀ ନିହତ ହୋଇଥିଲେ। ଏବେବି ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ଅଞ୍ଚଳରେ ୩…

୧୦ ହଜାର ଟଙ୍କା ନିବେଶରେ ୨୨ ଲକ୍ଷ ଟଙ୍କାର ଚମତ୍କାର ରିଟର୍ଣ୍ଣ, ଏହାକୁ କୁହନ୍ତି ଧନ ବର୍ଷା

ନୂଆଦିଲ୍ଲୀ: ସେୟାର ମାର୍କେଟରେ ସମସ୍ତେ ଏଥିପାଇଁ ଟଙ୍କା ନିବେଶ କରନ୍ତି ଯାହା ଫଳରେ ସେମାନେ କମ ସମୟରେ ଅଧିକ ଲାଭ ପାଇପାରିବେ। ଆଜି ଆମେ ଆପଣଙ୍କୁ ଏକ ଏପରି ମଲ୍ଟିବ୍ୟାଗର ଷ୍ଟକ ବିଷୟରେ କହିବାକୁ ଯାଉଛୁ, ଯାହା ମାତ୍ର ୩ ବର୍ଷରେ ୧୦୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି ଏବଂ ୫ ବର୍ଷରେ…

କେବଳ ପାକିସ୍ତାନ ନୁହେଁ ଏହି ୬ ଦେଶ ବି କରିଥିଲେ ଆକ୍ରମଣ ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତ ଏକ ବୃହତ୍ ସାଇବର ଆକ୍ରମଣର ଶିକାର ହୋଇଛି। ହାଇଦ୍ରାବାଦ ସାଇ ରିପୋର୍ଟ ଅନୁସାରେ, ପାକିସ୍ତାନ, ତୁର୍କୀ, ବାଂଲାଦେଶ, ମାଲେସିଆ, ଇଣ୍ଡୋନେସିଆ ଏବଂ ଚୀନ ମିଳିତ ଭାବେ ଏହି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଅନେକ ପର୍ଯ୍ୟାୟରେ ହୋଇଥିଲା ଏବଂ ସରକାରୀ…

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ

ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ। ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଚାଲିଥିଲା। ବୁଧବାର ଦିନ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆସାମ ରାଇଫଲ୍ସର ଏକ ୟୁନିଟ୍ ସହିତ…

ଇ-କମର୍ସ କମ୍ପାନୀକୁ ନିର୍ଦ୍ଦେଶ;ବିକ୍ରି ହେବନି ପାକିସ୍ତାନୀ ପତାକା ଓ ସାମଗ୍ରୀ

ନୂଆଦିଲ୍ଲୀ:ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର Amazon India, Flipkart, Ubuy India, Etsy, The Flag Company ପ୍ଲାଟଫର୍ମରୁ ପାକିସ୍ତାନୀ ପତାକା ଓ ପାକିସ୍ତାନ ସମ୍ପର୍କିତ ଉତ୍ପାଦଗୁଡ଼ିକୁ ହଟାଇବା ପାଇଁ…

ବ୍ରହ୍ମୋସ୍‌କୁ ଦେଖି ବିଶ୍ୱ କାବା, କିଣିବା ପାଇଁ ଲମ୍ବା ଲାଇନ

ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲ୍‌ର ଜବାବ ନାହିଁ।ପାକିସ୍ତାନ ଉପରେ ଏହା ଏଭଳି ଧ୍ବଂସଲୀଳା ରଚିଛି ଯେ ଏବେ ବ୍ରହ୍ମୋସ୍‌ କିଣିବାକ ପାଇଁ ଲମ୍ବା ଲାଇନ। ପାକିସ୍ତାନ ଭିତରେ ପଶି ୧୩ଟି ଏୟାରବେସ୍‌କୁ ଧ୍ବଂସ କରିଛି ବ୍ରହ୍ସୋସ। ବ୍ରହ୍ମୋସ୍‌ ପ୍ରୁଫ କରିଦେଇଛି ଯେ ଏହା ହେଉଛି ଶତ୍ରୁକୁ ବରବାଦ…

ଦେଶ ସହିତ ଛିଡା ହୋଇଛୁ: ଜେଏନୟୁ ତୁର୍କୀର ବିଶ୍ୱବିଦ୍ୟାଳୟ ସହିତ ଏମଓୟୁକୁ କଲା ସ୍ଥଗିତ

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଆତଙ୍କବାଦ ବିରୋଧୀ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା । ଏହାପରେ ତୁର୍କୀ ପାକିସ୍ତାନକୁ ପ୍ରତିରକ୍ଷା ଉପକରଣ ଯୋଗାଇ ସମର୍ଥନ କରିଥିଲା। ଏପରି ପରିସ୍ଥିତିରେ, ସାରା ଦେଶରେ ତୁର୍କୀକୁ ବୟକଟ କରାଯାଉଛି। ଏହା ମଧ୍ୟରେ ଜାତୀୟ ସୁରକ୍ଷାକୁ…