Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମୁଦ୍ର ପଥରୁ କରାଚୀକୁ ଘେରିଥିଲା ନୌସେନା, ଡରିଯାଇଥିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ତିନି ପଟୁ ଘେରିଥିଲା ପାକିସ୍ତାନ । ପାକିସ୍ତାନ ଭିତରେ ଡର ଥିଲା ଯେ ଏଥର ଭାରତର ଷ୍ଟ୍ରାଇକ ନୌସେନା ପକ୍ଷରୁ ହୋଇପାରେ । ଭାରତୀୟ ନୌସେନା ମଧ୍ୟ ଏଥିପାଇଁ ଆରବ ସାଗରରେ ବଡ଼ ବଡ଼ ଯୁଦ୍ଧ ଜାହାଜ ମୁତୟନ କରି ସାରିଥିଲା । ୧୯୭୧ ଯୁଦ୍ଧ ଭଳି…

ଭାରତ ବିରୁଦ୍ଧରେ ତୁର୍କୀ ଡ୍ରୋନ ସହ ସାମରିକ ସହାୟତା ପଠାଇଥିଲା: ରିପୋର୍ଟ

ନୂଆଦିଲ୍ଲୀ: ଭାରତ-ପାକ୍ ଉତ୍ତେଜନା ସମୟରେ ପାକିସ୍ତାନକୁ ସମର୍ଥନ କରିଛି ତୁର୍କୀ । ଭାରତରେ 'ବୟକଟ୍ ତୁର୍କୀ'ର ଦାବି ବଢ଼ିବାରେ ଲାଗିଛି। ସୂତ୍ର ଅନୁସାରେ ତୁର୍କୀ କେବଳ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ନଥିଲା, ବରଂ ଏହି ଆକ୍ରମଣରେ ତୁର୍କୀ ସାମରିକ ଅପରେଟରମାନେ ମଧ୍ୟ ସାମିଲ ଥିବା ଅଭିଯୋଗ…

ସରିଲା ୨୧ଦିନର ଅପରେସନ; ନିପାତ ହେଲେ ୩୧ କୁଖ୍ୟାତ ନକ୍ସଲ

ମାଲକାନଗିରି:ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ନକ୍ସଲ ମୁକ୍ତ ଭାରତର ସଂକଳ୍ପରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ସୁରକ୍ଷା ବାହିନୀ । ନକ୍ସଲବାଦ ବିରୋଧରେ ସବୁଠାରୁ ବଡ଼ ଅଭିଯାନରେ ଛତିଶଗଡ଼-ତେଲେଙ୍ଗାନା ସୀମାର କୁରାଗୁଟାଲୁ ହିଲ୍ସ (KGH)ରେ ୩୧ ଜଣ କୁଖ୍ୟାତ ନକ୍ସଲଙ୍କୁ…

କର୍ଣ୍ଣେଲ ସୋଫିୟା କୁରେଶିଙ୍କୁ ନେଇ ବିବାଦୀୟ ବୟାନ, ବିଜେପି ମନ୍ତ୍ରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିୟା କୁରେଶିଙ୍କ ମାମଲାରେ ଜବଲପୁର କୋର୍ଟ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଏକ ବିବାଦୀୟ ବୟାନକୁ ନେଇ କୋର୍ଟ ସରକାରଙ୍କୁ ୪ ଘଣ୍ଟା ମଧ୍ୟରେ ଏଫଆଇଆର ଦାୟର କରି ରିପୋର୍ଟ ଦାଖଲ କରିବାକୁ …

ଆସିଗଲା ଭାର୍ଗବାସ୍ତ୍ର; ସୁଦୃଢ଼ ହେବ ଭାରତର ଡ୍ରୋନ୍ ପ୍ରତିରୋଧୀ କ୍ଷମତା

ନୂଆଦିଲ୍ଲୀ: ନିକଟରେ ଭାରତ ପାକିସ୍ତାନର ଘୃଣ୍ୟ ଆତଙ୍କବାଦୀ ଉଦ୍ଦେଶ୍ୟକୁ ପଣ୍ଡ କରିଛି । ଆଉ ଏବେ ପାକିସ୍ତାନ ଏବଂ ତା'ର ବନ୍ଧୁମାନଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ଡ୍ରୋନ ଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା ପାଇଁ ଭାରତ ପାଖରେ ଏବେ ଏକ ନୂଆ ଏବଂ କମ୍ ମୂଲ୍ୟର ସମାଧାନ ଅଛି…

ଟ୍ରମ୍ପଙ୍କୁ ୪୦୦ ନିୟୁତ ଡଲାର ମୂଲ୍ୟର ଗିଫ୍ଟ ଦେବ କତାର 

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାତାର ଗସ୍ତ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କୁ କାତାରର ଶାସକ ପରିବାର ପକ୍ଷରୁ ୪୦୦ ନିୟୁତ ଡଲାର ମୂଲ୍ୟର ଏକ ବିଳାସପୂର୍ଣ୍ଣ ବୋଇଂ 747-8 ଜମ୍ବୋ ଜେଟ୍ ଉପହାର ସ୍ୱରୂପ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏନେଇ ଡୋନାଲ୍ଡ ଟ୍ରମ୍ପ…

ଏଠାରେ ଦେଶର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ ହେବ ପ୍ରତିଷ୍ଠା, ୨୦୦୦ଲୋକଙ୍କୁ ମିଳିବ ନିଯୁକ୍ତି

ଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଉତ୍ତର ପ୍ରଦେଶର ଜେୱାରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ ଅନୁମୋଦନ କରାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ…

ଅପରେସନ ସିନ୍ଦୂରର ସଫଳତା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ସିଡିଏସଙ୍କ ସମେତ ୩ ସେନାର ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ସଫଳତା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ । ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଏବଂ…

ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ, ପାକିସ୍ତାନକୁ ସହଯୋଗ କରିବାର ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଭାରତରେ ତୁର୍କୀର ସରକାରୀ ସୋସିଆଲ ମିଡିଆ TRT ବ୍ୟାନ୍‌। ପାକିସ୍ତାନକୁ ସହଯୋଗ କରିବା ପ୍ରମାଣ ମିଳିବା ପରେ ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ସହଯୋଗ କରିଥିଲା। ବିଦ୍ୱାନମାନେ କହିଛନ୍ତି, ଯାହାଙ୍କ ସହିତ ଆମେ…

ଭାରତ-ପାକିସ୍ତାନ ସୀମା ସହ ଭୁଜ ଏୟାରବେସ୍ ପରିଦର୍ଶନ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଏହାର ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ସଫଳ ହୋଇଛି । ଅଳ୍ପ ସମୟ ମଧ୍ୟରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଥିଲା ଯେଉଁଥିପାଇଁ ପାକିସ୍ତାନ ଯୁଦ୍ଧବିରତି ପାଇଁ ନିବେଦନ କରିବା ଆରମ୍ଭ କଲା । ଏହା ପରେ ଉଭୟଙ୍କ…