Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନ୍ୟୁୟର୍କର ମାନହାଟନରେ ଆଖିବୁଜା ଗୁଳିମାଡ଼; ପୋଲିସ ଅଫିସରଙ୍କ ସମେତ ୫ ମୃତ, ୪ ଆହତ

ନ୍ୟୁୟର୍କ: ଆମେରିକାରେ ୫ ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣା ସାମ୍ନାକୁ ଆସିଛି । ନ୍ୟୁୟର୍କର ମିଡଟାଉନ୍ ମାନହାଟନର ଏକ କାସିନୋ ବାହାରେ ମଙ୍ଗଳବାର ଆଖିବୁଜା ଗୁଳି ଚଳନା ହୋଇଥିଲା । ଯେଉଁଥିରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଥିବାବେଳେ, ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକର ବି ମୃତ୍ୟୁ…

ନିମିଶା ପ୍ରିୟାକୁ ବଞ୍ଚାଇବା ପାଇଁ ସ୍ବାମୀ ଓ ଝିଅଙ୍କ ନିବେଦନ…

ସାନା: ୟେମେନରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାକୁ ବଞ୍ଚାଇବା ପାଇଁ ବର୍ତ୍ତମାନ୍ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ପ୍ରୟାସ ଚାଲିଛି। ତେବେ ତାଙ୍କ ବଞ୍ଚିବା ନେଇ ଏବେ ମଧ୍ୟ ତାଙ୍କ ପରିବାର ଆଶାବାଦୀ ଥିବା ବେଳେ ତାଙ୍କ ୧୩ ବର୍ଷୀୟ ଝିଅ ମିଶେଲ ଏବେ ୟେମେନର…

କୁତ୍ତା ବାବୁର ପୁଅ ଡଗ ବାବୁ; କୁକୁରକୁ ମିଳିଲା ରେଶିଡେନ୍ସ ସାର୍ଟିଫିକେଟ…

ପାଟଣା: ଆଗକୁ ଆସୁଥିବା ବିହାର ନିର୍ବାଚନ ପାଇଁ ବର୍ତ୍ତମାନ୍ ନିର୍ବାଚନ କମିଶନରଙ୍କ ତରଫରୁ ଭୋଟର ପ୍ରମାଣପତ୍ର ସଂଶୋଧନ କାର୍ଯ୍ୟ ଚାଲିଛି। ତେବେ ଏହା ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପାଟନା ଜିଲ୍ଲାର ମସୌର୍ହି ବ୍ଲକରେ ଏକ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବିକୁ ପ୍ରତ୍ୟାଖ୍ୟାନ କଲେ ବୈଦେଶିକ ମନ୍ତ୍ରୀ; କହିଲେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ…

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଚାଲିଛି । ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମର ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ରହିଛି । ଆମେ UNSCରେ ଆମର ମତ ଉପସ୍ଥାପନ କରିଥିଲୁ । ଆମେ…

ଏମିତି ବି ଆସେ ମୃତ୍ୟୁ; ବ୍ୟାଡମିଣ୍ଟନ ଖେଳୁ ଖେଳୁ ଟଳି ପଡିଲେ ଯୁବକ

ହାଇଦ୍ରାବାଦ:ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଜଣଙ୍କ ହଠାତ୍‌ ଟଳି ପଡ଼ିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ନିଶ୍ଚିତ କରିଛନ୍ତି। ମୃତ ରାକେଶ…

ଭାରତ-ବାଂଲାଦେଶ ସୀମାରେ ହାଇଟେକ୍ ନିରୀକ୍ଷଣ: ବଡି-ୱାର୍ଣ୍ଣ କ୍ୟାମେରା ଯୁକ୍ତ ୨୫୦୦ ଯବାନ ମୁତୟନ

ନୂଆଦିଲ୍ଲୀ: ବାଂଲାଦେଶରୁ ଭାରତକୁ ବାରମ୍ବାର ଅନୁପ୍ରବେଶ କରୁଥିବା ରିପୋର୍ଟ ଆସୁଛି । ଏହାକୁ ଦେଖି ସୀମା ସୁରକ୍ଷା ବାହିନୀ (BSF) ୪,୦୯୬ କିଲୋମିଟର ଲମ୍ବା ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ନଜର ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ବିଏସଏଫ ସୀମାରେ…

ଏମ୍ସ ଗବେଷକଙ୍କ ଚାଞ୍ଚଲ୍ୟକର ତଥ୍ୟ; ମଦରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ…

ନୂଆଦିଲ୍ଲୀ: ମଦରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ।ନୂଆଦିଲ୍ଲୀର ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଗବେଷକମାନେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଗବେଷକମାନେ କହିଛନ୍ତି ଯେ ତମାଖୁ ପରି ମଦରେ ମଧ୍ୟ କର୍କଟ ରୋଗ ସୃଷ୍ଟିକାରୀ ଉପାଦାନ ରହିଛି। କିନ୍ତୁ ଏ ବିଷୟରେ…

ଚୀନର ସିଇଓ ମଙ୍କଙ୍କ ନାଁରେ ସଂଗୀନ ଅଭିଯୋଗ

ନୂଆଦିଲ୍ଲୀ: ବିବାଦ ଘେରରେ ବୌଦ୍ଧ ଆସ୍ଥାର ପ୍ରମୁଖ କେନ୍ଦ୍ର ଚୀନର ଶାଓଲିନ ମନ୍ଦିରର ପ୍ରମୁଖ ମଠାଧୀଶ ସି ୟୋଙ୍ଗଜିନ । ତାଙ୍କ ବିରୋଧରେ ଦୁର୍ନୀତି, ମହିଳାଙ୍କ ସହ ଅନୈତିକ ସଂପର୍କ ଓ ସନ୍ତାନ ଜନ୍ମ କରିବା ଭଳି ସଂଗୀନ ଅଭିଯୋଗ ଆସିଛି । ସେ ଅପରାଧିକ ଗତିବିଧିରେ ସାମିଲ ଥିବା ନେଇ ସନ୍ଦେହ…

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣନ୍ତୁ ମୋଦିଙ୍କ ସବୁଠାରୁ ମହଙ୍ଗା ବିଦେଶ ଗସ୍ତ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ଏବେ ବି ଖବରର ଶିରୋନାମାରେ ରହିଛି। ପ୍ରଧାନମନ୍ତ୍ରୀ ପ୍ରାୟତଃ ଅନ୍ୟ ଦେଶ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏବଂ ଅନ୍ୟାନ୍ୟ ଅନେକ କାରଣ ପାଇଁ ବିଦେଶ ଗସ୍ତ କରନ୍ତି। ଭାରତରେ ତାଙ୍କୁ ଯେତେ ପ୍ରେମ ମିଳେ, ଭାରତୀୟ ଏବଂ ବିଦେଶରେ…

ମନସା ଦେବୀ ପରେ ଔସାନେଶ୍ୱର ମନ୍ଦିରରେ ଦଳାଚକଟା; ୨ ମୃତ ୩୦ ଜଣ ଆହତ

ଲକ୍ଷ୍ନୌ: ଉତ୍ତରାଖଣ୍ଡର ମନସା ଦେବୀ ମନ୍ଦିର ପରେ ଏବେ ଉତ୍ତପ୍ରଦେଶର ବାରବାଙ୍କିର ଔସାନେଶ୍ୱର ମହାଦେବ ମନ୍ଦିରରେ ଦଳାଚକଟା ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ…