Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ପରେ ଏବେ ତୁର୍କୀ ପାଳି, ସେଠାକୁ ନଯିବାକୁ ଲୋକଙ୍କୁ ଅପଲି

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଏବଂ ପାକ-ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଠିକଣା ବିରୋଧରେ ଏକ ସାମରିକ ଅଭିଯାନ ଆରମ୍ଭ କରିଥିଲା, ଯାହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଛି। ଭାରତୀୟ ସଶସ୍ତ୍ର ବାହିନୀର ଏହି ମିଳିତ…

କାଲି ପୁଣି ବସିବ କ୍ୟାବିନେଟ ଅନ୍ ସିକ୍ୟୁରିିଟି (ସିଡିଏସ) ବୈଠକ, ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ର ସଫଳତା ପରେ ଆସନ୍ତା ବୁଧବାର ସକାଳ ୧୧ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ହେବାକୁ ଯାଉଛି। ଏହି ବୈଠକ ସମ୍ପ୍ରତି ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏହାର ପ୍ରତିଶୋଧ ନେବା ପାଇଁ ଆରମ୍ଭ କରାଯାଇଥିବା…

ଆଦମପୁରରୁ ମୋଦିଙ୍କ ରଣହୁଙ୍କାର: ‘ଶତ୍ରୁଙ୍କ ଦୁଃସାହସକୁ ମୁହଁତୋଡ ଜବାବ’

ଚଣ୍ଡିଗଡ: ଭାରତ ପାକିସ୍ତାନ ବିବାଦ ଭିତରେ ପାକିସ୍ତାନର ମିଛର ପର୍ଦ୍ଦାଫାସ କରିବାକୁ ଆଜି ହଠାତ୍ ପଞ୍ଜାବର ଆଦମପୁର ସ୍ଥିୀ ଏୟାରବେସରେ ପହଞ୍ଜିଥିଲେ ମୋଦି । ସେଠି ସେନାଙ୍କୁ ଭେଟି ତାଙ୍କ ମନୋବଳ ବଢାଇବା ସହ ଶତ୍ରୁ ଦେଶକୁ କଡା ସନ୍ଦେଶ ପଠାଇଛନ୍ତି ମୋଦି । ସେନାଙ୍କୁ ସମ୍ବୋଧିତ କରି…

ଚଟଗାଓଁ ହେବ ବାଂଲାଦେଶର ବଲୁଚିସ୍ତାନ ? ୟୁନୁସ ସରକାରଙ୍କ ପାଇଁ ବଡ଼ ବିପଦ

ଢାକା : ବାଂଲାଦେଶର ଦକ୍ଷିଣ-ପୂର୍ବାଞ୍ଚଳରେ ଥିବା ଚଟଗାଓଁ ହିଲ ଟ୍ରାକ୍ଟ୍ସ (CHT) ଅଞ୍ଚଳରୁ ଉଠୁଥିବା ସ୍ୱାୟତ୍ତଶାସନର ସ୍ୱର ଏବେ ଢାକା ସହ କ୍ଷମତାସୀନ ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯେଉଁଭଳି ଭାବେ ପାକିସ୍ତାନ ବର୍ଷ ବର୍ଷ ଧରି ବଲୁଚିସ୍ତାନର ସ୍ୱରକୁ ଅଣଦେଖା କରିଥିଲା ଏବଂ ଆଜି…

୨ ବର୍ଷର ଛୁଆ ସହ ଫୁଡ୍ ଡେଲିଭରି କରୁଛନ୍ତି ଜଣେ ବ୍ୟକ୍ତି, ଭିଡିଓ ଭାଇରାଲ୍

ଗୁରୁଗ୍ରାମ: ଜଣେ ସ୍ୱିଗି ଡେଲିଭରି ଏଜେଣ୍ଟ ନିଜର ଦୁଇ ବର୍ଷର ଝିଅକୁ ସାଙ୍ଗରେ ଧରି ଫୁଡ୍ ଡେଲିଭରି କରୁଥିବାର ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍  ହେଉଛି। ଏହି ଭିଡିଓଟି ଦର୍ଶକଙ୍କୁ ଭାବବିହ୍ୱଲ୍ କରିଦେଇଛି। ଏହି ଭିଡିଓଟିକୁ ଗୁରୁଗ୍ରାମରୁ ମୟଙ୍କ ଅଗ୍ରୱାଲ ସେୟାର କରିଥିଲେ। ସେ…

ମୋଦିଙ୍କ ପଛରେ ଏସ୍-୪୦୦, ମିଗ୍ ୨୯: କେବଳ ଗୋଟିଏ ଫଟୋରେ ବାହାରିଗଲା ପାକିସ୍ତାନର ଫୁଟାଣି

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିବାଦ ଭିତରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଆଦମପୁର ଏୟାରବେସ୍ ପରିଦର୍ଶନ କରିଛନ୍ତି । ପାକିସ୍ତାନ ଲଗାତାର ସାରା ବିଶ୍ୱରେ ମିଛ ପ୍ରଚାର କରୁଥିବା ବେଳେ ଏୟାରପବେସ୍ ଭିତରେ ମୋଦିଙ୍କ ଗୋଟିଏ ଫଟୋ ଏବେ ପାକିସ୍ତାନର ସବୁ ଫୁଟାଣି ବାହାର କରିଦେଇଛି । ଯେଉଁଥିରେ…

ମେ ୧୮ରେ ଲଞ୍ଚ ହେବ ISROର ଏହି ସ୍ୱତନ୍ତ୍ର ଉପଗ୍ରହ; ବଢିବ ସୀମା ନିରୀକ୍ଷଣ କ୍ଷମତା

ନୂଆଦିଲ୍ଲୀ: ଆକାଶରୁ ଭାରତର ନିରୀକ୍ଷଣ ଶକ୍ତି ଆହୁରି ବଢିବ । ISRO ମେ ୧୮ ତାରିଖରେ EOS-09 ସାଟେଲାଇଟ୍ ଉତକ୍ଷେପଣ କରିବ। ଏହି ସାଟେଲାଇଟ୍ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦେଶର କ୍ଷମତା ବୃଦ୍ଧି କରିବ, ବିପର୍ଯ୍ୟୟ ପରିଚାଳନା ମଧ୍ୟ ସାହାଯ୍ୟ କରିବ । ଭାରତୀୟ ମହାକାଶ ଗବେଷଣା…

ଭାରତ-ପାକିସ୍ତାନ ଅଶାନ୍ତି…ମୂଲ୍ୟ ଏତେ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଅପରେସନ୍ ସିନ୍ଦୂର । ଏହାପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଥିଲା । ପାକିସ୍ତାନ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ୍ କରି ଆକ୍ରମଣ ଉଦ୍ୟମ କଲା ତ ଭାରତ ବି ଜବାବୀ ହମଲା କଲା । ସ୍ଥିତି ଏମିତି ହୋଇଥିଲା ଯେ…

ବୟକଟ୍ ତୁର୍କୀ, ଅଜରବୈଜାନ…କାହିଁକି କରୁଛି ଟ୍ରେଣ୍ଡ?

ନୂଆଦିଲ୍ଲୀ: ପାକିସ୍ତାନକୁ କରୁଥିଲେ ସମର୍ଥନ । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ତୁର୍କୀ, ଅଜରବୈଜାନ ବୟକଟ୍ । ପ୍ରଭାବିତ ହେବ ଦୁଇ ଦେଶର ପର୍ଯ୍ୟଟନ । ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ପରେ ଅନେକ ସତ ସାମନାକୁ ଆସିଛି । ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଥିଲେ ତୁର୍କୀ…

‘ଆମେରିକା ହସ୍ତକ୍ଷେପ ଜରୁରୀ’, କାହିଁକି ଏମିତି କହିଲେ କଂଗ୍ରେସ ସାଂସଦ?

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଏବଂ ସଂଘର୍ଷ ପରେ, ମେ ୧୦ ସନ୍ଧ୍ୟା ୫ଟାରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ଏହି ଅସ୍ତ୍ରବିରତି ନେଇ କିନ୍ତୁ ଏବେ ଖପ୍ପା ରହିଛି କଂଗ୍ରେସ । କଂଗ୍ରେସର ଅନେକ ନେତା ଅସ୍ତ୍ରବିରତିରେ ଆମେରକା ଅସ୍ତକ୍ଷେପକୁ ନେଇ…