Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟେଷ୍ଟରୁ ବିଦାୟ ନେବା ପରେ ବୃନ୍ଦାବନ ଗଲେ ବିରାଟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି ସୋମବାର ଟେଷ୍ଟ ଫର୍ମାଟରୁ ଅବସର ନେଇଛନ୍ତି  । ଆଉ ଅବସର ନେବାର ଠିକ୍ ପରେ ଅର୍ଥାତ୍ ଆଜି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସେ ବୃନ୍ଦାବନ ଧାମ ଯାତ୍ରା କରି । ସେଠି ​ସେମାନଙ୍କର ଆଧ୍ୟାତ୍ମିକ…

ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଦେବ ପାକିସ୍ତାନ 

କରାଚି: ପାକିସ୍ତାନ ସରକାର ଅଣ୍ଡରଗ୍ରାଉଣ୍ଡ ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛି। ସୂଚନା ଅନୁଯାୟୀ, ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ଅପରେସନ ସିନ୍ଦୁରରେ ନିହତ ସମସ୍ତ ଆତଙ୍କବାଦୀଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ।…

ଆଗୁଆ ଆଣ୍ଡାମାନ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଆଗୁଆ ଆଣ୍ଡାମାନ ଛୁଇଁଲା ମୌସୁମୀ । ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ଆଣ୍ଡାମାନ ସାଗରରେ ପାଦ ଥାପିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ବୀପ ଏବଂ ଉତ୍ତର…

ଆଦମପୁର ଏୟାରବେସରେ ମୋଦି: ପାକିସ୍ତାନ ଆକ୍ରମଣର ହୋଇଥିଲା ଶିକାର…

ଚଣ୍ଡିଗଡ: ପଞ୍ଜାବ ଆଦମପୁର ଏୟାର ବେସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ମୋଦି ଆଦମପୁର ବାୟୁସେନା ପରିଦର୍ଶନ କରିଥିଲେ। ବାୟୁସେନା କର୍ମଚାରୀମାନେ ତାଙ୍କୁ ଘାଟିର ସୁରକ୍ଷା ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ । ଏହଥିସହିତ ଯବାନମାନଙ୍କ ସହ କିଛି ସମୟ ବିତାଇବା ସହ ଅନେକ…

ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ମୋଦିଙ୍କ ନିରବତା, ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ଜାରି ରହିଛି ଭାରତ-ପାକିସ୍ତାନ ଅସ୍ତ୍ରବିରତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ କାଳେ ଦୂଇ ଦେଶ ଅସ୍ତ୍ରବିରତି ନେଇ ରାଜି ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ । ଭାରତ ପାକିସ୍ତାନ ମଧ୍ୟରେ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ…

ପହଲଗାମରେ ଗୁଳି ଚଳାଇଥିବା ଆତଙ୍କବାଦୀଙ୍କୁ ଚାଲିଛି ଖୋଜା, କଶ୍ମୀରର ଗଳି ଗଳିରେ ଲାଗିଲା ପୋଷ୍ଟର

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନେ ଏବେ ବି ଫେରାର ଅଛନ୍ତି ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସେମାନଙ୍କୁ ଧରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଗତ ମାସରେ, ଏଜେନ୍ସିଗୁଡ଼ିକ ୨୨ ଏପ୍ରିଲରେ ଘଟିଥିବା ଏହି ଆକ୍ରମଣର ଆତଙ୍କବାଦୀଙ୍କ ଫଟୋ ଜାରି କରିଥିଲେ ଏବଂ ସେମାନଙ୍କ…

ଏନ୍‌କାଉଣ୍ଟରରେ ଲସ୍କର-ଏ-ତୈବା ଆତଙ୍କୀ ନିହତ

ଶ୍ରୀନଗର:ଏନ୍‌କାଉଣ୍ଟରରେ ଲସ୍କର-ଏ-ତୈବାର ୪ଜଣ ଆତଙ୍କୀ ନିହତ। ଜମ୍ମୁ କଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ବେଳେ ସକାଳେ ଜଣେ ପାକିସ୍ତାନ ଆତଙ୍କୀ ନିହତ ହୋଇଥିବା ବେଳେ ପରେ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ,…

ବିଷାକ୍ତ ମଦ ପିଇ ୧୪ ମୃତ, ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଚଣ୍ଡିଗଡ: ପଞ୍ଜାବର ଅମୃତସର ଜିଲ୍ଲାର ମଜିଠା ଅଞ୍ଚଳରେ ବିଷାକ୍ତ ମଦ ପିଇବା ପରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ସମସ୍ତ ଲୋକଙ୍କୁ ଅମୃତସରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଞ୍ଚଳର ଭୁଲ୍ଲର, ଟାଙ୍ଗରା ଏବଂ ସନ୍ଧା ଗାଁରେ…

ସୁରକ୍ଷା ଦୃଷ୍ଟିରୁ ଏହି ୬ ବିମାନବନ୍ଦରକୁ ନିଜର ଉଡାଣ ରଦ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ମେ ୧୩ ପାଇଁ ଜମ୍ମୁ, ଅମୃତସର, ଚଣ୍ଡିଗଡ଼, ଲେହ, ଶ୍ରୀନଗର ଏବଂ ରାଜକୋଟକୁ ଏବଂ ସେଠାରୁ ଆସୁଥିବା ବିମାନଗୁଡ଼ିକୁ ବାତିଲ କରିଛି । ସୋମବାର ରାତି ୧୧ଟା ୩୮ ରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏୟାର ଇଣ୍ଡିଆ କମ୍ପାନୀ କହିଛି ଯେ ନୂତନ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଏବଂ…

ଅପରେସନ ସିନ୍ଦୁର: ମେ ୧୯ରେ ପାକିସ୍ତାନ ସମ୍ପର୍କରେ ସଂସଦୀୟ କମିଟିକୁ ସୂଚନା ଦେବେ ବୈଦେଶିକ ସଚିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ବିଷୟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆସନ୍ତା ସପ୍ତାହରେ ଏକ ସଂସଦୀୟ କମିଟିକୁ ସୂଚନା ଦେବେ । ବୈଦେଶିକ ବ୍ୟାପାର ସ୍ଥାୟୀ କମିଟିର ସଦସ୍ୟମାନଙ୍କୁ ସୂଚନା ଦିଆଯାଇଛି ଯେ, ମିଶ୍ରି ମେ ୧୯ ତାରିଖରେ…