Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାନ-ଇସ୍ରାଏଲ ଉତ୍ତେଜନା ଭିତରେ ଜି-୭ ବୈଠକ ଛାଡ଼ିଲେ ଟ୍ରମ୍ପ୍ 

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ୍ ଜି-୭ ସମ୍ମିଳନୀକୁ ଅଧା ବାଟରେ ଛାଡିବାକୁ ଘୋଷଣା କରିଛନ୍ତି। ସେ ଏହି ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ କାନାଡା ଛାଡି ୱାଶିଂଟନ୍ ଫେରିଆସିଛନ୍ତି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ତୀବ୍ର ହେବା ପରେ କିଛି ଏପରି…

ଇରାନରୁ ବାହାରିଲେ ୧୦୦ ଭାରତୀୟ, ସରକାର ଜାରି କଲେ କଣ୍ଟ୍ରୋଲ ରୁମ୍ ସାଙ୍ଗକୁ ହେଲ୍ପଲାଇନ୍ ନମ୍ବର

ନୂଆଦିଲ୍ଲୀ: ଇରାନରେ ଫସି ରହିଥିବା ଭାରତୀୟମାନଙ୍କୁ ବାହାର କରିବା ପାଇଁ ସରକାର କଣ୍ଟ୍ରୋଲ ରୁମ୍ ସ୍ଥାପନ କରିଛନ୍ତି। ହେଲ୍ପଲାଇନ୍ ନମ୍ବର ବି ଜାରି କରିଛନ୍ତି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଏପରି ପରିସ୍ଥିତିରେ,…

ଆଣ୍ଡାମାନ ସାଗରରେ ୨ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଏବଂ ଗ୍ୟାସ ଭଣ୍ଡାର ଠାବ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ ସୋମବାର କହିଛନ୍ତି ଯେ ଆଣ୍ଡାମାନ ସାଗରରେ ଏକ ବିଶାଳ ଅଶୋଧିତ ତୈଳ ଏବଂ ଗ୍ୟାସ ଭଣ୍ଡାର ମିଳିଛି। ଭାରତ ଆଣ୍ଡାମାନ ସାଗରରେ ପ୍ରାୟ ଦୁଇ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଭଣ୍ଡାର ପାଇପାରିବ। ସେ କହିଛନ୍ତି ଯେ…

ଇସ୍ରାଏଲ-ଇରାନ ଉତ୍ତେଜନା ଭିତରେ କାନାଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି…..

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି କାନାଡାରେ ପହଞ୍ଚିଛନ୍ତି। ଆଜି କାନାଡାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୭ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ତମ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାଲଗାରୀରେ…

ଆଉ ଏକ ଏୟାର ଇଣ୍ଡିଆ ବିମାନରେ ତ୍ରୁଟି; କୋଲକାତାରେ ଯାତ୍ରୀଙ୍କୁ ଓହ୍ଲାଇବାକୁ ବାଧ୍ୟ କରାଗଲା

ମୁମ୍ବାଇ: ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ମଙ୍ଗଳବାର କୋଲକାତା ବିମାନବନ୍ଦରରେ ଏହାର ନିର୍ଦ୍ଧାରିତ ରହଣି ସମୟରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ବାଧ୍ୟ କରାଯାଇଥିଲା। ସୂଚନା ଅନୁଯାୟୀ, ବିମାନ…

ଟ୍ରମ୍ପଙ୍କ ଚେତାବନୀ; ତୁରନ୍ତ ତେହେରାନ ଖାଲି କର

ୱାଶିଂଟନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ରାଜଧାନୀ ତେହେରାନର ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ଟ୍ରମ୍ପ ସମସ୍ତ ନାଗରିକଙ୍କୁ ତୁରନ୍ତ ତେହେରାନ ଛାଡିବାକୁ କହିଛନ୍ତି। ଏହା ସହିତ ଟ୍ରମ୍ପ ପୁଣି ଥରେ…

ଦୁର୍ଘଟଣାର ତଦନ୍ତ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ; ଜୁନ ୧୭ରୁ କେଦାରନାଥରେ ପୁଣି ଆରମ୍ଭ ହେବ ହେଲି ସେବା

ଉତ୍ତରାଖଣ୍ଡ: ଜୁନ୍ ୧୫ ତାରିଖରେ କେଦାରନାଥ ଧାମରୁ ଗୁପ୍ତକାଶୀ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ, ଉତ୍ତରାଖଣ୍ଡ ସରକାର ହେଲିକପ୍ଟର ସେବା ପରିଚାଳନା ଉପରେ ରୋକ ​​ଲଗାଇଥିଲେ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ…

UPSC ବାହାର କଲା ୪୦୦ରୁ ଅଧିକ ପଦ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକସେବା ଆୟୋଗ (UPSC) ବିଭିନ୍ନ ବିଭାଗରେ ୪୬୨ରୁ ଅଧିକ ପଦ ପାଇଁ ଭର୍ତ୍ତି ବିଜ୍ଞପ୍ତି ଜାରି କରିଛି। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

ପରମାଣୁ ବୋମା ସଂଖ୍ୟା ବଢ଼ାଇଲା ଭାରତ: ପଛରେ ପଡ଼ିଲା ପାକିସ୍ତା, ଡରିଗଲା ଚୀନ !

ନୂଆଦିଲ୍ଲୀ: ଷ୍ଟକହୋମ ଇଣ୍ଟରନାସନାଲ ପିସ୍‌ ରିସର୍ଚ ଇନଷ୍ଟିଚ୍ୟୁଟ (SIPRI) ସୋମବାର ପରମାଣୁ ଅସ୍ତ୍ର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି। SIPRI ରିପୋର୍ଟ ଅନୁସାରେ, ଭାରତ ନିଜର ପରମାଣୁ ବୋମା ଭଣ୍ଡାରରେ ନାଟକୀୟ ବୃଦ୍ଧି କରିଛି ଏବଂ ଏବେ ପାକିସ୍ତାନଠାରୁ ଅଧିକ ପରମାଣୁ…

ଏତେ ଗୁଳି ମାରିବି ଯେ କେହି ଚିହ୍ନିପାରିବେ ନାହିଁ; ବନ୍ଧୁକ ଦେଖାଇ ଧମକ ଦେଲେ ମହିଳା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ପେଟ୍ରୋଲ ପମ୍ପରେ ଜଣେ ଯୁବତୀ ବନ୍ଧୁକ ଦେଖାଇ ଗୁଳି ମାରିବାକୁ ଧମକ ଦେଉଛନ୍ତି। ସୂଚନା ଅନୁଯାୟୀ, ତାଙ୍କ ବାପା ଓ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଯିବାରୁ ସେ ଏପରି କରିଥିବା…