Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ସହ କେବଳ ପିଓକେକୁ ନେଇ ଆଲୋଚନା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୧୨ ମେ ୨୦୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦକୁ ନିନ୍ଦା କରିବା ସହ ଅପରେସନ ସିନ୍ଦୁରର ସଫଳତାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ ଭାରତ କେବେ ବି ଆତଙ୍କବାଦକୁ ପ୍ରଶୟ ଦେବ ନାହିଁ।…

ମା’ ଓ ଭଉଣୀଙ୍କ ସିନ୍ଦୂର ଉଜାଡ଼ିଥିଲେ ଆତଙ୍କବାଦୀ, ଭାରତୀୟ ସେନା ସିଧା ହେଡକ୍ୱାର୍ଟର ଉଡାଇଦେଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଅପରେସନ ସିନ୍ଦୂର ହେଉଛି ଭାରତର ଲୋକଙ୍କ ଭାବନାର ପ୍ରତିଫଳନ। ଆଜି ସନ୍ଧ୍ୟାରେ ମୋଦି କହିଥିଲେ ଯେ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦର ଗଡ଼କୁ ଧ୍ୱଂସ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ…

ନ୍ୟୁକ୍ଲିୟର ଧମକ ଭାରତ ସହିବନି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଭାରତ ଆଦୌ ସହ୍ୟ କରିବ ନାହିଁ। ଯଦି ଭବିଷ୍ୟତରେ ଏପରି ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ପଡ଼ୋଶୀ ଦେଶକୁ ତା' ନିଜ ଭାଷାରେ ଜବାବ ଦିଆଯିବ। ପ୍ରଧାନମନ୍ତ୍ରୀ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ୨ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଓଡ଼ିଶା କ୍ୟାଡରର ଏହି ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ କିମ୍ବା ସେହି ସମକକ୍ଷ ପଦବୀ ପାଇଁ ଚୟନ…

ଅପେରସନ୍ ସିନ୍ଦୂର ବ୍ରିଫିଂ ବେଳେ କୋହଲିଙ୍କୁ ମନେ ପକାଇଲେ ଡିଜିଏମଓ ରାଜୀବ ଘାଇ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉପରେ ଏକ ଚୁକ୍ତିନାମା ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନାର ମୁଖ୍ୟ ଅଧିକାରୀମାନେ ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ମେ ୧୨ ଅର୍ଥାତ୍ ଆଜି ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର…

ପାକିସ୍ତାନର କିରାଣା ହିଲ୍: କାହିଁକି ଡିଜିଏମଓ ବ୍ରିଫିଂରେ ପାଇଲା ସ୍ଥାନ?

ନୂଆଦିଲ୍ଲୀ: ଆଜି ପୁଣି ଥରେ ଅପରେସନ ସିନ୍ଦୂର ନେଇ ତ୍ରି-ସେନା ବ୍ରିଫିଂରେ ଭାରତର ବରିଷ୍ଠ ସାମରିକ ଅଧିକାରୀମାନେ ଭାରତର ସଫଳତାର ଚିତ୍ର ରଖିଥିଲେ । ଏଥିସହିତ କିପରି ପାକିସ୍ତାନକୁ ମାତ୍ ଦେବାକୁ ଭାରତ ପ୍ରସ୍ତୁତ ରହିଛି, ସେନେଇ ମଧ୍ୟ ଚେତାବନୀ ଦେଇଥିଲେ । ହେଲେ ବ୍ରିଫିଂ ଶେଷରେ ଯେଉଁ…

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ କିଛି କହିବେ ବୋଲି ଆଶା କରାଯାଉଛି। ପାକିସ୍ତାନ ସହିତ ଚାଲିଥିବା ସଂଘର୍ଷ ଉପରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ନଜର ରଖିଥିବା ବେଳେ ତିନି ସଶସ୍ତ୍ର…

ଅପରେସନ ସିନ୍ଦୂର: ସମ୍ବିତ୍ କହିଲେ, ‘ଶତ୍ରୁ କଳ୍ପନା ବାହାରେ ଥିଲା ପ୍ରତିଶୋଧ’

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୋଧ, ଶତ୍ରୁର କଳ୍ପନା ବାହାରେ ଥିଲା, ଏହା ହେଉଛି ନୂଆ ଭାରତ’, ଅପରେସନ ସିନ୍ଦୂର ନେଇ କିଛି ଏପରି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ପାକିସ୍ତାନ ବିରୋଧରେ ସଶସ୍ତ୍ର ବାହିନୀଙ୍କ ଯୋଜନାକୁ ପ୍ରଶଂସା କରିବା ସହିତ ପାକିସ୍ତାନକୁ କଡା ଭାଷାରେ…

ପାକିସ୍ତାନୀ ସେନାର ସାମ୍ବାଦିକ ସମ୍ମିଳନୀକୁ ‘ସର୍କସ୍’ କହିଲେ ୟୁଜର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୋଟିଏ ସପ୍ତାହ ଧରି କ୍ଷେପଣାସ୍ତ୍ର, ଡ୍ରୋନ ଆକ୍ରମଣ ଏବଂ ଗୁଳିଚାଳନା ପରେ, ଏବେ ଯୁଦ୍ଧବିରତି ହୋଇଛି । ଇତିମଧ୍ୟରେ, ଉଭୟ ଦେଶ ପରସ୍ପରର ହୋଇଥିବା କ୍ଷତି ବିଷୟରେ ସୂଚନା ଦେଇଛନ୍ତି । କିନ୍ତୁ ମଜାଦାର କଥା ହେଉଛି ଯେ ପାକିସ୍ତାନୀ ସେନା ଦ୍ୱାରା…

ପଦାରେ ପଡିଲା ପାକିସ୍ତାନ ସେନାର ଆତଙ୍କୀ କନେକ୍ସନ୍ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ ସାମନାକୁ ବାରମ୍ବାର ଆସିଥିଲେ ଜେନେରାଲ ଅହମ୍ମଦ ସରିଫ ଚୌଧରୀ। ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଆଇଏସପିଆରର ଡିଜି ହେଉଛନ୍ତି ସରିଫ ଚୌଧରୀ । ତେବେ ତାଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଯାହା ସାରା ବିଶ୍ବ ଆଗରେ…