Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

WhatsApp ଓ Telegramକୁ ଟକ୍କର ଦେବ ପୁଟିନଙ୍କ ମେସେଜିଂ ଆପ୍‌, କ’ଣ ଆପଣ କରିପାରିବେ ବ୍ୟବହାର ?

ନୂଆଦିଲ୍ଲୀ: ସୁରକ୍ଷିତ ମେସେଜିଂ ଆପ୍‌ର ଦୌଡ଼ରେ ଏବେ ହ୍ୱାଟ୍ସଆପ୍‌ ଓ ଟେଲିଗ୍ରାମ୍‌ର ଆଧିପତ୍ୟ ରହିଛି। ଏହି ବିଶାଳ ବ୍ୟବହାରକାରୀ ଥିବା ପ୍ଲାଟଫର୍ମଗୁଡ଼ିକ ଏଲନ୍‌ ମସ୍କଙ୍କ X-Chat ଉପରେ ମଧ୍ୟ ନଜର ରଖିଛନ୍ତି, ଯାହା ଟେଲିଗ୍ରାମ୍‌ ସହ ସମାନ। କିନ୍ତୁ ଏବେ ଏହି ଦୌଡ଼ରେ ଆଉ ଏକ ନୂଆ ପ୍ଲେୟାର…

ସରକାରୀ ଚାକିରି ପାଇଁ ଆସିଲା ବଡ଼ ସୁଯୋଗ, SSC ବାହାର କଲା ୧୪ ହଜାରରୁ ଅଧିକ ପଦ

ନୂଆଦିଲ୍ଲୀ: ଯଦି ଆପଣ କେନ୍ଦ୍ର ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। କର୍ମଚାରୀ ଚୟନ ଆୟୋଗ (SSC) ସଂଯୁକ୍ତ ସ୍ନାତକ ସ୍ତରୀୟ ପରୀକ୍ଷା (SSC CGL 2025) ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥର ଆୟୋଗ ୧୪,୫୮୨ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ…

Health Insurance ନେବାକୁ ଯାଉଥିଲେ ଏହି ବଷୟରେ ଧ୍ୟାନ ଦେବେ, ନହେଲେ କାମକୁ ଆସିବନି…

ନୂଆଦିଲ୍ଲୀ: ସମୟ ସହ ହେଲ୍‌ଥ ଇନ୍‌ସ୍ୟୁରାନ୍ସର ଆବଶ୍ୟକତା ଓ ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି। ଏହା ଦୁର୍ଘଟଣା କିମ୍ବା ରୋଗରେ ଅପ୍ରତ୍ୟାଶିତ ଖର୍ଚ୍ଚରୁ ଆମକୁ ସୁରକ୍ଷା ଦେଇଥାଏ ଏବଂ ଆମର ସଞ୍ଚୟକୁ ମଧ୍ୟ ସୁରକ୍ଷିତ ରଖେ। କିନ୍ତୁ ହେଲ୍‌ଥ ଇନ୍‌ସ୍ୟୁରାନ୍ସ କିଣିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ…

ଅମରନାଥ ଯାତ୍ରା ସୁରକ୍ଷା ପାଇଁ ଯାଉଥିବା ଯବାନଙ୍କୁ ମିଳିଲା ମଇଳା ବଗି ଟ୍ରେନ୍‌, କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ…

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନର ଅପେକ୍ଷା ଏହା ପରେ ଆରମ୍ଭହେବ ଅମରନାଥ ଯାତ୍ରା । ହେଲେ ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଯାତ୍ରା ସମୟରେ ସୁରକ୍ଷାରେ ନିୟୋଜିତ ପାଇଁ ବିଏସଏଫ୍ ଯବାନମାନଙ୍କୁ ଆଣିବା ପାଇଁ ଏକ ଖରାପ ଏବଂ ମଇଳା କୋଚ୍ ଥିବା ଟ୍ରେନ ଯୋଗାଇବାକୁ ନେଇ ବିବାଦ…

ଭାରତର ଏହି ରାଜ୍ୟର ବଜେଟଠୁ ବି କମ୍ ପାକିସ୍ତାନର ଡିଫେନ୍ସ ବଜେଟ, ଅସ୍ତ୍ର ଉପରେ ଏତେ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ : ଭାରତ ସହ ଉତ୍ତେଜନା ପରେ ପାକିସ୍ତାନର ଦୁର୍ବଳତା ସାମ୍ନାକୁ ଆସିଛି। ଭାରତ ପାକିସ୍ତାନ ଭିତରେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଅନ୍ୟପକ୍ଷରେ, ପାକିସ୍ତାନ ପଠାଇଥିବା ସମସ୍ତ ଡ୍ରୋନ୍‌କୁ ଭାରତ ଧ୍ୱଂସ କରିଦେଇଥିଲା। ଏହି ପରାଜୟରେ ବିଚଳିତ ହୋଇ…

ଆଇନଷ୍ଟାଇନ ବି କରିଥିଲେ ଭୁଲ… ବ୍ରହ୍ମାଣ୍ଡର ନାହିଁ କେନ୍ଦ୍ରବିନ୍ଦୁ ! ସାମ୍ନାକୁ ଆସିଲା ସାଂଘାତିକ ସତ

ନୂଆଦିଲ୍ଲୀ : ଏକ ଶତାବ୍ଦୀ ତଳେ, ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ତାଙ୍କର ସାଧାରଣ ଆପେକ୍ଷିକତା ତତ୍ତ୍ୱ (Theory of General Relativity) ମାଧ୍ୟମରେ ଏକ ଆଶ୍ଚର୍ଯ୍ୟଜନକ ବିଶ୍ୱାସ ରଖିଥିଲେ। ସେ ମନେ କରୁଥିଲେ ଯେ ବ୍ରହ୍ମାଣ୍ଡ ସ୍ଥିର ଅଛି—ଏହା ନା ବିସ୍ତାର ହୁଏ, ନା…

ବେଙ୍ଗାଲୁରୁ ଦଳାଚକଟା ଘଟଣା: ଆରସିବି ଓ ବିସିସିଆଇକୁ ଦାୟୀ କଲେ

ବେଙ୍ଗାଲୁରୁ: ଜୁନ ୪ରେ ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବୁଧବାର ଦିନ ହାଇକୋର୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ଦାୟୀ କରିଛନ୍ତି କର୍ଣ୍ଣାଟକ ସରକାର। ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ପାଇଁ ଆଗରୁ କୌଣସି…

ରାଜା ରଘୁବଂଶୀଙ୍କ ପରିବାରକୁ କ୍ଷମା ମାଗିଲେ ସୋନମଙ୍କ ଭାଇ; କହିଲେ ମୋ ଭଉଣୀ… 

ଇନ୍ଦୋର: ଇନ୍ଦୋରରେ ହନିମୁନ ମନାଇବାକୁ ଯାଇ ଦମ୍ପତି ନିଖୋଜ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ମାମଲାରେ ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ବୁଧବାର ଦିନ ରାଜାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ। ଗୋବିନ୍ଦ ତାଙ୍କ ଭଉଣୀର ଏପରି କାଣ୍ଡ ପାଇଁ ରାଜାଙ୍କ ପରିବାରକୁ କ୍ଷମା ମାଗିବା ସହ…

ବିଶ୍ୱର ଏହି ଗୋଟିଏ ଦେଶରେ ନାହିଁ ମଶା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ମଶା କେବଳ ଆପଣଙ୍କ ରକ୍ତ ଶୋଷିନଥାଏ ,ବରଂ ଆପଣଙ୍କ ଜୀବନ ମଧ୍ୟ ନେଇଥାଏ। ମଶା କାମୁଡ଼ିବା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗ ମଧ୍ୟ ବ୍ୟାପାଇଥାଏ। ପରିସଂଖ୍ୟାନ ଅନୁସାରେ, ପ୍ରତିବର୍ଷ ମଶା କାରଣରୁ ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ଆପଣ ଜାଣନ୍ତି କି,…

ବଦଳିଲା କନଫର୍ମ ଟିକେଟର ନିୟମ ! ଏବେ ୨୪ ଘଣ୍ଟା ପୂର୍ବରୁ ସୁବ ଜାଣି ପାରିବେ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ଓ ମାନସିକ ଶାନ୍ତିକୁ ପ୍ରାଥମିକତା ଦେଇ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହି ଯୋଜନା ଅନୁସାରେ, ଟ୍ରେନ୍ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତ ହେବ, ଯାହା ଯାତ୍ରୀଙ୍କୁ ଶେଷ ମୁହୂର୍ତ୍ତର ଅନିଶ୍ଚିତତାରୁ…