Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁବଶୀଘ୍ର ଆସୁଛି ନୂଆ ନିୟମ; ଆଗକୁ ୨୦ ଡିଗ୍ରୀ ତଳକୁ କରିହେବନାହିଁ ଏସି ତାପମାତ୍ରା

ନୂଆଦିଲ୍ଲୀ: ଦେଶରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ, ଆପଣଙ୍କର ଏସି ଅର୍ଥାତ୍ ଏୟାର କଣ୍ଡିସନରର ତାପମାତ୍ରା ସୀମା ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି । କେନ୍ଦ୍ର ସରକାର ଏସି ତାପମାତ୍ରା ସମ୍ପର୍କରେ ଏକ ନୂତନ ନିୟମ ଆଣୁଛନ୍ତି । ଏହା ପରେ, ଆପଣ ଆପଣଙ୍କ ରୁମ୍ ରେ ଏସିର ତାପମାତ୍ରାକୁ…

ଦୌଡ଼ିବ ‘ଦୋସ୍ତି’ ଏକ୍ସପ୍ରେସ୍…ପୁଟିନ୍, କିମଙ୍କ ବଡ଼ ପ୍ଲାନ୍ !

ନୂଆଦିଲ୍ଲୀ: ଋଷ ଓ ଉତ୍ତର କୋରିଆ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ୧୦ହଜାର କିଲୋମିଟର ରେଳଯାତ୍ରା । ଋଷର ବିଶାଳ ସାଇବେରିଆନ୍ ଅଞ୍ଚଳ, ଜଙ୍ଗଲ, ପାହାଡ ଓ ୧୬ଟି ପ୍ରମୁଖ ନଦୀ ଦେଇ ୧୦ହଜାର ୨୧୪ କିଲୋମିଟରର ରେଳ ଯାତ୍ରା କରିବେ ଯାତ୍ରୀ । ଏହି ସମୟରେ ଯାତ୍ରୀ ୟୁରାଲ ପର୍ବତ ଓ ବୈକାଲ ହ୍ରଦ…

ହେଲା କି ବୁଝାମଣା ନା ମୁଣ୍ଡ ନୁଆଁଇଲେ ମସ୍କ ?: ପୋଷ୍ଟରେ ଲେଖିଲେ, ‘ମୁଁ ଅନୁତପ୍ତ….’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଟେସଲା ମାଲିକଙ୍କ ସଂପର୍କ ଏବେ ନୂଆ ମୋଡ ନେଲାଣି । ଲାଗୁଛି ଦୁହିଁଙ୍କ ମଧ୍ୟରେ ବଢୁଥିବା ତିକ୍ତ ସମ୍ପର୍କ ଏବେ ପୁଣିଥରେ ଟ୍ରାକକୁ ଫେରୁଛି । କାରଣ ଏଲୋନ ମସ୍କ ନିଜେ ସମ୍ପର୍କକୁ ସୁଧାରିବା ପାଇଁ ପଦକ୍ଷେପ ନେଇଥିବା ଭଳି ମନେ ହେଉଛି । କାରଣ…

ବୃଦ୍ଧଙ୍କ ପାଇଁ ଘାତକ ଓମିକ୍ରନ୍ ଭାରିଆଣ୍ଟ, ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଥିରୁବନନ୍ତପୁରମ: ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇଛି। ଏଥିରେ କେରଳରେ ସର୍ବାଧିକ ସଂକ୍ରମିତ ଲୋକ ଅଛନ୍ତି। ରାଜ୍ୟରେ ବଢ଼ୁଥିବା କରୋନା ଭାଇରସ୍ ମାମଲା ମଧ୍ୟରେ, କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବୟସ୍କ ଏବଂ ଅନ୍ୟାନ୍ୟ…

ମୋଦି ସରକାରଙ୍କ ୧୧ ବର୍ଷ ଭିତରେ ଭାରତର ପରିବହନ କ୍ଷେତ୍ରରେ ଆସିଛି ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ, ଦେଶର ପରିବହନ କ୍ଷେତ୍ରରେ ମୌଳିକ ସ୍ତରରେ କାମ ଦ୍ରୁତ ଗତିରେ କରାଯାଇଛି । ଗତ ଦଶନ୍ଧିରେ, ନୀତିଗତ ସଂସ୍କାର ସହିତ ମିଶନ ମୋଡରେ କାମ କରାଯାଇଛି । ପ୍ରଗତି, ପ୍ରଧାନମନ୍ତ୍ରୀ ଗତିଶକ୍ତି, ଜାତୀୟ ଲଜିଷ୍ଟିକ୍ସ ନୀତି,…

ଇନଷ୍ଟାରେ ରୋନାଲ୍ଡୋଙ୍କୁ ଟପିଲେ କୋହଲି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ନୂଆ ରେକର୍ଡ କରିଛନ୍ତି। ପଡ଼ିଆରେ ତାଙ୍କ ବ୍ୟାଟିଂର ଚର୍ଚ୍ଚା ହେଉଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ ବିଶ୍ୱର ବଡ଼ ବଡ଼ ଷ୍ଟାରମାନଙ୍କୁ ପଛରେ ପକାଇ ଦେଉଥିବାର ଦେଖାଯାଉଛି। ଖାସ କରି ଇନଷ୍ଟାଗ୍ରାମ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମନ୍ତ୍ରୀମାନଙ୍କର ହେବ ଆରଟି-ପିସିଆର ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଏବେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଏବେ ସକ୍ରିୟ କୋଭିଡ୍ -୧୯ ମାମଲା ୭,୦୦୦ ଅତିକ୍ରମ କରିଛି । ଯାହାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବେ ସଜାଗ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ…

ଚମକାଇ ଦେଉଛି ସୋନମଙ୍କ ଷଡଯନ୍ତ୍ର: ସ୍ବାମୀଙ୍କୁ ମାରିବାକୁ ଯୋଜନାରେ ଥିଲା ପ୍ଲାନ୍ ବି…..

ଇନ୍ଦୋର: ଇନ୍ଦୋରର ରାଜା ହତ୍ୟକାଣ୍ଡ ଘଟଣା ଏବେ ସମସ୍ତଙ୍କୁ ଥରାଇ ଦେଇଛି । କିଭଳି ନବବିବାହିତ ପତ୍ନୀ ରାଜାଙ୍କୁ ମାରିବାକୁ ମୃତ୍ୟୁର ଜାଲ ବିଛାଇଥିଲା ତାହା ଏବେ ପୂରା ଦେଶକୁ ମର୍ମାହତ କରିଛି । ଏହାରି ଭିତରେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ଚାରି ଅଭିଯୁକ୍ତ ପଚରାଉଚରା ସମୟରେ…

‘ପାକିସ୍ତାନ ନୁହେଁ, ଏହା ଭାରତ ବନାମ ଟେରୋରିସ୍ତାନ’: ବ୍ରସେଲ୍ସରେ ବର୍ଷିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏବେ ବିଦେଶରେ ପାକିସ୍ତାନ ମୁଖା ଖୋଲିଛନ୍ତି ଭାରତୀୟ ନେତା । ଏହାରି ଭିତରେ ଆତଙ୍କବାଦକୁ ସବୁବେଳେ ପ୍ରୋତ୍ସାହନ ଦେଇଆସୁଥିବା ପାକିସ୍ତାନ ଏବେ ପୁଣି ଥରେ କଡା ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବ୍ରସେଲ୍ସ ଗସ୍ତ…

ବାବା ସିଦ୍ଦିକି ହତ୍ୟାକାଣ୍ଡ: କାନାଡାରେ ଧରାପଡିଲା ମାଷ୍ଟରମାଇଣ୍ଡ ଜିଶାନ

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକି ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଜିଶାନ ଅଖତର ଓରଫ ଜସି ପୁରେୱାଲକୁ ପଞ୍ଝାକୁ ନେଇଛି କାନାଡା ପୋଲିସ୍ । କାନାଡା ପୋଲିସ୍ ଜିଷାନକୁ ଅଟକ ରଖିଥିବା ନିଶ୍ଚିତ କରିଛି ମୁମ୍ବାଇ ପୋଲିସ । ଜିଶାନ ପଞ୍ଜାବର ଜଳନ୍ଧରର ବାସିନ୍ଦା ଏବଂ ଲରେନ୍ସ ବିଷ୍ନୋଇ…