Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚିନ୍ତାରେ ଚୀନ, ବିନାଶ ଆଣୁଛି ଭାରତର ଏହି ବନ୍ଧୁ ଦେଶ….

ନୂଆଦିଲ୍ଲୀ: ପାକିସ୍ତାନକୁ ଲଗାତାର ସହୟତା ଯୋଗାଇଆସୁଥିବା ଚୀନ ଏବେ ଭାରତ ସହ ବଡ ପଙ୍ଗା ନେଇଯାଇଛି । ଯାହା ଚୀନ ଏବଂ ଭାରତ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ତେଜିଛି । ଏହାରି ଭିତରେ ଭାରତର ବନ୍ଧୁ ଜାପାନ ଏକ ବଡ଼ ପଦକ୍ଷେପ ନେଇଛି । ସାମୁଦ୍ରିକ ସୁରକ୍ଷାକୁ ଆହୁରି ମଜବୁତ କରିବା…

କାହିଁକି ମୋଦିଙ୍କୁ ଭେଟିବାକୁ ଆସିଲେନି ଓଓ୍ବେସି?

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୁର ପ୍ରତିନିଧି ଦଳକୁ ଭେଟିଛନ୍ତି । ଏହି ବୈଠକରେ ଅପରେସନ ସିନ୍ଦୁର ପ୍ରତିନିଧି ଦଳର ସମସ୍ତ ପ୍ରମୁଖ ଚେହେରା ଶଶି ଥରୁର, ସୁପ୍ରିୟା ସୁଲେ, କାନିମୋଝି ଆଦି ଉପସ୍ଥିତ ରହିଥିଲେ । କିନ୍ତୁ ଯେଉଁ ବ୍ୟକ୍ତିଙ୍କ ସ୍ବର…

୧୪୬ କୋଟିରେ ପହଞ୍ଚିଛି ଭାରତର ଜନସଂଖ୍ୟା, ହ୍ରାସ ପାଇଛି ପ୍ରଜନନ ହାର: ଜାତିସଂଘ ଜନସଂଖ୍ୟା ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାରତରେ। ଭାରତର ଜନସଂଖ୍ୟା ୨୦୨୫ରେ ୧୪୬ କୋଟିରେ ପହଞ୍ଚତ୍ବାକୁ ଯାଉଥିବା ଆକଳନ କରାଯାଇଛି। ମଙ୍ଗଳବାର ଦିନ ଜାତିସଂଘ ଜନସଂଖ୍ୟା ପାଣ୍ଠି (UNFPA) ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦେଶର ମୋଟ ପ୍ରଜନନ…

ପୁଣି ଟଳିଲା ଆକ୍ସିଓମ୍-୪ ମିଶନ୍, ଆଜି ମହାକାଶ ଯାତ୍ରା କରିଥାନ୍ତେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ପୁଣି ସ୍ଥଗିତ ହେଲା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା। କିଛି ଘଣ୍ଟାର ଅପେକ୍ଷା ଥିଲା। କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା। ହେଲେ ପୁଣି ଅଟକିଲା ଆକ୍ସିଓମ୍ ମିଶନ୍-୪ । 'ଷ୍ଟେଟିକ୍‌ ଫାୟର' ପରୀକ୍ଷଣ ପରେ ବୁଷ୍ଟର ଯାଞ୍ଚ ବେଳେ ଲିକ୍ୟୁଇଡ୍‌ ଅକ୍ସିଜେନ୍‌…

ରାଜା ରଘୁବଂଶୀ ହତ୍ୟା ମାମଲାରେ ରାଗିଗଲେ କଙ୍ଗନା, କହିଲେ ‘ମୂର୍ଖତା ପ୍ରତି ସାବଧାନ ରୁହନ୍ତୁ’

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ଉପରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ତାଙ୍କର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଘଟଣାକୁ "କ୍ରୁର, ଭୟଙ୍କର ଏବଂ ସବୁଠୁ ଘୃଣ୍ୟ" ବୋଲି…

ପ୍ରଥମ ଥର ମନରେଗାରେ ଖର୍ଚ୍ଚ ସୀମା ସ୍ଥିର କଲେ କେନ୍ଦ୍ର ସରକାର, ବର୍ଷର ପ୍ରଥମ ଛଅ ମାସରେ ଖର୍ଚ୍ଚ ହେବ..

ନୂଆଦିଲ୍ଲୀ:କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ନିଷ୍ପତ୍ତି ଦେଶର ଗ୍ରାମୀଣ ଅଞ୍ଚଳରେ ରୋଜଗାର…

ଅଷ୍ଟ୍ରିଆ ସ୍କୁଲରେ ଗୁଳିକାଣ୍ଡ, ୧୧ ମୃତ

ଗ୍ରାଜ୍: ୟୁରୋପୀୟ ଦେଶ ଅଷ୍ଟ୍ରିଆର ଗ୍ରାଜରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ସ୍କୁଲରେ ଜଣେ ଛାତ୍ର ଆଖିବୁଜା ଗୁଳି କରିବାରୁ ୧୦ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବା ପରେ ବନ୍ଧୁକଧାରୀ ଜଣକ ନିଜକୁ ଗୁଳି କରିଥିଲା । ଯାହାକୁ ମିଶାଇ ଏହି…

ଜୈବିକ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଚୀନ୍ !

ନୂଆଦିଲ୍ଲୀ: ଚୀନର ଜୈବିକ ସାମଗ୍ରୀ ତସ୍କରୀ ମାମଲାକୁ ନେଇ ଆମେରିକାରେ ହଲଚଲ୍ । କିଛି ଦିନ ତଳେ ଦୁଇ ଜଣ ଚୀନ୍ ନାଗରିକଙ୍କୁ  ଜୈବିକ ସାମଗ୍ରୀ ତସ୍କରୀ ଅଭିଯୋଗରେ ଗିରଫ କରାଯାଇଥିଲା । ଏବେ ପୁଣି ଜଣେ ଚୀନ୍ ମହିଳା ଗବେଷକଙ୍କୁ ରାଉଣ୍ଡ ଓ୍ବର୍ମ ବା ଗୋଲାକାର କୃମିର ତସ୍କରୀ ନେଇ ଗିରଫ…

‘ଏହା ବହୁତ ବଡ ଆଶୀର୍ବାଦ’, ବନ୍ଦେ ଭାରତ ଟ୍ରେନରେ ଯାତ୍ରା ସମୟରେ ଏପରି କହିଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ବନ୍ଦେ ଭାରତ ଟ୍ରେନ୍ ଶ୍ରୀନଗରରୁ ଜମ୍ମୁ କଶ୍ମୀରର କାଟ୍ରା ପର୍ଯ୍ୟନ୍ତ ଆରମ୍ଭ ହୋଇଛି । ଏହି ବନ୍ଦେ ଭାରତ ଟ୍ରେନ ସେବାର ବହୁ ସଂଖ୍ୟକ ଲୋକ ଲାଭ ଉଠାଉଛନ୍ତି । ମଙ୍ଗଳବାର ଜମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ମଧ୍ୟ ବନ୍ଦେ ଭାରତ ଟ୍ରେନରେ ଯାତ୍ରା…

ହରିୟାଣା ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେଲେନି ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଇଡି କଥିତ ହରିୟାଣା ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କୁ ସମନ କରିଥିଲା, କିନ୍ତୁ ରବର୍ଟ ଭଦ୍ରା କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ଏହା ପରେ, ଏବେ ଏହା ସାମ୍ନାକୁ ଆସିଛି ଯେ ଭଦ୍ରା ଆଜି ଇଡି କାର୍ଯ୍ୟାଳୟ ଯିବେ ନାହିଁ । ସେ ଇଡିକୁ ଏକ ଇମେଲ୍…