Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୁବପିଢ଼ିଙ୍କୁ ସତର୍କ କରାଇଲେ ଓୱେସି; ‘ଅତ୍ୟଧିକ ରିଲ୍ ଦେଖା ମସ୍ତିଷ୍କକୁ ନଷ୍ଟ କରିପାରେ’

ହାଇଦ୍ରାବାଦ: ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ଯୁବପିଢ଼ିଙ୍କୁ ରିଲ୍ ଦେଖିବାର ନିଶା ବିଷୟରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଏପରି ବିଷୟବସ୍ତୁ ଅଧିକ ଦେଖିବା ମସ୍ତିଷ୍କକୁ ନଷ୍ଟ କରିପାରେ । ସେ ବିଧାନସଭା ନିର୍ବାଚନ ପୂର୍ବରୁ…

ଗ୍ରାହକ ଜିନିଷ କିଣିବା ପରେ ଦୋକାନୀଙ୍କୁ ଫୋନ୍ ନମ୍ବର ଦେବା ଜରୁରୀ କି? କଣ କହୁଛି ଆଡଭାଇଜୋରି..

ନୂଆଦିଲ୍ଲୀ: ଯେତେବେଳେ ଆପଣ କୌଣସି ସପିଂ ମଲ୍ କିମ୍ବା ରେଷ୍ଟୁରାଣ୍ଟ, କାଫେ, ମୁଭି ଥିଏଟରକୁ ଯାଆନ୍ତି ଅନେକ ସ୍ଥାନରେ ଆପଣଙ୍କୁ ଆପଣଙ୍କ ଫୋନ୍ ନମ୍ବର ପଚରାଯାଏ। ବିଲିଂ ପାଇଁ ମୋବାଇଲ୍ ନମ୍ବର ମାଗାଯାଏ। କେତେବେଳେ ମତାମତ ନାମରେ ତ ଆଉ କେତେବେଳେ ପଏଣ୍ଟ ନାମରେ, କିନ୍ତୁ ଆମ ମଧ୍ୟରୁ ଅନେକ…

ବ୍ରିକ୍ସ Vs ପଶ୍ଚିମ ଦେଶ…ହେବ କି ଶୀତଳ ଯୁଦ୍ଧ?

ନୂଆଦିଲ୍ଲୀ: ବିକାଶଶୀଳ ଅର୍ଥବ୍ୟବସ୍ଥାର ମଞ୍ଚ ବ୍ରିକ୍ସ । ବିଶ୍ବ ଅର୍ଥବ୍ୟବସ୍ଥାର ୪୧ପ୍ରତିଶତ ଅଂଶ ରହିଥିବା ବ୍ରିକ୍ସରେ ବ୍ରାଜିଲ, ଚୀନ୍, ଭାରତ ସହ ୧୦ଟି ବିକାଶଶୀଳ ଦେଶ ସଦସ୍ୟ ରହିଛନ୍ତି । ସେପଟେ ପଶ୍ଚିମ ଦେଶର ନେତୃତ୍ବ ନେଉଛନ୍ତି ଆମେରିକା ଓ ନାଟୋ । ଏହା ମୁଖ୍ୟ ରୂପରେ ସେନା ଓ ଆର୍ଥିକ…

କୋଲହାପୁରୀ ଚପଲକୁ ନେଇ ପ୍ରାଡା ବିରୁଦ୍ଧରେ ଦାୟର ମାମଲାକୁ ଖାରଜ କଲେ ହାଇକୋର୍ଟ

ମୁମ୍ବାଇ: ପ୍ରସିଦ୍ଧ କୋଲହାପୁରୀ ଚପଲର ଅନଧିକୃତ ବ୍ୟବହାର ଅଭିଯୋଗରେ ଇଟାଲୀୟ ଫ୍ୟାଶନ୍ ହାଉସ୍ ପ୍ରାଡା ବିରୁଦ୍ଧରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) କୁ ବୁଧବାର ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ବିଚାରପତି ସନ୍ଦୀପ ମାର୍ନେଙ୍କ…

ସିଙ୍ଗଡ଼ା, ଜିଲାପି ସ୍ବାସ୍ଥ୍ୟ ପ୍ରତି ହାନିକାରକ; ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କିଛିଦିନ ତଳେ ସିଙ୍ଗଡ଼ା, ଜିଲାପି ଏବଂ ମିଠା ଭଳି ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଯାହା ପରେ ସରକାର ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ନେଇ ଭାରତ…

ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା ବିଆରଏସ: ‘କାର’ ଚିହ୍ନ ଭଳି ଦଳୀୟ ପ୍ରତୀକ ହଟାଇବା ପାଇଁ ଦାବି

ହାଇଦ୍ରାବାଦ: ମଙ୍ଗଳବାର ତେଲେଙ୍ଗାନାର ବିଆରଏସ ଦଳର ନେତା ବୋଇନିପଲ୍ଲୀ ବିନୋଦ କୁମାର ଏବଂ ସୋମା ଭାରତ କୁମାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଦାବି କରିଥିଲେ ଯେ ତାଙ୍କ ଦଳ ସହିତ ସମାନ କିଛି ନିର୍ବାଚନ ପ୍ରତୀକକୁ ମୁକ୍ତ ନିର୍ବାଚନ ପ୍ରତୀକ ତାଲିକାରୁ ବାଦ ଦିଆଯାଉ। ନେତାମାନେ…

ଆମେରିକା-ଭାରତ ବାଣିଜ୍ୟରେ କଣ୍ଟା, ‘ନନ-ଭେଜ୍ କ୍ଷୀର’….

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ମଧ୍ୟରେ, ଏବେ ନନଭେଜ୍ ମିଲ୍କ ବା ଆମିଷ କ୍ଷୀରକୁ ନେଇ ବେଶ୍ ଚର୍ଚ୍ଚା । କାରଣ ୱାଶିଂଟନ୍ ଡିସି ଚାହୁଁଛି ଯେ ନୂଆଦିଲ୍ଲୀ ତାର ଦୁଗ୍ଧ ବଜାର ଆମେରିକା ପାଇଁ ଖୋଲିବା ଉଚିତ। କିନ୍ତୁ ଭାରତ ଏହା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସିଧା…

ଆଧାର କାର୍ଡକୁ ନେଇ ସାମ୍ନାକୁ ଆସିଲା RTIର ଆଶ୍ଚର୍ଯ୍ୟଜନକ ତଥ୍ୟ….

ନୂଆଦିଲ୍ଲୀ: ଭାରତରେ, ନାଗରିକ ପରିଚୟର ସବୁଠାରୁ ବଡ଼ ଦସ୍ତାବିଜ୍ ଭାବରେ ଆଧାର କାର୍ଡକୁ ପ୍ରଚଳନ କରାଯାଇଛି, କିନ୍ତୁ ଏବେ ଏକ ଆରଟିଆଇ ଉତ୍ତରରୁ ଜଣାପଡିଛି ଯେ ଗତ ୧୪ ବର୍ଷ ମଧ୍ୟରେ ମୃତ୍ୟୁ ଆଧାରରେ କେବଳ ୧.୧୫ କୋଟି ଆଧାର ନମ୍ବରକୁ ନିଷ୍କ୍ରିୟ କରିଛି । ଯାହା ଦେଶର ମୃତ୍ୟୁ ହାରକୁ ଦେଖିଲେ…

ଏହି ୟୁଜର୍ସଙ୍କ ପାଇଁ ସରକାର ଜାରି କଲେ ଚେତାବନୀ, ସାବଧାନ ! ହୋଇପାରେ ହ୍ୟାକିଂ

ନୂଆଦିଲ୍ଲୀ: ଯଦି ଆପଣ Windows କମ୍ପ୍ୟୁଟର କିମ୍ବା Microsoft Office ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଚେତାବନୀ ରହିଛି। ଭାରତ ସରକାରଙ୍କ ସାଇବର ସୁରକ୍ଷା ବିଭାଗ CERT-In ଜୁଲାଇ ୨୦୨୫ରେ ଏକ ଉଚ୍ଚ ସୁରକ୍ଷା ବିପଦ ଚେତାବନୀ ଜାରି କରିଛି। ଏହା କହିବା ଭୁଲ ହେବ ନାହିଁ ଯେ…

୨ ଲକ୍ଷ ଲୋକଙ୍କ ଜୀବନ ନେଲାଣି ଲୁଣ ! WHOର ସାଂଘାତିକ ଖୁଲାସା

ଭୁବନେଶ୍ୱର: ଆମ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଏକ ଏପରି ଉପାଦାନ, ଯାହା ବିନା ପ୍ରତ୍ୟେକ ଖାଦ୍ୟ ଅଧୁରା ଲାଗେ। ଡାଲି ହେଉ କିମ୍ବା ତରକାରୀ, ଲୁଣ ନଥିଲେ ସବୁ ଫିକା ଲାଗେ। କିନ୍ତୁ ଏହି ଲୁଣ ଯଦି ଆବଶ୍ୟକତାରୁ ଅଧିକ ଖାଇବେ, ତେବେ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ! ହଁ, ଏହା କୌଣସି…