Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍ଷ ଲକ୍ଷ Android ୟୁଜର୍ସଙ୍କ ପାଇଁ ବିପଦ ! ଭାରତ ସରକାର ଜାରିକଲେ ଚେତାବନୀ

ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ କ୍ୱାଲକମ୍‌ ଚିପସେଟ୍‌ରେ ଚାଲୁଥିବା ଡିଭାଇସଗୁଡ଼ିକ ପାଇଁ। ଭାରତୀୟ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍‌ (CERT-In) ଏହି ଚେତାବନୀ ଜାରି…

ପାକିସ୍ତାନ ସହ ଯୁଦ୍ଧ ହେଲେ ଚିନାବ ବ୍ରିଜର ଭୂମିକା କଣ ରହିବ ? ବର୍ଡରଠୁ ମାତ୍ର ଏତିକି ଦୂର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କାଶ୍ମୀରରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚ ରେଳ ଆର୍କ ବ୍ରିଜ ‘ଚିନାବ ବ୍ରିଜ’ର ଉଦଘାଟନ କରିଛନ୍ତି। ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ବ୍ରିଜର ନିରୀକ୍ଷଣ କରିଥିଲେ। ଏହା ପରେ ଆଜିଠାରୁ କଟ୍ରାରୁ ସଙ୍ଗଲଦାନ ମଧ୍ୟରେ ୬୩…

ମସ୍କଙ୍କୁ ମହଙ୍ଗା ପଡିଲା ବନ୍ଧୁତାରୁ ଶତ୍ରୁତା: ଗୋଟିଏ ଦିନରେ ୧୫ ହଜାର କୋଟିରୁ ଅଧିକ କ୍ଷତି

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା ସମସ୍ତଙ୍କୁ ଜଣା । କିନ୍ତୁ ଏବେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଦୁହେଁଙ୍କ ମଧ୍ୟରେ ଏବେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । କୁହାଯାଉଛି ଯେ ଏହି ତିକ୍ତତାର କାରଣ ହେଉଛି…

Face Unlock, ଫିଙ୍ଗରପ୍ରିଣ୍ଟ ନା Passcode? ସ୍ମାର୍ଟଫୋନକୁ ସବୁଠୁ ମଜବୁତ ସୁରକ୍ଷିତ କିଏ ରଖିଥାଏ

ଭୁବନେଶ୍ୱର: ଆପଣଙ୍କ ମୋବାଇଲ୍‌ ଡିଭାଇସ୍‌ କେତେ ସୁରକ୍ଷିତ ଏହା ଆପଣଙ୍କର ଅଥେଣ୍ଟିକେସନ୍‌ ପଦ୍ଧତି ଉପରେ ନିର୍ଭର କରେ। ବାୟୋମେଟ୍ରିକ୍‌ ଅନଲକ୍‌ ଅପ୍‌ସନ୍‌ର କାମ ହେଉଛି ସଠିକ୍‌ ବ୍ୟକ୍ତିଙ୍କୁ ଚିହ୍ନିବା ପରେ ଡିଭାଇସକୁ ଅନଲକ୍‌ କରିବା। କିନ୍ତୁ ଏହା ବୁଝିବା ଜରୁରୀ ଯେ କେଉଁ ପଦ୍ଧତି…

BSNL ଆଣିଲା ଦମଦାର ରିଚାର୍ଜ ପ୍ଲାନ୍, ସବୁ ଫ୍ରି….

ନୂଆଦିଲ୍ଲୀ: ଆପଣ କମ୍ ଖର୍ଚ୍ଚରେ ଲମ୍ବା ଭ୍ୟାଲିଡିଟି ସହିତ ଏକ ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି କି? ତେବେ BSNL ଆପଣଙ୍କ ପାଇଁ ଏକ ଚମତ୍କାର ସୁଯୋଗ ଆଣିଛି। Jio ଓ Airtel ଭଳି ବଡ଼ ଟେଲିକମ କମ୍ପାନୀଙ୍କ ସହ ମୁକାବିଲା କରି BSNL ଏକ ସୁପର ସଞ୍ଚୟ ୮୪ ଦିନିଆ ପ୍ଲାନ୍ ଲଞ୍ଚ କରିଛି, ଯାହା କମ୍…

ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା: ମଞ୍ଜୁରୀ ଦେଲେ କୋର୍ଟ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩ରେ ହେବ ନିଟ୍ ପିଜି ପରୀକ୍ଷା । ସୁପ୍ରିମକୋର୍ଟ ନିଟ୍ ପିଜି ୨୦୨୫ ପରୀକ୍ଷାକୁ ଅଗଷ୍ଟ ୩ରେ କରାଇବା ପାଇଁ ଜାତୀୟ ପରୀକ୍ଷା ବୋର୍ଡ (ଏନବିଇ)ର ଅନୁରୋଧକୁ ଅନୁମତି ଦେଇଛନ୍ତି । ଯାହା ପ୍ରଥମେ ଜୁନ୍ ୧୫ ପାଇଁ ସ୍ଥିର କରାଯାଇଥିଲା । ହେଲେ ଏହା ଉପରେ ରୋକ୍ ଲଗାଇଥିଲେ…

ଶତ୍ରୁ ପାଇଁ କାଳ ଭାରତର ଏହି ମିସାଇଲ…ରେଞ୍ଜ ଭିତରେ ପାକିସ୍ତାନ, ଚୀନ

ନୂଆଦିଲ୍ଲୀ: ସଶସ୍ତ୍ର କ୍ଷେତ୍ରରେ ଆଉ ଏକ ବଡ ମାଇଲଖୁଣ୍ଟ ସେଟ୍ କରିବାକୁ ଯାଉଛି ଭାରତ । ଏକ ବିପଜ୍ଜନକ ହାଇପରସୋନିକ୍ କ୍ଷେପଣାସ୍ତ୍ର ତିଆରି କରିଛି । ବେଗ ଏତେ ଅଧିକ ଯେ ରାଡାର ମଧ୍ୟ ଫେଲ୍ । ତେବେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଖୁବ୍ ଶୀଘ୍ର ଏକ୍ସଟେଣ୍ଡେଡ୍…

ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ: ଟପ୍ ଅଧିକାରୀ ସସପେଣ୍ଡ, ଆରସିବି ମାର୍କେଟିଂ ହେଡ୍ ସହ ୩ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର ।  କର୍ଣ୍ଣାଟକ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଆରସିବିର ମାର୍କେଟିଂ ମୁଖ୍ୟଙ୍କୁ ଗିରଫ କରାଯାଇଛି । ଏଥିସହିତ ଆଉ ତିନି ଜଣଙ୍କୁ ଅଟକ…

ପୁଣି ଖସିଲା ରେପୋ ହାର: ସୁଧହାରରେ ବି ରିହାତି…. ଜାଣନ୍ତୁ ସାଧାରଣ ଲୋକଙ୍କୁ କ’ଣ ଲାଭ?  

ନୂଆଦିଲ୍ଲୀ: ପୁଣି ରେପୋ ହାର ହ୍ରାସ । ଭାରତୀୟ ରିଜର୍ଭ ବ୍ୟାଙ୍କ, ଆରବିଆଇ ଆଜି ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କରିଛି। ଏଥର ଆରବିଆଇ ରେପୋ ହାରକୁ ୫୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୫୦ ପ୍ରତିଶତ ହ୍ରାସ କରିଛି । ରେପୋ ହାର ହ୍ରାସ ନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ…

୯ ବର୍ଷ ପରେ ମୁହଁ ଖୋଲିଲେ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା; କହିଲେ, କିଙ୍ଗଫିସର୍ ଏୟାରଲାଇନ୍ସର ବିଫଳତା ପାଇଁ…

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା କିଙ୍ଗଫିସର୍ ଏୟାରଲାଇନ୍ସର ବିଫଳତା ପାଇଁ ଏକ ପଡକାଷ୍ଟରେ ସାର୍ବଜନୀନ ଭାବରେ କ୍ଷମା ମାଗିଛନ୍ତି । ସେ ଚୋରି ଅଭିଯୋଗକୁ ମଧ୍ୟ ଅସ୍ୱୀକାର କରିଥିଲେ ଏବଂ ଭାରତରୁ ଦୂରେଇ ରହିବାର କାରଣ ଦର୍ଶାଇଥିଲେ । ବିଜୟ ମାଲ୍ୟା ଗୁରୁବାର ଏକ ପଡକାଷ୍ଟ ସମୟରେ…