Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇପିଏଲ ଫାଇନାଲ ଜିତିଲା RCB, ଖୁସିରେ ୧.୭୫ କୋଟିର ମଦ ପିଇଗଲେ ଫ୍ୟାନ୍ସ

ବେଙ୍ଗାଲୁରୁ: IPL 2025ର ଫାଇନାଲ ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଉତ୍ସବଠାରୁ କମ୍ ନଥିଲା। ଆରସିବିର ଏତେ ବର୍ଷର ସ୍ୱପ୍ନ ଶେଷରେ ସତ ହେବା ସହ ଆଇପିଏଲ ଟ୍ରଫି ହାତେଇଛି ଦଳ। ଏହି ବିଜୟର ଖୁସି ସାରା ଦେଶରେ ପାଳନ କରାଯାଇଥିଲା କିନ୍ତୁ ଗୋଟିଏ ରାଜ୍ୟରେ ଏପରି ଉତ୍ସବର ପରିବେଶ ଥିଲା ଯେ…

ମାଓବାଦୀ-ପୋଲିସ ଗୁଳିବିନିମୟ: ହାର୍ଡକୋର ମାଓବାଦୀ ମୃତ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ବେଳେ ଜଣେ ହାର୍ଡକୋର୍ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ବିଜାପୁର ପୋଲିସ ଅଧୀକ୍ଷକ ଡକ୍ଟର…

ଆହୁରି ଶକ୍ତିଶାଳି ହେବ ପ୍ରତିରକ୍ଷା ବାହିନୀ, ଭାରତରେ ତିଆରି ହେବ ରାଫେଲ

ନୂଆଦିଲ୍ଲୀ: ଭାରତର ଏୟାରସ୍ପେସକୁ ମିଳିବ ବଡ଼ ସଫଳତା। ଭାରତରେ ତିଆରି ହେବ ରାଫେଲ। ଟାଟା ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଏବଂ ଫ୍ରାନ୍ସର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ଆଭିଏସନ୍ ମଧ୍ୟରେ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କୁହାଯାଉଛି ଯେ…

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା: ଗୁଜବ ନେଲା ଜୀବନ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ପରେ। ପ୍ରଶାସନ ଉପରେ ଅବହେଳା ଅଭିଯୋଗ କରାଯାଉଛି। ସରକାର କ୍ଷତିପୂରଣ ଘୋଷଣା କରିଥିଲେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରିଛି।…

ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ !

ନୂଆଦିଲ୍ଲୀ: ନା ନୀତିଶ ନା ପ୍ରଶାନ୍ତ କିଶୋର, ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ । ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ନୀତିଶଙ୍କୁ ପଛରେ ପକାଇ ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ବିହାରର…

‘ପରିବାର ଗଢିବା ପାଇଁ ବିବାହର ଆବଶ୍ୟକତା ନାହିଁ’: କାହିଁକି ଏମିତି କହିଲେ କୋର୍ଟ?

ନୂଆଦିଲ୍ଲୀ: ଗୋଟିଏ ଫ୍ୟାମିଲି ବନେଇବା ପାଇଁ ବିବାହ ଜରୁରୀ ନୁହେଁ । ସମଲିଙ୍ଗୀ ବିବାହ ସମ୍ପର୍କରେ ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ରଖିଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ଯଦିଓ ଭାରତରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇନାହିଁ, ଏହାର ଅର୍ଥ ନୁହେଁ ଯେ…

ଚମକାଇ ଦେଲା ମହୁଆ-ପିନାକୀଙ୍କ ସିକ୍ରେଟ୍ ମ୍ୟାରେଜ୍….

ନୂଆଦିଲ୍ଲୀ: ୬୫ ବର୍ଷୀୟ ପିନାକୀ ମିଶ୍ର, ୫୦ ବର୍ଷୀୟ ମହୁଆ ମୋଇତ୍ର ବିବାହ ବନ୍ଧନରେ ବାନ୍ଧି ହୋଛନ୍ତି । ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ର, ବିଜୁ ଜନତା ଦଳ ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ ଭାବେ ବାଛିଛନ୍ତି । ଦୁହେଁ ଜର୍ମାନୀରେ…

ସାମ୍ନାକୁ ଆସିଲା ଚୀନର “କୃଷି ଆତଙ୍କବାଦ”! ଫଙ୍ଗସ ଚୋରା ଚାଲାଣରେ ୨ଗିରଫ

ନୂଆଦିଲ୍ଲୀ:ଆମେରିକାର ସୁରକ୍ଷା ଏଜେନ୍ସି ଏଫବିଆଇ ଏକ ବଡ ଖୁଲାସା କରିଛି । ଚୀନ୍ ଦ୍ୱାରା କୃଷି ଆତଙ୍କବାଦର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । "ଫୁସାରିଅମ୍ ଗ୍ରାମିନିଆରମ୍" ନାମକ ଏକ ବିପଜ୍ଜନକ ଫଙ୍ଗସର ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି। ଏହି ଫଙ୍ଗସ…

ବିଶ୍ୱ ପରିବେଶ ଦିବସ: ସିନ୍ଦୂର ଗଛ ଲଗାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ବିଶ୍ୱ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଏକ ସିନ୍ଦୂର ଗଛ ଲଗାଇଛନ୍ତି । ଏହି ଗଛଟି ତାଙ୍କୁ ୧୯୭୧ ଯୁଦ୍ଧ ସମୟରେ ଉଲ୍ଲେଖନୀୟ ସାହସ ଦେଖାଇଥିବା କିଛି ମହିଳା ଉପହାର ଦେଇଥିଲେ । ଏହି ପଦକ୍ଷେପକୁ ନିକଟରେ ହୋଇଥିବା ଅପରେସନ ସିନ୍ଦୂର…

‘ଆମକୁ କାହାର ମଧ୍ୟସ୍ଥି ଦରକାର ନାହିଁ’: ରାହୁଲଙ୍କ ବୟାନରେ ଏମିତି ଉତ୍ତର ରଖିଲେ ଥରୁର୍….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ନେଇ ଏବେ କଂଗ୍ରେସ ଭିତରେ ଚାଲିଛି ବାକଯୁଦ୍ଧ । ପାର୍ଟିର ବଡ ବଡ ନେତା ଅପରେସନ ସିନ୍ଦୂର ନେଇ ନିଜ ନେତାଙ୍କୁ ଦେଉଛନ୍ତି କଡା ଜବାବ । ପୂର୍ବରୁ ଅନେକ ପ୍ରସଙ୍ଗ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଉପରେ, ଅନ୍ୟ କଂଗ୍ରେସ ନେତା ଖପ୍ପା ହୋଇଥିବା ବେଳେ କଡା…