Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀରାମ ଦରବାର ସମେତ ୮ ମନ୍ଦିରରେ ସ୍ଥାପିତ ଦେବତାଙ୍କ ମୂର୍ତ୍ତିର ହେଲା ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ରାଜା ରୂପରେ ଅଭିଷେକ ଉତ୍ସବ ପାଳନ ହୋଇଛି। ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରଥମ ମହଲାରେ 'ରାଜା ରାମ'ଙ୍କ ଦରବାର ଲାଗିଛି । ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ସମାପ୍ତ ହୋଇଛି।…

ଫ୍ରଡ୍ ମାର୍ଶାଲ; ଟାଇମ୍ସ ସ୍କୋୟାରରେ ବେଜିତ୍ ହେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ: ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଥିବା ଡିଜିଟାଲ୍ ବିଲବୋର୍ଡରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ସାର୍ବଜନୀନ ଭାବରେ ଟ୍ରୋଲ୍ କରାଯାଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହାକୁ …

ହୀରା ଓ ସୁନା ଆଭୂଷଣରେ ଝଟକିଲେ ପ୍ରଭୁ ରାମ

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ଥିବା ରାମ ଦରବାରର ଉଦଘାଟନ ହୋଇଯାଇଛି। ପୂଜା ଓ ଅଭିଷେକ କାର୍ଯ୍ୟକ୍ରମ ଶୁଭମୁହୁର୍ତରେ ଅର୍ଥାତ୍ ପୂର୍ବାହ୍ନ ୧୧.୨୫ ରୁ ୧୧.୪୦ ପର୍ଯ୍ୟନ୍ତ ଚାଲିଥିଲା। ତେବେ ରାମଲାଲାଙ୍କ ଗର୍ଭଗୃହର ଉପରେ ଥିବା ପ୍ରଥମ ମହଲାରେ ରାମ ଦରବାର ନିର୍ମିତ ହୋଇଛି। ଏହି ଦରବାରରେ…

ପ୍ରେସ କାଉନସିଲ ଅଫ ଇଣ୍ଡିଆ ନାମ ବ୍ୟବହାରକୁ ବାରଣ

ଭୁବନେଶ୍ୱର: ପ୍ରେସ କାଉନସିଲ ଅଫ ଇଣ୍ଡିଆ ନାମ ବ୍ୟବହାରକୁ ବାରଣ। ନୂଆଦିଲ୍ଲୀସ୍ଥିତ ସୂଚନା ଭବନ ସିଜିଓ କମ୍ପେଲକ୍ସ, ଲୋଧି ରୋଡଠାରେ ପ୍ରେସ କାଉନସିଲର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୌଣସି ରାଜ୍ୟ ଶାଖା ନାହିଁ ବୋଲି କୁହାଯାଇଛି। ଏହି ନାମରେ ନାମିତ ପ୍ରାଧିକୃତ ଶାଖା କୌଣସି…

ବେଙ୍ଗାଲୁରୁ ଦଳାଚକଟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ

ବେଙ୍ଗାଲୁରୁ:ବେଙ୍ଗାଲୁରୁରେ IPL 2025 ବିଜୟର ଉତ୍ସବ ପାଳନ ବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୋଲିସର ଅବହେଳାକୁ ଦାୟୀ କରି ସରକାର ବେଙ୍ଗାଲୁରୁ ସିଟି ପୋଲିସ…

ବେଙ୍ଗାଲୁରୁରେ ଦଳାଚକଟା ଘଟଣା; ଆରସିବି ଓ କର୍ଣ୍ଣାଟକ କ୍ରିକେଟ ସଂଘ ବିରୋଧରେ ମାମଲା ରୁଜୁ 

ବେଙ୍ଗାଲୁରୁ: ଆଇପିଏଲରେ ଆରସିବି ଫାଇନାଲ ମ୍ୟାଚ୍ ଜିତିବା ଖୁସିରେ ବୁଧବାର ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବହୁ ପରିମାଣ ରେ ପ୍ରଶଂସକ ବିଜୟ ଉତ୍ସବ ଦେଖିବାକୁ ଭିଡ ଜମାଇଥିଲେ। ଯାହା ଫଳରେ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା  ବେଳେ ୩୩ ଜଣ ଆହତ…

ପ୍ରସ୍ତୁତ ହେଲା ଅମରନାଥ ଯାତ୍ରାର ‘ସୁରକ୍ଷା କବଚ’ ; ଯାତ୍ରାର ଅବଧି ୫୨ଦିନରୁ ୩୮ ଦିନକୁ ହ୍ରାସ

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଏଥର ଅମରନାଥ ଯାତ୍ରା ପାଇଁ 'ସୁରକ୍ଷା କବତ' ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସୁରକ୍ଷା ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥର ଯାତ୍ରା ସମୟରେ ମୋଟ ୫୮୧ କମ୍ପାନୀ ସୁରକ୍ଷା ବାହିନୀ ଡ୍ୟୁଟିରେ…

ଆତଙ୍କବାଦୀ ନେଟୱାର୍କ ବିରୋଧରେ ୩୨ ସ୍ଥାନରେ NIAର ଚଢାଉ

ଶ୍ରୀନଗର: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଜି ଗୁରୁବାର ଦିନ ଜମ୍ମୁ ଓ କାଶ୍ମୀରର ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି। ଆତଙ୍କବାଦୀ ଷଡ଼ଯନ୍ତ୍ରର ତଦନ୍ତର ଅଂଶ ସ୍ୱରୂପ, ସଂସ୍ଥା ଶୋପିଆନ, କୁଲଗାମ, କୁପୱାଡା, ସୋପୋର ଏବଂ ବାରମୁଲ୍ଲାର ଅନେକ ଅଞ୍ଚଳରେ ଚଢାଉ କରୁଛି।…

ପାକିସ୍ତାନରେ ୪୮ ଘଣ୍ଟା ଭିତରେ ୨୦ରୁ ଅଧିକ ଥର ଭୂକମ୍ପ ଝଟକା

ଇସଲାମବାଦ: ରବିବାର ଠାରୁ ୪୮ ଘଣ୍ଟା ମଧ୍ୟରେ କରାଚିରେ ୨୦ରୁ ଅଧିକ ଥର ଛୋଟ ଛୋଟ ଭୂକମ୍ପ ଝଟକା ଅନୁଭବ ହୋଇ ସାରିଲାଣି । ଏହା ମଧ୍ୟରୁ ଅଧିକାଂଶ ଭୂକମ୍ପର କେନ୍ଦ୍ର ସ୍ଥଳ ମାଲିର ନିକଟରେ ରହିଥିଲା। ଏହିକ୍ରମରେ ସୋମବାର ବିଳମ୍ବିତ ରାତିରେ କ୍ରମାଗତ ଦୁଇଟି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର…

ଆସାମର ଭୟଙ୍କର ବନ୍ୟାରେ ଗଲାଣି ୧୯ ଜୀବନ

ଗୌହାଟି: ସୁଧୁରୁନି ଆସାମରେ ବନ୍ୟା ପରିସ୍ଥିତି । ଆସାମର ମୋରିଗାଁଓ ଜିଲ୍ଲାର ୧୦୧ ଟି ଗାଁ ବନ୍ୟା ଦ୍ବାରା ବେଶି ପ୍ରଭାବିତ ହୋଇଛି । ୫ ଦିନ ବିତିଥିଲେ ସୁଦ୍ଧା ସୁଧୁରୁନି ସ୍ଥିତି । ଆସାମ ସରକାରଙ୍କ ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ଜୀବନ ଯାଇଥିବାବେଳେ, ବନ୍ୟାରେ କେବଳ ୧୪…