Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ; ୧୦କୋଟି ଗଛ ଲଗାଇବାକୁ ରହିଛି ଲକ୍ଷ୍ୟ

ଭୁବନେଶ୍ବର:ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦୀଙ୍କ ‘ମିଶନ ଲାଇଫ୍’ ର କଳ୍ପନାକୁ ଆଗକୁ ବଢାଇବା ପାଇଁ ଏହି ବିଶ୍ୱ ପରିବେଶ ଦିବସ ରେ ମା’ଙ୍କ ନାରେ ଗୋଟିଏ ଗଛ ୨.୦ ଅଭିଯାନ (#EkPedMaaKeNaam 2.0) ର ଶୁଭାରମ୍ଭ ହେଉଛି । ଏହି ଅଭିଯାନରେ ୧୦ କୋଟି ଗଛ ଲଗାଇବା ଲକ୍ଷ୍ୟ ରହିଛି । ଜୁନ୍‌…

ତିନି ଦେଶ, ଜଳ ରାଜନୀତି…କାହାଣୀ ବ୍ରହ୍ମପୁତ୍ରର

ନୂଆଦିଲ୍ଲୀ: ବନ୍ଧୁ ପାକିସ୍ତାନ ପାଇଁ ଚୀନ୍ ରୋକିବ କି ବ୍ରହ୍ମପୁତ୍ର ନଦୀ ଜଳ? ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ପରେ ଚୀନ୍ ମଧ୍ୟ ବ୍ରହ୍ମପୁତ୍ର ନଦୀ ପାଣି ବନ୍ଦ କରି ଦେଇପାରେ ବୋଲି ପାକିସ୍ତାନ କହୁଛି । ଜବାବରେ ବ୍ରହ୍ମପୁତ୍ର ଜଳପ୍ରବାହ ରୋକିଲେ ଆସାମକୁ ଲାଭ ମିଳିବ ବୋଲି…

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ…

ପୁଣି ଜଣେ ପାକିସ୍ତାନ ସ୍ପାଏ ଗିରଫ, ଜ୍ୟୋତି ମାଲହୋତ୍ରା ଏବଂ ଦାନିଶ ସହ ରହିଛି ଲିଙ୍କ୍

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ, ଭାରତରୁ ଲଗାତାର ଧରାପଡୁଛନ୍ତି ପାକିସ୍ତାନ ଗୁପ୍ତଚୋର। ଏବେ ପୁଣି ଧରାପଡିଲେ ଆଉଜଣେ ପାକିସ୍ତାନ ସ୍ପାଏ। ପାକିସ୍ତାନ ଲାଗି ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବ ପୋଲିସ ଯଶବୀର ସିଂ ନାମକ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି। ଏବେ ଭାରତ ପାକିସ୍ତାନର…

ନୂତନ EV ଯୋଜନା: ଆମଦାନୀ ଶୁଳ୍କ ୧୫ପ୍ରତିଶତକୁ ହ୍ରାସ; ଏହିସବୁ କମ୍ପାନୀ କରିବେ ନିବେଶ !

ନୂଆଦିଲ୍ଲୀ: ଭାରୀ ଶିଳ୍ପ ମନ୍ତ୍ରଣାଳୟ 'ଭାରତରେ ବୈଦ୍ୟୁତିକ ଯାତ୍ରୀବାହୀ କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା-Scheme to Promote Manufacturing of Electric Passenger Cars in india ' (SPMEPCI) ନାମକ ଏକ ନୂତନ EV ଯୋଜନାକୁ ଚୂଡ଼ାନ୍ତ କରିଛି। ଏହି ନୀତି…

ପୁଣି ଜେଲ ଯିବେ କି ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ?

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ନେତା ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିପାରେ । ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା (ଏସିବି) ଏକ ଦୁର୍ନୀତି ମାମଲାରେ ଉଭୟ ନେତାଙ୍କୁ ସମନ ଜାରି କରିଛି ଏବଂ ହାଜର ହେବାକୁ ଡାକିଛି । ଜୈନଙ୍କୁ ଜୁନ୍ 6 ତାରିଖରେ ହାଜର ହେବାକୁ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା; ଜୁନ ଶେଷ ସୁଦ୍ଧା ମିଳିବ ତେଜସ MK-1A

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ପ୍ରଥମ LCM Mk14 ବିମାନ ଜୁନ ମାସ ଶେଷ ସୁଦ୍ଧା ବିତରଣ କରାଯିବା ନେଇ ସୂଚନା ମିଳିଛି। ଏହା ନାସିକରେ ନିର୍ମିତ ନୂଆ ଉତ୍ପାଦନ କେନ୍ଦ୍ରରୁ ବିତରଣ କରାଯିବ। ୨୦୨୧ ମସିହା ଫେବୃଆରୀରେ ଭାରତୀୟ ବାୟୁସେନା ୮୩ଟି ବିମାନ ମାର୍ଚ୍ଚ ୨୦୨୪ ସୁଦ୍ଧା…

୬,୧୮୧ କୋଟି ଟଙ୍କାର ୨୦୦୦ ନୋଟ୍ ଏପର୍ଯ୍ୟନ୍ତ ଫେରିନାହିଁ: ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଚକିତ କଲାଭଳି ତଥ୍ୟ ପ୍ରକାଶ କରିଛି । ୨୦୦୦ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାର ଦୁଇ ବର୍ଷ ପରେ ମଧ୍ୟ ଏହି ନୋଟ୍ ବଜାରରୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦିଆଯାଇନାହିଁ। ଆରବିଆଇ ଅନୁଯାୟୀ ୩୧ ମେ ୨୦୨୫ ସୁଦ୍ଧା, ୬,୧୮୧ କୋଟି ଟଙ୍କା ମୂଲ୍ୟର ୨୦୦୦…

ଇନ୍ଦୋର ଦମ୍ପତି ନିଖୋଜ ଘଟଣା; ୧୧ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ

ଇନ୍ଦୋର: ମେଘାଳୟର ସିଲଂରେ ଇନ୍ଦୋର ଦମ୍ପତିଙ୍କ ନିଖୋଜ ଘଟଣାର ୧୧ ଦିନ ପରେ ସ୍ୱାମୀ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜାଙ୍କ ଭାଇ ସଚିନ ଏନେଇ ସ୍ପଷ୍ଟ କରିଛନ୍ତି। ତାଙ୍କ ହାତରେ ରାଜାଙ୍କ ନାମ ଲେଖା ହୋଇଛି। ମୃତ ରାଜାଙ୍କ ଭାଇ ବିପିନ ଚିହ୍ନଟ କରିଛନ୍ତି ଯେ ସ୍କୁଟି…

କାୟା ମେଲାଇ ଚାଲିଛି କରୋନା: ଦେଶରେ ୪ ହଜାର ପାର୍, ନେଲାଣୀ ୩୮ ଜୀବନ

ନୂଆଦିଲ୍ଲୀ: କାୟା ବିସ୍ତାର କରିଚାଲିଛି କୋଭିଡ୍ -୧୯ । ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରିଛି । ବର୍ତ୍ତମାନ ଦେଶରେ ମୋଟ ୪,୦୨୬ ସକ୍ରିୟ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ୫୦ ପ୍ରତିଶତ ମାମଲା କେବଳ…