Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱାଧୀନତା ଅର୍ଥ ସେନାକୁ ଅପମାନ କରିବା ନୁହେଁ: ଆଲ୍ହାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଭାରତୀୟ ସୈନିକଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ବୁଧବାର ଆଲ୍ହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି। ଲକ୍ଷ୍ନୌ କୋର୍ଟ ଦ୍ୱାରା ରାହୁଲଙ୍କ…

ଉତ୍ତର ସିକ୍କିମରେ ଭୂସ୍ଖଳନ: ଫସିଥିବା ୧୧୩ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚିଲେ ଭାରତୀୟ ସେନା, ଉଦ୍ଧାର କାର୍ଯ୍ୟ ଜାରି

ସିକ୍କିମ:ଉତ୍ତର ସିକ୍କିମରେ ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲାଚେନ ହେଉଛି ଉତ୍ତର ସିକିମର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ଭୂସ୍ଖଳନ ଯୋଗୁଁ ଏହା ମୁଖ୍ୟଭୂମିରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଭାରତୀୟ ସେନା ଏକ ପାଦଚଲା ରାସ୍ତା ତିଆରି କରି ବୃଦ୍ଧ ଏବଂ…

ଭାରତର ଗୋଟିଏ ଝଟକାରେ ପାକିସ୍ତାନ ଧୂଳିସାତ୍ , ମାସେ ପରେ ଜଣାପଡ଼ିଲା ସତ

ଭାରତର ଗୋଟିଏ ଝଟକାରେ ସ୍ଥିତି ଏମିତି ହୋଇଛି ଯେ ଏବେ ବି ବିଳିବିଳେଉଛି ପାକିସ୍ତାନର। ପାକିସ୍ତାନକୁ ଧୂଳିସାତ କଲା ଅପରେସନ ସିନ୍ଦୂର। ଭାରତ ଯେ ଏମିତି ପ୍ରହାର କରିବ ସ୍ୱପ୍ନରେ ଭାବିନଥିଲା ଏହି ଆତଙ୍କୀ ଦେଶ । ଆଟାକର ମାସେ ପରେ ସାମ୍ନାକୁ ଆସିଛି ପାକିସ୍ତାନର କ୍ଷୟକ୍ଷତିର ହିସାବ ।…

IRCTCର ବଡ଼ କାର୍ଯ୍ୟାନୁଷ୍ଠାନ; ୨.୫କୋଟି ନକଲି ୟୁଜର ଆଇଡିକୁ କଲା ବନ୍ଦ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅନଧିକୃତ ସ୍ୱୟଂଚାଳିତ ବୁକିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୁକିଂ ୱେବସାଇଟରେ ପ୍ରକୃତ ଉପଭୋକ୍ତାଙ୍କ ପ୍ରବେଶକୁ ବୃଦ୍ଧି କରିଛି । ଏଆଇ-ଚାଳିତ ବଟ୍ ମିଟିଗେସନ୍ ପ୍ରକୃତ ଟିକେଟ୍ ବୁକିଂକୁ ବୃଦ୍ଧି କରି ୨.୫ କୋଟି ସନ୍ଦିଗ୍ଧ ଉପଭୋକ୍ତା ଆଇଡି…

ISI ଏବଂ RAW ଏକାଠି ହେଲେ ଆତଙ୍କବାଦ ଦୂର ହୋଇପାରିବ: ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ଦକ୍ଷିଣ ଏସିଆରୁ ଆତଙ୍କବାଦକୁ ଦୂର କରିବା ପାଇଁ ପରାମର୍ଶ ଦେଉଛି। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସଭାପତି ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଯଦି ଦୁଇ…

କ’ଣ ଗଣମାଧ୍ୟମ ସାମରିକ ଅଧିକାରୀଙ୍କ ଗୋପନୀୟତା ଭଙ୍ଗ କରୁଛି? ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ…

ନୂଆଦିଲ୍ଲୀ:  ସମସ୍ତ ଗଣମାଧ୍ୟମ ସଂସ୍ଥାଗୁଡିକ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ବରିଷ୍ଠ ସାମରିକ ଅଧିକାରୀ ଏବଂ ସେମାନଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମଙ୍କୁ ନିବେଦନ କରିଛନ୍ତି। ସରକାର ଏ…

୨୦୪୭ ସୁଦ୍ଧା ବିକଶିତ ହେବ ଭାରତ: ପୂର୍ବତନ ଆରବିଆଇ ଗଭର୍ଣ୍ଣରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଥାଇ ମଧ୍ୟ ଭାରତ ଶକ୍ତିଶାଳୀ ଜିଡିପି ଅଙ୍କ ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତି ହୋଇପାରେ। ଏନେଇ ଆଇଏମଏଫ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଯଦି ଏହା ସତ୍ୟରେ ପରିଣତ ହୁଏ ତେବେ ଚଳିତବର୍ଷ ଶେଷ…

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଜାତିଗତ ଜନଗଣନା ୧ ମାର୍ଚ୍ଚ ୨୦୨୭ ରୁ ଆରମ୍ଭ ହେବ। ଏହି ଜନଗଣନା ସାରା ଦେଶରେ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ଜଣାପଡିଛି। ୧୯୫୧ରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ୨୦୨୧ରେ ଏହାକୁ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ…

ଆରସିବିର ବିଜୟ ଉତ୍ସବ ବେଳେ ଅଘଟଣ: ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା, ୭ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବିଜୟ ଉତ୍ସବ ସମୟରେ ଅଘଟଣ। ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବସ ସାମ୍ନାକୁ ଆସିଛି। ଏହାସହ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି। ରୟାଲ…

ପାକିସ୍ତାନରେ ଭୂମିକମ୍ପ ବେଳେ ଜେଲରୁ ଫେରାର ୨୦୦ରୁ ଅଧିକ କଏଦୀ 

କରାଚୀ: ପାକିସ୍ତାନର କରାଚୀ ସହରର ଏକ ଉଚ୍ଚ ସୁରକ୍ଷା ବିଶିଷ୍ଟ ଜେଲରୁ ୨୦୦ରୁ ଅଧିକ କଏଦୀ ଫେରାର ହୋଇଯାଇଛନ୍ତି। ମଙ୍ଗଳବାର ଦିନ ଜଣେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସିନ୍ଧ ଗୃହମନ୍ତ୍ରୀ ଜିଆ-ଉଲ ହାସନ ଲାଞ୍ଜର କହିଛନ୍ତି ଯେ ଯଦି କଏଦୀମାନେ ସ୍ୱେଚ୍ଛାକୃତ…